Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ; ପାସ୍ ହାର ୬୩.୬୪%

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ (ଦ୍ୱିତୀୟ)ର ଫଳାଫଳ ଆଜି ପ୍ରକାଶ ପାଇଛି। ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ମୋଟ ୫,୭୬୦ ଜଣ…

କ୍ୟାବିନେଟରେ ହେବ ବନ୍ୟା କ୍ଷୟକ୍ଷତି ଆଲୋଚନା, ପ୍ରଭାବିତଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ୍

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶଆ ଗୋଟିଏ ପରେ ଗୋଟିଏ ବନ୍ୟା ସାମ୍ନା କରିଛି। ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଗକୁ ପୁଣି ବର୍ଷା ଓ ଲଘୁଚାପର ସମ୍ଭାବନା ଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ଗତ ୧୫ ଦିନ ମଧ୍ୟରେ ରାଜ୍ୟର ୨୪ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି।…

ଅବପାତର ରୂପ ନେବ ଲଘୁଚାପ, ଓଡ଼ିଶାରେ ପୁଣି ବଡ଼ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୁଣି ଥରେ ଓଡ଼ିଶା ଉପରେ ପ୍ରକୃତିର ଭ୍ରୂକୁଟି। ଆକାଶରେ ଘୋଟି ରହିଛି କଳାହାଣ୍ଡିଆ ମେଘ। ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଆଉ ଏହା ସିଧାସଳଖ ଓଡ଼ିଶା ମୁହାଁ ହୋଇ ମାଡ଼ି ଆସୁଛି।…

Family dispute:କାଠଫାଳିଆରେ ସ୍ୱାମୀକୁ ପିଟିପିଟି ହତ୍ୟା କଲା ସ୍ତ୍ରୀ !

ଘଟଗାଁ: କାଠଫାଳିଆରେ ପିଟି ପିଟି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଙ୍କପାଟୁଳି ଗାଁରୁ ଆସିଛ ଏମିତି ଅଭାବନୀୟ ଘଟଣା । ଅଭିଯୁକ୍ତ ସ୍ତ୍ରୀ ଯାତ୍ରୀ ମୁଣ୍ଡାଙ୍କୁ ଗିରଫ କରିଛି ପୋଲିସ । ଖବରମୁତାବକ, ଗତ ୧୦ ତାରିଖରେ ମୃତକ ଆନନ୍ଦ ମୁଣ୍ଡା ଏବଂ ତାଙ୍କ…

ସମୁଦ୍ରରେ ଭାରତର ନୂଆ ଶକ୍ତି: ନୌସେନା କିଣିବ ଘାତକ ଅସ୍ତ୍ର କାମିକାଜେ ଡ୍ରୋନ୍

ନୂଆଦିଲ୍ଲୀ: ଭାରତୀୟ ନୌସେନା ସ୍ୱଦେଶୀ ଯୁଦ୍ଧପୋତ, ଷ୍ଟେଲଥ୍ ଫ୍ରିଗେଟ୍ ଏବଂ ଅତ୍ୟାଧୁନିକ ବୁଡ଼ାଜାହାଜ (ସବମରିନ୍) ସାମିଲ ହେବା ଦ୍ୱାରା ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଦେଶରେ ନିର୍ମିତ ବିଭିନ୍ନ ଯୁଦ୍ଧପୋତ ଏବଂ ପ୍ରତିରକ୍ଷା ଉପକରଣ ନୌବାହିନୀର କ୍ଷମତାକୁ ବହୁଗୁଣିତ କରୁଛି।…

Imran Khan: କ’ଣ ଆଉ ସତରେ ନାହାନ୍ତି ଇମ୍ରାନ ଖାନ? ମୃତ୍ୟୁ ନେଇ ପାକିସ୍ତାନୀ ସାମ୍ବାଦିକଙ୍କ ଖୁଲାସା ପରେ PTIର ବଡ଼…

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଇ-ଇନସାଫ୍‌ (PTI) ପ୍ରତିଷ୍ଠାତା ଇମ୍ରାନ ଖାନଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନର ବରିଷ୍ଠ ସାମ୍ବାଦିକ ୱଜାହତ୍ ଏସ୍. ଖାନ, ଜେଲରେ ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଥିବା ଦାବି କରିବା ପରେ…

Shah-Rahul Face-Off: ‘ଚର୍ଚ୍ଚା ଚାହୁଁଛ କି ହଙ୍ଗାମା?’, କହିବାକୁ ପ୍ରସ୍ତୁତ ଅଛନ୍ତି ଅମିତ୍ ଶାହ, ହେଲେ ଶୁଣିବାକୁ…

ନୂଆଦିଲ୍ଲୀ: ସଂସଦରେ ଜାରି ରହିଥିବା ଅଚଳାବସ୍ଥା ମଧ୍ୟରେ ଆଜି ସରକାର ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ ଚର୍ଚ୍ଚା ପାଇଁ ଖୋଲା ପ୍ରସ୍ତାବ ଦେଇଥିବା ବେଳେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ତୀବ୍ର…

Violence in Manipur: ପୁଣି ମଣିପୁରରେ ତେଜିଲା ହିଂସା; ନାଗା ଗାଁରେ ୯ ଘରେ ଲଗାଇଲେ ନିଆଁ ସଶସ୍ତ୍ର ଦୁର୍ବୃତ୍ତ

ନୂଆଦିଲ୍ଲୀ:ମଣିପୁରରେ ପୁଣିଥରେ ହିଂସା। କାଙ୍ଗପୋକପି ଜିଲ୍ଲାର ଏକ ନାଗା ଗ୍ରାମ ଉପରେ ସଶସ୍ତ୍ର ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ; ଆକ୍ରମଣ ସମୟରେ ସେମାନେ ବହୁ ରାଉଣ୍ଡ ଗୁଳିଚାଳନା କରିବା ସହ ଅତିକମରେ ଆଠରୁ ନଅଟି ଘରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ଯୋଗୁଁ ବ୍ୟାପକ ଆତଙ୍କ ଓ ଉତ୍ତେଜନା…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା…

ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ବୁଧବାର ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଯାହା ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ବୃଦ୍ଧି ପାଇଛି। ଏକ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ମି. ସମୟରେ ଉତ୍ତର ବଙ୍ଗୋପସାଗରରେ…

ଜିମ୍ବାୱେରେ ବୁଡିଲା ଡଙ୍ଗା; ୧୫ ମୃତ, ୨୭ ନିଖୋଜ

ହରାରେ: ଜିମ୍ବାୱେର କରିବା ହ୍ରଦରେ ୯୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଫେରି ବୁଡ଼ିଯାଇଛି। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ରୁ ଅଧିକ ନିଖୋଜ ଥିବା ଆଶଙ୍କା କରାଯାଉଛି। ପୋଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମଙ୍ଗଳବାର ଦିନ ଜିମ୍ବାୱେର କରିବା ହ୍ରଦରେ ଏହି ବଡ଼…