Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Marijuana Seized: ଭୁବନେଶ୍ୱର ବିମାନବନ୍ଦରରୁ ୫ କୋଟି ଟଙ୍କାର ମାରିଜୁଆନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୁଣି ମାରିଜୁଆନା ଜବତ ହୋଇଛି । ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ବିପୁଳ ପରିମାଣର ମାରିଜୁଆନ ଜବତ କରିଛି ଡିଆରଆଇ ଓ କଷ୍ଟମ ବିଭାଗ । ବ୍ୟାଙ୍କକ୍‌ ରୁ ଆସୁଥିବା ଜଣେ ଯାତ୍ରୀଙ୍କ ଉପରେ ସନ୍ଦେହ ହେବାରୁ…

ସହରାଞ୍ଚଳରେ ଥିବା ବଡ଼ ଡ୍ରେନ୍‌ କଡ଼ରେ ହେବ ବ୍ୟାରିକେଡ୍: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଏବେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଏହି ସମୟରେ ସହରାଞ୍ଚଳରେ ଥିବା ବିଭିନ୍ନ ନାଳର ମରାମତି କାମ ସହ ପଙ୍କ ଉଦ୍ଧାର ଏବଂ ସଫେଇ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ ବଡ଼ ଡ୍ରେନ୍‌ କଡ଼ରେ ସୁରକ୍ଷା ବ୍ୟାରିକେଡ୍‌ ବ୍ୟବସ୍ଥା…

Soumya Murder Case: ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ ଜେଲରେ ଥିବା ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର: ବହୁଚର୍ଚ୍ଚିତ କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା । ଝାରପଡ଼ା ଜେଲରେ ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ଆଜି କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିବା ଜଣାପଡିଛି । କୋର୍ଟ ଅନୁମତି ଦେବା ପରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଝାରପଡ଼ା ସ୍ପେସିଆଲ୍‌ ଜେଲ୍‌ ରେ ପହଞ୍ଚି…

ଇ-୨୦ ପେଟ୍ରୋଲକୁ ନେଇ ଅନ୍ତର୍ଜାତୀୟ ଟଣାଓଟରା: ଭାରତର ଦାବିର ‘ପ୍ରମାଣ’ ଖୋଲିଲେ ଭୁଟାନର ସାମ୍ବାଦିକ,…

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ଇ-୨୦ (E20) ପେଟ୍ରୋଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ପରିବେଶ ସୁରକ୍ଷା ଓ ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମାଇବା ପାଇଁ ଭାରତ ସରକାର ଏହି ଇଥାନଲ ମିଶ୍ରିତ ଇନ୍ଧନକୁ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ଏବେ ଏହାକୁ ନେଇ ଏକ ଅନ୍ତର୍ଜାତୀୟ ଟଣାଓଟରା ଆରମ୍ଭ…

ଏଥର ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଡିଜିଟାଲ୍‌ ମୂଲ୍ୟାୟନ

କଟକ: ଏଣିକି ମାଟ୍ରିକ୍‌ ସପ୍ଲିମେଣ୍ଟାରୀର ମୂଲ୍ୟାୟନ ଡିଜିଟାଲ୍‌ ମୋଡ୍‌ରେ ହେବ। ଡିଜିଟାଲ୍ ମୂଲ୍ୟାୟନ (Digital Evaluation) ହେଉଛି ଉତ୍ତର ଖାତାଗୁଡ଼ିକୁ ଡିଜିଟାଲ୍ ରୂପେ (ସ୍କାନ୍ କରି) କମ୍ପ୍ୟୁଟର କିମ୍ବା ଟାବଲେଟ୍ ମାଧ୍ୟମରେ ଯାଞ୍ଚ କରିବା ପ୍ରକ୍ରିୟା। ଏହା ବୋର୍ଡ ପରୀକ୍ଷାରେ…

IIC Beauty Mohanty: ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ମାମଲା; ଶ୍ବାସରୁଦ୍ଧ ହୋଇ ଜୀବନ ଯାଇଥିବା ପୋଷ୍ଟମର୍ଟମ…

କଟକ: କଟକ ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (ଆଇଆଇସି) ବିୟୁଟି ମହାନ୍ତିଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ଆସିଛି । ଶ୍ବାସରୁଦ୍ଧ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଶରୀରରେ ଅନ୍ୟ କୌଣସି ବାହ୍ୟ ଆଘାତ ନାହିଁ । ଫାଉଲ ପ୍ଲେ ସମ୍ପର୍କରେ କୌଣସି ପ୍ରମାଣ ନାହିଁ ।…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ; ‘ବିତାଙ୍ଗ ଆଦିପୂର୍ଣ୍ଣ’ ମେଡାଲରେ ସମ୍ମାନିତ…

ଜାକର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଇଣ୍ଡୋନେସିଆ ଗସ୍ତ ପାଇଁ ଜାକର୍ତ୍ତାରେ ପହଞ୍ଚିଥିଲେ। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଣ୍ଡୋନେସିଆ…

ବୈତରଣୀରେ ଜଳସ୍ତର; ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ, ୨୪ ଘଣ୍ଟାରେ କ୍ଷତିପୂରଣ…

ଭୁବନେଶ୍ୱର: ବୈତରଣୀ ନଦୀ ଅବବାହିକାରେ ଲଗାଣ ବର୍ଷାଜନିତ ଉଚ୍ଚ ଜଳସ୍ତର ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ରାଜୀବ ଭବନଠାରେ ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ…

ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର ପୋର୍ଟାଲ୍‌, ସିଧାସଳଖ ସମସ୍ୟା ଶୁଣିବ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ଓଡ଼ିଶା ସରକାର ଅନେକ ସେବା, ଯୋଜନା ଏବଂ ସରକାରୀ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପୋର୍ଟାଲ୍‌ (Special Portals) ପ୍ରସ୍ତୁତ କରିଛନ୍ତି। ଏବେ ଫୋକସରେ ସ୍କୁଲ ଛାତ୍ରଛାତ୍ରୀ। ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ…

ଭୁବନେଶ୍ବରରେ ବୁଲିଲା ଖଣ୍ଡା, ୨ ଆହତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ହଣାକଟା। ବିଳମ୍ୱିତ ରାତିରେ ବୁଲିଲା ତେଲେଙ୍ଗା କଟୁରୀ। ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତା ରାତିରେ ଆକ୍ରମଣ କରିଛି କିଛି ଦୃର୍ବୁତ୍ତ।ଲକ୍ଷ୍ମୀସାଗର ଅଞ୍ଚଳରେ…