Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Kharge’s claims: ‘ମୋତେ ଅଛୁଆଁ ଭଳି…’, ଖଡ଼ଗେଙ୍କ ଅଭିଯୋଗ ପରେ ବଢ଼ିଲା ବିବାଦ, ରାମଲୀଳା ମୈଦାନର…

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ରାଲି ପରେ ରାମଲୀଳା ମୈଦାନରେ ହୋଇଥିବା ‘ଶୁଦ୍ଧିକରଣ ଯଜ୍ଞ’କୁ ନେଇ ରାଜନୀତି ତୀବ୍ର ହୋଇଛି। ଏହି ଘଟଣାକୁ ନେଇ ଆଜି ସଂସଦର ଶେଷ ଦିନରେ ରାଜ୍ୟସଭାରେ ଖଡ଼ଗେ ତୀବ୍ର…

୬ ଆନ୍ତଃରାଜ୍ୟ ଡକାୟତ ଗିରଫ, ଝାଡଖଣ୍ଡରୁ ଆସି ଭଦ୍ରକରେ କରୁଥିଲେ ଡକାୟତି

ଭଦ୍ରକ: ଜିଲ୍ଲାରେ ଗତ କିଛି ଦିନ ହେବ ଅଭିନଵ ଉପାୟରେ ଲୋକଙ୍କ ଘରେ ପଶି ଡକାୟତି କରି ଫେରାର ହୋଇଯାଉଥିଲେ। ଏହି ଘଟଣା ଜିଲ୍ଲାରେ ଆତଙ୍କ ଖେଳିଯାଇଥିଲା। ତେବେ ଭଦ୍ରକ ପୋଲିସ ଡକାୟତି ଗ୍ୟାଙ୍ଗଙ୍କୁ ଧରିବାରେ ସଫଳ ହୋଇଛି। ଝାଡଖଣ୍ଡର ଧାନବାଦ ଅଞ୍ଚଳରୁ ୬ ଜଣ ଆନ୍ତରାଜ୍ୟ ଡକାୟତ ଦଳ ଗିରଫ…

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ଏସବୁ ଜିଲ୍ଲାକୁ ଆଲର୍ଟ…

ଭୁବନେଶ୍ୱର: ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ଯୋଗୁ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।…

ପ୍ରବଳ ବର୍ଷା ଆଶଙ୍କା, ଆଜି ମୟୂରଭଞ୍ଜ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା 

ଭୁବନେଶ୍ୱର: ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏହାରି ମଧ୍ୟରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ ବନ୍ଦ କରାଯାଇଛି।…

ଆଜି ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ 

ଭୁବନେଶ୍ୱର: ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ସନ୍ଧ୍ୟାରେ ପବିତ୍ର ବନକଲାଗି ନୀତି ଅନୁଷ୍ଠିତ ହେବ। ଯାହା ଫଳରେ ପ୍ରାୟ ଚାରି ଘଣ୍ଟା ପାଇଁ ଶ୍ରୀଜିଉଙ୍କ ସାର୍ବଜନୀନ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ସୂଚନା ଦେଇଛି। ଗୁରୁବାର ଶ୍ରାବଣ ଶୁକ୍ଳ…

ଖୁବ୍‌ଶୀଘ୍ର ଆସିବ ‘ଜନ୍ତର-ମନ୍ତର ସିଜନ୍-୨’: ବିଜେପି ଉପରେ ବର୍ଷିଲେ ସିଜେପି ପ୍ରତିଷ୍ଠାତା

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରୁ ପୁଣି ଏକ ବଡ଼ ଆନ୍ଦୋଳନର ସୂତ୍ରପାତ ହେବାକୁ ଯାଉଛି। ନୂଆ କରି ଚର୍ଚ୍ଚାକୁ ଆସିଥିବା 'କକ୍ରୋଚ ଜନତା ପାର୍ଟି (CJP)' ର ପ୍ରତିଷ୍ଠାତା ତଥା ଯୁବ ନେତା ଅଭିଜିତ ଦିପକେ ଏକ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀର ପ୍ରସିଦ୍ଧ ଆନ୍ଦୋଳନ ସ୍ଥଳ…

Odisha Police:ଓଡ଼ିଶା ପୋଲିସରେ ଗଠନ ହେବ ୩ ନୂଆ ବିଭାଗ; ଆତଙ୍କବାଦୀ ଓ ନିଶା ନିରୋଧୀ ଟାସ୍କ ଫୋର୍ସ ସହ…

ଭୁବନେଶ୍ୱର:ଓଡ଼ିଶା ପୋଲିସରେ ଗଠନ ହେବ ୩ ନୂଆ ବିଭାଗ । ନିଶା କାରବାର, ଆତଙ୍କବାଦୀ କାର୍ଯ୍ୟକଳାପ ଓ ସଡ଼କ ଦୁର୍ଘଟଣା ରୋକିବା ଦିଗରେ ଓଡ଼ିଶା ପୋଲିସକୁ ଆହୁରି ସୁଦୃଢ଼ କରାଯିବ । ରାଜ୍ୟ ପୋଲିସରେ ୩ଟି ନୂଆ ବିଭାଗ—ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍‌ (ଏଟିଏସ୍‌), ଆଣ୍ଟି ନାରକୋଟିକ୍ସ ଟାସ୍କ ଫୋର୍ସ…

Puri development: ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି;ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ପୁରୀ: ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ…

ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ତୁରନ୍ତ ମିଳିବ ଚାକିରି: ନୂଆ ଥଇଥାନ ନିୟମକୁ ଅନୁମୋଦନ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଥଇଥାନ ସହାୟତା) ନିୟମ, ୨୦୨୬’ କୁ…

ୟୁନିଫର୍ମ ଯୋଗାଇବେ ସରକାର, କ୍ୟାବିନେଟରେ ୮୮୩ କୋଟି ଟଙ୍କାର ବ୍ୟୟବରାଦକୁ ମୋହର

ଭୁବନେଶ୍ୱର: ରାଜ୍ୟରେ ଶିଶୁମାନଙ୍କର ସାମଗ୍ରିକ ବିକାଶ, ପ୍ରାଥମିକ ଶିକ୍ଷା ଏବଂ କଲ୍ୟାଣକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଶିଶୁ କଲ୍ୟାଣ ଯୋଜନା ନିମନ୍ତେ ମୋଟ ୮୮୩…