Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସଚିବାଳୟ ହେବ ଆହୁରି ହାଇଟେକ୍, ଆସିବ ‘ଓସ୍ୱାସ ୨.୦’: କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ବିକାଶ ଓ ପ୍ରଶାସନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୬ଟି ବିଭାଗର ମୋଟ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

କୃଷି ଓ କୃଷକଙ୍କ ଉନ୍ନତି ଉପରେ ସରକାରଙ୍କ ଫୋକସ୍: ୧୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଜମିକୁ ମିଳିବ ପାଣି

ଭୁବନେଶ୍ୱର: ରାଜ୍ୟରେ କୃଷି ଓ କୃଷକମାନଙ୍କର ଉନ୍ନତି ତଥା ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଧବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

Odisha Cabinet: ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର

ଭୁବନେଶ୍ବର: ରାଜ୍ୟର ବିକାଶ ଓ ଜନକଲ୍ୟାଣକୁ ଆଖିଆଗରେ ରଖି ୬ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମୋଟ ୧୦ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ମାରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ କ୍ୟାବିନେଟ୍‌ ବୈଠକରେ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ…

ଦୁର୍ନୀତି ବିରୁଦ୍ଧରେ ଶୂନ୍ୟସହନଶୀଳତା: ଚାକିରିରୁ ବହିଷ୍କୃତ ହେଲେ ଗୁରୁଣ୍ଡିଆ ସି.ଏଚ୍.ସି’ର ପୂର୍ବତନ ମେଡିକାଲ ଅଫିସର

ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ସି.ଏଚ୍.ସି’ର ପୂର୍ବତନ ମେଡ଼ିକାଲ ଅଫିସର ଡାକ୍ତର ପତିତପାବନ ବାରିକଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ଡାକ୍ତର ବାରିକ ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡି…

ଓଡ଼ିଶାର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟ୍‌କୁ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାରେ ଡିପ୍ଲୋମା ଡିଏନବି ସିଟ୍‌କୁ ମିଳିଲା ଅନୁମୋଦନ। ରାଜ୍ୟର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ ପାଇଁ ମିଳିଛି ଅନୁମୋଦନ। ପ୍ରଥମ ଥର ପାଇଁ ଏହି ସିଟ୍ ଗୁଡିକରେ ଓଡ଼ିଶାରେ ହେବ କାଉନସିଲିଂ। ଏହି ଅନୁମୋଦନ ଦ୍ୱାରା ଡବଲ ଇଞ୍ଜିନ ସରକାରରେ ପିଏଚସି ସ୍ତରରେ ସେବା…

ୟୁକ୍ରେନ ବ୍ୟାଙ୍କ ସହ ଆଇନଗତ ଲଢ଼େଇ: ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲରେ ରୁଷିଆ ପକ୍ଷରୁ ମଧ୍ୟସ୍ଥି ସାଜିବେ ପୂର୍ବତନ…

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ଏକ ବଡ଼ ଅନ୍ତର୍ଜାତୀୟ ଦାୟିତ୍ୱ ମିଳିଛି। ୟୁକ୍ରେନର ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ଚାଲିଥିବା ଉଚ୍ଚସ୍ତରୀୟ ଆଇନଗତ ବିବାଦରେ ସେ ରୁଷିଆ ପକ୍ଷରୁ ମଧ୍ୟସ୍ଥି (ଆର୍ବିଟ୍ରେଟର) ଭାବେ ନିଯୁକ୍ତ…

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ସମ୍ମିଳନୀ: ‘ଆତ୍ମନିର୍ଭର ଭାରତ’ ଲକ୍ଷ୍ୟ ପୂରଣ ପାଇଁ କୋଇଲା ଗ୍ୟାସିଫିକେସନ୍…

ଭୁବନେଶ୍ୱର: ଭାରତକୁ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ ହୋଇଥିବା 'ଆତ୍ମନିର୍ଭର ଭାରତ' ଅଭିଯାନରେ ଏବେ ଓଡ଼ିଶା ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଯାଉଛି। ରାଜ୍ୟରେ ଉପଲବ୍ଧ ବିପୁଳ କୋଇଲା ଭଣ୍ଡାରର ସଠିକ୍ ଓ ପରିବେଶ ଅନୁକୂଳ ବିନିଯୋଗ ପାଇଁ ‘କୋଇଲା…

ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ ଫାଇନାନ୍ସ ଆର୍ଥିକ ସାକ୍ଷରତା ଅଭିଯାନ ‘ଅର୍ଥସୂତ୍ର ସମ୍ବାଦ’

ପୁରୀ: ଘରୋଇ କ୍ଷେତ୍ରରେ ଭାରତର ସର୍ବବୃହତ ଅଣ-ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ (NBFC) ଏବଂ ବଜାଜ ଫିନସର୍ଭର ଏକ ଅଂଶ ବଜାଜ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ଓଡ଼ିଶାର ପୁରୀସ୍ଥିତ ବାଲିପୁଟ ଗ୍ରାମ ପଞ୍ଚାୟତ ଏବଂ ସୁତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ 'ଅର୍ଥସୂତ୍ର ସମ୍ବାଦ' ଶୀର୍ଷକ…

Bhadrak Graveyard Mystery: ଗାଁ ମଶାଣିରୁ ପୁଣି ତିନି ଗୋଟି ଶବ ଚୋରି ଅଭିଯୋଗ;ଗୁଣିଗାରେଡ଼ି ପାଇଁ ଏମିତି…

ଭଣ୍ଡାରିପୋଖରୀ:ଷୋଳମପୁର ପଞ୍ଚାୟତ ମଣୀନାଥପୁର ଗାଁ ମଶାଣିରୁ ପୁଣି ତିନି ଗୋଟି ଶବ ଚୋରି ହୋଇଛି । ୨୦୧୬ ମସିହାରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମଣୀନାଥପୁର ଗାଁ ମଶାଣିରୁ ପ୍ରଥମେ ୫ ଗୋଟି ଶଵ ଚୋରି ହୋଇଥିଲା। ଏହାପରେ କ୍ରମଶଃ ଶବ ଚୋରି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ…

୮ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଭବାନୀପାଟଣା: ଗର୍ଭବତୀ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଏକ ଅତ୍ୟନ୍ତ ଜଘନ୍ୟ ଏବଂ ଗମ୍ଭୀର ଅପରାଧ। ଏହା ଜାଣିବା ସତ୍ତ୍ୱେ ଅପରାଧ କରିବାକୁ ପଛାଉନାହାଁନ୍ତି ଅପରାଧୀ। କଳାହାଣ୍ଡି ଜିଲ୍ଲା ସଦର ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ…