Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗୁରୁ ନାଁରେ କଳଙ୍କ! ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଅଟକ

ବାଲେଶ୍ବର: ପୁଣି ବାଲେଶ୍ବରରେ ଏଫଏମ୍ କଲେଜ ଘଟଣାର ପୁନରାବୃତ୍ତି ହୋଇଛି । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ବିଦ୍ୟାଳୟର ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା…

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲୀପ ରାୟ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ମାମଲାରେ କୋର୍ଟରେ ଶୁଣାଣି ହେବା ପୂର୍ବରୁ ସେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ, ସେ ସକାଳେ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ…

ରିଲ୍ ତିଆରି କରିବାକୁ ପସନ୍ଦ କରନ୍ତି କି? ସରକାରଙ୍କ ଏହି ଯୋଜନା ଆପଣଙ୍କୁ ରୋଜଗାର ଯୋଗାଇବ….

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ରିଲ୍ ତିଆରି ଏବଂ ଭ୍ଲଗିଂ କରିବାକୁ ପସନ୍ଦ କରନ୍ତି, ତେବେ ଆପଣଙ୍କ ପାଖରେ ଭଲ ଟଙ୍କା ରୋଜଗାର କରିବାର ସୁଯୋଗ ମଧ୍ୟ ଅଛି । ଡିଜିଟାଲ ଇଣ୍ଡିଆର ୧୦ ବର୍ଷ ପୂରଣ ହେବା ଅବସରରେ କେନ୍ଦ୍ର ସରକାର ଏକ ନୂତନ ପ୍ରତିଯୋଗିତା ଆରମ୍ଭ କରିଛନ୍ତି, ଯେଉଁଥିରେ କଣ୍ଟେଣ୍ଟ…

ଅଷ୍ଟମ ଶ୍ରେଣୀ ବହିରୁ ‘ପାଇକ ବିଦ୍ରୋହ’ ବିଷୟ ବାଦ୍‌: କ୍ଷୋଭ ପ୍ରକାଶ କଲେ ନବୀନ, ସ୍ପଷ୍ଟୀକରଣ ଦେଲା…

ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀ ବହିରୁ 'ପାଇକ ବିଦ୍ରୋହ' ବାଦ୍‌ ଦିଆଯିବା ପ୍ରସଙ୍ଗରେ ଏନସିଇଆରଟିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ନିନ୍ଦା। ବିଜେଡି ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଅଷ୍ଟମ ଶ୍ରେଣୀ ବହିରୁ ପାଇକ ବିଦ୍ରୋହକୁ ବାଦ ଦିଆଯିବା ପ୍ରସଙ୍ଗରେ ଏନସିଇଆରଟି ଉପରେ…

ନା ନିଜ ଦେଶ ଅଛି ନା ଅଛି ନାଗରିକତା

ନୂଆଦିଲ୍ଲୀ: ସେମାନଙ୍କର ନା ନିଜର କୌଣସି ଦେଶ ଅଛି ନା କୌଣସି ଦେଶର ନାଗରିକତା । ଏଭଳି ଲୋକଙ୍କୁ ଅଣନାଗରିକ ବା ରାଷ୍ଟ୍ରହୀନ କୁହାଯାଏ । ବିଶ୍ବରେ ଏଭଳି ଏକ କୋଟିରୁ ଅଧିକ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ କୌଣସି ଦେଶର ନାଗରିକତା ନାହିଁ । ସେମାନେ କୌଣସି ଦେଶର ନାଗରିକ ହୋଇନଥିବାରୁ…

କିଏ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି ?

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛି ଜଗଦୀପ ଧନଖଡ଼ । ସ୍ବାସ୍ଥ୍ୟଗତ ସମସ୍ୟାକୁ କାରଣ ଦର୍ଶାଇ ଧନଖଡ଼ ପଦ ଛାଡିଥିବା ବେଳେ ବିରୋଧୀ ଇସ୍ତଫା ପଛରେ କାରଣକୁ ନେଇ ଭିନ୍ନ ଚର୍ଚ୍ଚା କରୁଛନ୍ତି । ରାଜନୈତିକ ବିଶେଷଜ୍ଞ ମଧ୍ୟ ତମାମ ଆକଳନ କରୁଛନ୍ତି । ଅନେକ ଏହାକୁ ଆଗାମୀ ବିହାର…

ଚିନ୍ତାରେ ଶତୃ ଦେଶ; ଭାରତୀୟ ସେନାରେ ସାମିଲ ହେଲା ନୂଆ ଆପାଚେ ହେଲିକପ୍ଟର

ନୂଆଦିଲ୍ଲୀ: ଆହୁରି ବୃଦ୍ଧି ହେଲା ଭାରତୀୟ ସେନାର ଶକ୍ତି । ଭାରତୀୟ ସେନାରେ ସାମିଲ ହେଲା ନୂଆ ଆପାଚେ ହେଲିକପ୍ଟର । ଏହି ହେଲିକପ୍ଟରଗୁଡ଼ିକୁ ଆମେରିକାରୁ କିଣାଯାଇଛି ଏବଂ ବୋଇଂ କମ୍ପାନୀ ଦ୍ୱାରା ନିର୍ମିତ ହୋଇଛି । ଏଗୁଡ଼ିକର ଡେଲିଭରି ଆଜି ଯୋଧପୁରରେ ହେବାକୁ ଯାଉଛି । ଆପାଚେ AH-64E…

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍‌ ଡ୍ରାଇଭର ସମେତ ୪ ଗିରଫ, ସାଙ୍ଗର ଜନ୍ମଦିନକୁ ଯାଇ ନିଖୋଜ ଥିଲେ ପୀଡିତା

ମାଲକାନଗିରି: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍‌ ଡ୍ରାଇଭର ସମେତ ୪ ଅଭିଯୁକ୍ତ ଗିରଫ। ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହେଲେ ୪ ଅଭିଯୁକ୍ତ। ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଫେରିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା। ବିଜାଘାଟି ନିକଟରୁ…

ସବୁ ଗ୍ରାମ ପଞ୍ଚାୟତରେ ହେବ ଆୟୁଷମାନ ଆରୋଗ୍ୟ ମନ୍ଦିର…

ଭୁବନେଶ୍ବର: ତଳ ସ୍ତରରେ କିଭଳି ସ୍ବାସ୍ଥ୍ୟ ସେବା ପହଞ୍ଚିବ । ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କଟକ ଏସସିବି ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପପିଟାଲ ଭଳି ବଡ଼ ଡାକ୍ତରଖାନାଗୁଡ଼ିକରୁ ଚାପ କମାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ବଡ ପଦକ୍ଷେପ ନେଇଛି । ଏନେଇ ଆଗକୁ ସବୁ ଗ୍ରାମ…

ପାଣ୍ଡ୍ରାରେ ଅଢେଇ ଏକର ଜମି ଜବରଦଖଲ ଉଚ୍ଛେଦ ଆରମ୍ଭ; ଦିନକରେ ଖାଲି ହେଲା ୨୦୦ ଡିସିମିଲ ଜମି

ଭୁବନେଶ୍ୱର: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡ୍ରା ମୌଜାରେ ହୋଇଥିବା ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି ଦୀର୍ଘଦିନ ଧରି 2 ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ମାଡ଼ି ବସି ଘର, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଛିଡ଼ା କରିଥିଲେ ତେବେ ଆଜି (ସୋମବାର)…