Latest Odisha News
Browsing Category

ମୁଖ୍ୟ ଖବର

ଆମେ ଭେନେଜୁଏଲାର ବିକାଶ ଉପରେ ଚିନ୍ତିତ: ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ୍‌ ଜୟଶଙ୍କର ମଙ୍ଗଳବାର ଦିନ ଭେନେଜୁଏଲାର ସାମ୍ପ୍ରତିକ ଘଟଣାବଳୀକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଦକ୍ଷିଣ ଆମେରିକୀୟ ଦେଶରେ ଆମେରିକାର ସଦ୍ୟତମ କାର୍ଯ୍ୟାନୁଷ୍ଠାନ ପରେ ପ୍ରଥମ ଦୃଢ଼ ସାର୍ବଜନୀନ ବିବୃତ୍ତି ଜାରି କରିଛନ୍ତି। ସେ…

Census 2026: ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାରେ ଏପ୍ରିଲରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ଓଡ଼ିଶାର ଜନଗଣନା କାର୍ଯ୍ୟ ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କ ଅନୁଯାୟୀ, ଜନଗଣନା କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲରୁ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ…

Donald Trump Fears Impeachment: ଟ୍ରମ୍ପଙ୍କୁ ଘାରିଛି ପଦବୀ ଯିବା ଭୟ…ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ…

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ମନମୁଖୀ କାର୍ଯ୍ୟ କରୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ଅନୁଭବ କରୁଛନ୍ତି ଯେ ତାଙ୍କ ପଦବୀ ବିପଦରେ ଅଛି। ସେ ତାଙ୍କ ସମର୍ଥକମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କ ରିପବ୍ଲିକାନ୍ ପାର୍ଟି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଜିତିବାରେ ବିଫଳ…

5th-Gen fighter Jet: ଭାରତର ନୂଆ ଫାଇଟର ଜେଟ…ଭୟ କଲାଣି ଆମେରିକା, ଚୀନ

 ନୂଆଦିଲ୍ଲୀ:  ଭାରତ ତିଆରି କରୁଛି ୫ମ ପିଢିର ଫାଇଟର ଜେଟ୍ ।  ଏବେ ଆଉ କାହାକୁ ଭୟ କରିବାର ନାହିଁ । ଆମେରିକା, ଋଷକୁ ଦେବ ଟକ୍କର । ଗୋଟିଏ ଥରରେ ସବୁ ସଫା କରିଦେବ ।  ଆମେରିକା ନିକଟରେ ଏକ ସାମରିକ ଅଭିଯାନ ଚଳାଇ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ବନ୍ଦୀ କରିରଖିଛି।  ଯେଉଁ…

BJP-Congress Alliance: ବିଜେପି-କଂଗ୍ରେସ ମିଳାଇଲେ ହାତ!

ମୁମ୍ବାଇ: ଏକାଠି ହେଲେ ବିଜେପି- କଂଗ୍ରେସ! ଯେଉଁଠି ଦିନେ ମୁହାଁମୁହିଁ ହେଉଥିଲେ, ଏବେ ସେଠି ଦେଖିବାକୁ ମିଳୁଛି ବନ୍ଧୁତ୍ୱର ଝଲକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ବିଜେପି-କଂଗ୍ରେସ ମେଣ୍ଟ ଆମେ କହୁଛୁ ମହାରାଷ୍ଟ୍ର BMC ନିର୍ବାଚନ କଥା। ମହାରାଷ୍ଟ୍ର ରାଜନୀତିରେ ଏକ ଅକଳ୍ପନୀୟ…

Bhitarkanika Closed: ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା

ପଟ୍ଟାମୁଣ୍ଡାଇ: ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା। କୁମ୍ଭୀର ଗଣନା ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଭିତରକନିକା ବନ୍ଦ ରହିବ। ଭିତରକନିକା ସଂଲଗ୍ନ ନଦୀ ନାଳରେ ହେବ ଗଣନା। ଏନେଇ ସୂଚନା ଦେଇଛନ୍ତି ରାଜନଗର DFO। କୁମ୍ଭୀର ଗଣନା ସମୟରେ ନଦୀରେ ବୋଟ ଚଳାଚଳ କଲେ…

ICC World Cup T20 ପୂର୍ବରୁ ବାଂଲାଦେଶକୁ ଝଟକା: ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆଇସିସି

ନୂଆଦିଲ୍ଲୀ: ICC World Cup T20 ପୂର୍ବରୁ ବାଂଲାଦେଶକୁ ଝଟକା। ଭାରତରୁ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବାକୁ ବାଂଲାଦେଶ କ୍ରିକେଟ୍ ବୋର୍ଡର ଅନୁରୋଧକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ପ୍ରତ୍ୟାଖ୍ୟାନ କରିଛି। ଜାତୀୟ ଗଣମାଧ୍ୟମ ଏନେଇ ରିପୋର୍ଟ କରିଛି। ଦୁଇ ସଂସ୍ଥା ମଧ୍ୟରେ ଏକ…

Trump “Absolutely” Wants Greenland: ଭେନେଜୁଏଲା ପରେ, ଏହି ଦେଶ ଉପରେ ଟ୍ରମ୍ପଙ୍କ ଆଖି…

ନୂଆଦିଲ୍ଲୀ: ଭେନେଜୁଏଲାକୁ ନିଜ ଅକ୍ତିଆରକୁ ନେଇଛନ୍ତି ଟ୍ରମ୍ପ! ମାଦୁରୋଙ୍କୁ ଗିରଫ ପରେ ନିଜ ଇସାରରେ ଚଳାଉଛନ୍ତି ଦେଶ ପୁଣି ଆଉ ଏକ ଦେଶ ଉପରେ ପକେଇଲେଣି ଲୋଲୁପଦୃଷ୍ଟି ରୁଷ, ଚୀନ୍ କୁ ମାତ୍ ଦେବାକୁ ଯୋଜନା ଭେନେଜୁଏଲା ଉପରେ ଆକ୍ରମଣ ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ…

Fastag activated: ଘରୁ ଗାଡ଼ି ବାହାର କରିବା ଆଗରୁ ଏସବୁ ନିୟମ ଜାଣିରଖନ୍ତୁ, ନଚେତ୍ ଖାଲି ହୋଇପାରେ ଆପଣଙ୍କ ପକେଟ୍

ନୂଆଦିଲ୍ଲୀ: ଲାଗୁ ହେବ କଡ଼ା ନିୟମ! କାଗଜପତ୍ର ଠିକ୍ ନଥିଲେ ଟୋଲଗେଟରେ ଦେବାକୁ ପଡ଼ିବ ଦୁଇଗୁଣା ଜୋରିମନା । ଚାଲାଣ, ଇନସ୍ୟୁରାନ୍ସ ଓ PUCC ବାଧ୍ୟତାମୂଳକ।  ଯଦି ଆପଣଙ୍କ ପାଖରେ ଚାରିଚକିଆ ଗାଡ଼ି ଅଛି ଏବଂ ଆପଣ ଫେବ୍ରୁଆରି ୧ ତାରିଖ ପରେ ରାଜପଥରେ ବାହାରିବାକୁ ଯୋଜନା କରୁଛନ୍ତି, ତେବେ ଏହି…

Kavitha Resignation: ବିଧାନ ପରିଷଦରୁ କେ କବିତାଙ୍କ ଇସ୍ତଫା ଗ୍ରହଣ, ବିଦାୟ ବେଳେ ହେଲେ ଭାବୁକ

ହାଇଦ୍ରାବାଦ: ତେଲେଙ୍ଗାନା ରାଜନୀତିର ଏକ ପ୍ରମୁଖ ଅଧ୍ୟାୟ ଆନୁଷ୍ଠାନିକ ଭାବରେ ଶେଷ ହୋଇଛି। ଭାରତ ରାଷ୍ଟ୍ର ସମିତି (ବିଆରଏସ) ସଦସ୍ୟ କାଲଭାକୁନ୍ତଳା କବିତାଙ୍କ ବିଧାନ ପରିଷଦ (ଏମଏଲ୍‌ସି)ରୁ ଇସ୍ତଫା ଶେଷରେ ଗ୍ରହଣ କରାଯାଇଛି। ବିଧାନସଭା ପରିଷଦ ଅଧ୍ୟକ୍ଷ ଗୁଟ୍ଟା ସୁଖେନ୍ଦର ରେଡ୍ଡି ଗୃହରେ…