Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Mokim Supporters Resign: କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ୪୧ଜଣ ମୋକିମଙ୍କ ସମର୍ଥକ

କଟକ: କଂଗ୍ରେସରୁ ଇସ୍ତଫା ଦେଲେ ମହମ୍ମଦ ମୋକିମଙ୍କ ସମର୍ଥକ । ମୋଟ ୪୧ ଜଣ କଂଗ୍ରେସ ନେତାଙ୍କ ସମୂହ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ ସଭାପତି । ଅନ୍ୟପକ୍ଷେ, କିଛି ଯୁବ ଓ ଛାତ୍ର କର୍ମକର୍ତ୍ତା…

ଗଣତନ୍ତ୍ର ଦିବସ ପୂର୍ବରୁ ପୋଲିସକୁ ବଡ଼ ସଫଳତା: ପଞ୍ଜାବରୁ ୪ ଆତଙ୍କବାଦୀ ଗିରଫ

ହୋସିଆରପୁର: ୭୭ତମ ଗଣତନ୍ତ୍ର ଦିବସ ପୂର୍ବରୁ ପଞ୍ଜାବର ହୋସିଆରପୁରରେ ପୋଲିସ ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି। ପାକିସ୍ତାନୀ ଆଇଏସ୍‌ଆଇ-ସମର୍ଥିତ ସଂଗଠନ ନିଷିଦ୍ଧ ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ସହ ଜଡିତ ଏକ ଆତଙ୍କବାଦୀ ମଡ୍ୟୁଲକୁ ପୋଲିସ ଧ୍ବଂସ କରିଦେଇଛି। ଏହି ଅପରେସନରେ ଚାରି…

‘ବନ୍ଦେ ମାତରମ୍’ ଏହି ସମ୍ମାନ ଦେବା ପାଇଁ ମୋଦି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: ମୋଦର ସରକାର ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’କୁ ଜାତୀୟ ସଙ୍ଗୀତ ସହିତ ସମାନ ସମ୍ମାନ ଦେବା ପାଇଁ ଏକ ପ୍ରୋଟୋକଲ୍ ବିକଶିତ କରିବାକୁ ଯୋଜନା କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏହି ମାସର ଆରମ୍ଭରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ…

ଗୋଟିଏ ଡିଲ୍, ୫ ଫାଇଦା: ଚୀନ୍ ଓ ଆମେରିକାକୁ ଲାଗିବ ଝଟକା

ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଯାଉଛି ଐତିହାସିକ ମୁକ୍ତ ବ୍ୟାପାର ଚୁକ୍ତି, FTA । ଯାହାକୁ 'ମଦର ଅଫ୍ ଅଲ୍ ଡିଲ୍ସ' ବୋଲି କହିଛନ୍ତି। ଏହି ଗୋଟିଏ ଡିଲ୍ ଚୀନ୍ ଏବଂ ଆମେରିକାକୁ ବଡ଼ ଝଟକା ଦେବ ? ଆଉ ଏହାଦ୍ୱାରା ଭାରତକୁ ମିଳିବ ୫ଟି ବଡ଼ ଫାଇଦା ।…

Bangladesh former PM Sheikh Hasina: “ଆତଙ୍କବାଦୀଙ୍କ ଗଡ଼ ପାଲଟିଛି ବାଂଲାଦେଶ”

ନୂଆଦିଲ୍ଲୀ: ବାଂଲାଦେଶ ରାଜନୀତିରେ ବଡ଼ ହଲ୍ ଚଲ୍। ନିର୍ବାଚନ ପୂର୍ବରୁ ହସିନାଙ୍କ ସାଂଘାତିକ ବୟାନ । ଦେଶ ଛାଡ଼ିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କ ଉପରେ ବର୍ଷିଛନ୍ତି ହସିନା। ବାଂଲାଦେଶ ଏବେ…

ଶ୍ରୀମନ୍ଦିର ବାହାର କାଠ ନିକଟରେ ପୋଲିସ ମାଡ଼ରେ ନାବାଳକ ଗୁରୁତର

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଜଣେ ନାବାଳକ ପୋଲିସ ମାଡ଼ରେ ଗୁରୁତର ହୋଇଛି । ତାଙ୍କୁ ମନ୍ଦିର ଆମ୍ବୁଲାନ୍ସ ଯୋଗେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ବ୍ରେନର ସିଟି ସ୍କାନ କରାଯିବା ପରେ ନାବାଳକଙ୍କ ଅବସ୍ଥା ଗୁରୁତର ହେବାରୁ ଇନଡୋରରେ…

Ama Bus Accident: ସ୍କୁଟିକୁ ଧକ୍କା ଦେଲା ଆମ ବସ୍‌, ଚାଳକ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇ ଚାଲିଛି ଆମ ବସ୍‌ । ଫଳରେ ଲୋକମାନେ ଏଥିରେ ଯାତ୍ରା କରିବାକୁ ଭୟ କରିଲେଣି । ଆଜି ପୁଣି ଏକ ସ୍କୁଟିକୁ ଧକ୍କା ଦେଇଛି ଆମ ବସ୍ । ଫଳରେ ସ୍କୁଟି ଚାଳକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । ସକାଳୁ ପାତ୍ରପଡ଼ା ଡିପୋରୁ…

Men’s Hero Hockey India League2026: ଫାଇନଲରେ ଘରୋଇ ଦଳ କଳିଙ୍ଗ ଲାନସର୍ସ; ଆସନ୍ତାକାଲି କ୍ବାଲିଫାୟର-୨ ଲଢେଇ

ଭୁବନେଶ୍ବର:ଶୁକ୍ରବାର କଳିଙ୍ଗ ହକି ଷ୍ଟାଡିୟମରେ ରାଞ୍ଚି ରୟାଲ୍ସ ବିପକ୍ଷରେ ୨-୧ ଗୋଲରେ ବିଜୟ ହାସଲ କରି ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନସର୍ସ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଆଲେକଜାଣ୍ଡାର ହେଣ୍ଡ୍ରିକ୍ସଙ୍କ ଦୁଇଟି ଗୋଲ ବଳରେ ଫାଇନାଲ ଟିକେଟ ହାସଲ କରିଛି କଳିଙ୍ଗ ଦଳ । …

Puri Murder: ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ, କାରଣ ଅସ୍ପଷ୍ଟ

ପୁରୀ: ପୁଣି ପୁରୀରେ ହତ୍ୟାକାଣ୍ଡ । ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ଜଣଙ୍କର ନାମ ଟୁକୁ ବୋଲି ଜଣାପଡିଛି । ସେ ଜଳେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୁରୀ ଏସପି ଓ ଟାଉନ ଥାନା ପୋଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ…

Sunita Williams: ବିଦାୟ ନେଲେ ମହାକାଶର ‘ରାଜକୁମାରୀ’

ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ ଜଗତରୁ ଆସିଛି ଏକ ବଡ଼ ଖବର। ଦୀର୍ଘ ୨୭ ବର୍ଷର ସେବା ପରେ ନାସାର ପ୍ରସିଦ୍ଧ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଅବସର ଗ୍ରହଣ କରିଛନ୍ତି। ମହାକାଶରେ ଅନେକ ଅସାଧାରଣ ରେକର୍ଡର ଅଧିକାରିଣୀ ସୁନୀତାଙ୍କ ଏହି ଯାତ୍ରା କେବଳ ନାସା ପାଇଁ ନୁହେଁ, ବରଂ…