Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମା’ ବାଘୁଣୀ ସହ ୪ ଶାବକଙ୍କ ମୃତ୍ୟୁ, ବିଷ ଦେଇ ମାରିଥିବା ସନ୍ଦେହ

ବେଙ୍ଗାଲୁରୁ; କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ମାଲେ ମହାଦେଶ୍ୱର ହିଲ୍ସ ବନ୍ୟପ୍ରାଣୀ ଅଭୟାରଣ୍ୟରେ ପାଞ୍ଚଟି ବାଘ ମୃତ ଅବସ୍ଥାରେ ମିଳିଛନ୍ତି । ଏମାନଙ୍କ ମଧ୍ୟରେ ଗୋଟିଏ ମାଆ ବାଘୁଣୀ ରହିଥିବାବେଳେ ଅନ୍ୟ ଚାରୋଟି ଛୁଆ ବାଘ ରହିଛନ୍ତି । ତେବେ କିପରି ଏତେ ବାଘଙ୍କର ଏକା ସାଙ୍ଗରେ ମୃତ୍ୟୁ…

ଆଆଇଟି ଦିଲ୍ଲୀର ନୂଆ ଆବିଷ୍କାର: ଏଣିକି ୧୮ ଦିନ ପୂର୍ବରୁ ମୌସୁମୀର ପୂର୍ବାନୁମାନ କରିବ ଏଆଇ

ନୂଆଦିଲ୍ଲୀ: ଚଳିତ ବର୍ଷ ମୌସୁମୀ ପୂର୍ବାନୁମାନର ୮ ଦିନ ପୂର୍ବରୁ କେରଳରେ ପହଞ୍ଚିଛି। ଯେତେବେଳେକି ଦିଲ୍ଲୀରେ ବର୍ଷା ନେଇ ୟୋଲୋ ଆଲର୍ଟ ଜାରି ହୋଇଥିଲେ ମଧ୍ୟ, ବର୍ଷା ହୋଇନଥିଲା। ସେହି ସମୟରେ, ହିମାଚଳ ପ୍ରଦେଶର କୁଲୁ ଏବଂ ଧର୍ମଶାଳାରେ ବାଦଲ ଫଟା ବର୍ଷା ଯୋଗୁଁ ତାଣ୍ଡବ ରଚିଥିଲା। ଏହି…

ରଥ ଉପରେ ଛେରାପହଁରା କଲେ ଗଜପତି ମହାରାଜ

ପୁରୀ: ପବିତ୍ର ରଥଯାତ୍ରାରେ ଶୁକ୍ରବାର ଦିନ ରଥ ଟଣା ଆରମ୍ଭ ହେବା ପୂର୍ବରୁ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ଠାକୁରଙ୍କ ଛେରା ପହଁରା ନୀତି କରିଛନ୍ତି। ରାଜା ଧଳା ପୋଷାକ ପିନ୍ଧି ରୂପା ପାଲିଙ୍କିରେ ବସି ରଥ ନିକଟରେ ପହଞ୍ଚିଥିଲେ। ତା'ପରେ ସେଠାରେ ସେ ସୁନା ଝାଡୁ ରେ ତିନି…

ଯେଉଁ ବିମାନରେ ଯାତ୍ରା କରିବେ ତାହା କେତେ ପୁରୁଣା? କିପରି କରିବେ ଯାଞ୍ଚ..

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ଲୋକେ ଏବେ ବିମାନରେ ଚଢ଼ିବାକୁ ଅନିଚ୍ଛୁକ। ଏହି ଦୁର୍ଘଟଣା ପରେ ଲୋକମାନେ ବହୁତ ଭୟଭୀତ ହୋଇଯାଇଛନ୍ତି। ଦୁର୍ଘଟଣା ପରେ ଲଗାତାର ଜରୁରୀକାଳୀନ ଅବତରଣ ଏବଂ ଅନେକ ଘଟଣା ଲୋକଙ୍କୁ ଭୟଭୀତ କରିଛି। ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ…

ବିଏଡ୍‍, ବିଏଚଏଡ୍‍ ଓ ଏମ.ଏଡ୍‍ ପ୍ରବେଶିକା ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: ୨୦୨୫-୨୬ ଶିଷା ବର୍ଷରେ ବିଏଡ୍‍, ବିଏଚଏଡ୍‍ ଓ ଏମ.ଏଡ୍‍ ବିଷୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି । ଖୁବଶୀଘ୍ର ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ନୂଆ ତାରିଖ ଘୋଷଣା ହେବ । ପ୍ରବେଶିକା ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ…

୪ଶହ କିଲୋ ୟୁରାନିୟମ କେଉଁଠି ?

ନୂଆଦିଲ୍ଲୀ: ଇରାନ୍ ଓ ଇସ୍ରାଏଲ୍ ଯୁଦ୍ଧ ବିରତି ମଧ୍ୟରେ ଉତ୍ତର କୋରିଆକୁ ନେଇ ଡରାଇବା ଭଳି ଖବର ସାମନାକୁ ଆସିଛି । ଇରାନ ଓ ଉତ୍ତର କୋରିଆର ବିପଜ୍ଜନକ ମେଣ୍ଟକୁ ନେଇ ସତର୍କ କରାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲଟନ । ଇରାନର ସୁପ୍ରିମ ଲିଡର ଯେକୌଣସି…

ଭାଷା ବିବାଦ…ଠାକରେ ଭାଇ ଏକାଠି

ନୂଆଦିଲ୍ଲୀ: ଭାଷାକୁ ନେଇ ସରଗରମ ମହାରାଷ୍ଟ୍ର ରାଜନୀତି । ନିକଟରେ ମହାରାଷ୍ଟ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ସେଥିରେ ମରାଠୀ ଓ ଇଂରାଜୀ ମିଡିୟମ ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ତୃତୀୟ ଭାଷା ଭାବେ ହିନ୍ଦୀ ପଢାଇବା ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ତ୍ରିଭାଷୀ…

ଭୁବନେଶ୍ୱର ଦୂରନ୍ତ ଏକ୍ସପ୍ରେସରେ ଲୁଟ୍, ନେଇଗଲେ ମୂଲ୍ୟବାନ ସମ୍ପତ୍ତି

ପାଟନା: ନୂଆଦିଲ୍ଲୀ-ଭୁବନେଶ୍ୱର ଦୂରନ୍ତ ଏକ୍ସପ୍ରେସରେ    ଯାତ୍ରୀମାନଙ୍କ ମୂଲ୍ୟବାନ ଜିନିଷପତ୍ର ଲୁଟ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଶୁକ୍ରବାର ଭୋର୍ ସମୟରେ ବିହାରର ଗୟା ନିକଟରେ ଘଟିଥିବା ଜଣାପଡିଛି। ଟ୍ରେନ୍‌ର ପାଞ୍ଚଟି କୋଚରେ ଯାତ୍ରା କରୁଥିବା ୧୨ ଜଣଙ୍କଠାରୁ ଡକାୟତଙ୍କ ଏକ ଦଳ…

ଆଗକୁ ବଡ ବର୍ଷା! ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୧୨ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା…

ଜୁନ୍‌ ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଜୁନ୍‌ ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବ। ମୁଖ୍ୟମନ୍ତ୍ରୀ ଆସନ୍ତା ସୋମବାର ଦିନ ସକାଳ ୧୦.୩୦ ଘଟିକାରୁ ୟୁନିଟ-୨ ଅଶୋକ ନଗର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣୀ କରିବେ।…