Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାର୍ବଣ ପୂର୍ବରୁ ପୋଲିସକୁ ବଡ ସଫଳତା;ଚେକିଂ ବେଳେ ଦେଶୀ ବନ୍ଧୁକ ଓ ଗୁଳି ଜବତ

ଆନନ୍ଦପୁର:କେନ୍ଦୁଝର ପୋଲିସର କଡ଼ା ପଦକ୍ଷେପ । ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ରବିବାର ସକାଳୁ ଚାଲିଥିବା ଚେକିଂ । ଏହି ସମୟରେ ବାପ-ପୁଅଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକଏବଂ ବିପୁଳ ପରିମାଣର ଗୁଳି ଜବତ କରାଯାଇଛି। କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ…

ଛାତ୍ର ସଂସଦ ନିର୍ବାଚନ; ମଇଦାନରେ ୩୪୭ କଲେଜ ଓ ୧୩ ବିଶ୍ୱବିଦ୍ୟାଳୟରେ ୬୭୦୮ ପ୍ରାର୍ଥୀ…

ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଉତ୍ସାହର ମାହୋଲ ରହିଛି। ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ହେବାକୁ ଥିବା ଏହି କ୍ୟାମ୍ପସ୍ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଅକ୍ଟୋବର ୧୫…

Flash Flood in Nepal:ନେପାଳରେ ପୁଣି ବନ୍ୟାର ତାଣ୍ଡବ;ଭାସିଗଲା ୩ ପୋଲ ଓ ରାସ୍ତାଘାଟ କ୍ଷତିଗ୍ରସ୍ତ; ଉଦ୍ଧାର…

ନୂଆଦିଲ୍ଲୀ: ନେପାଳର ବୁଢ଼ୀ ଗଣ୍ଡକୀ ନଦୀରେ (Budhi Gandaki River)ହଠାତ୍ ପ୍ରବଳ ବନ୍ୟା ଦେଖାଦେଇଛି। ଗୋରଖା ଜିଲ୍ଲାର ତିନୋଟି ପୋଲ ଭାସିଯାଇଥିବା ବେଳେ ବନ୍ୟାଜଳ ଅନେକ ଘର ଭିତରକୁ ପଶିଯାଇଛି। ନେପାଳର ବିପର୍ଯ୍ୟୟ ପରିଚାଳନା ବିଭାଗ ନଦୀ କୂଳରେ ବାସ କରୁଥିବା ଲୋକଙ୍କ ପାଇଁ ସତର୍କତା ଜାରି…

ଆଜିଠୁ ନବରାତ୍ରୀ; ଶକ୍ତି ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ଭୁବନେଶ୍ୱର: ଦେଶରେ ବିଭିନ୍ନ ଅଞ୍ଚଳରେ ଆଜି ଠାରୁ ଆରମ୍ଭ ହୋଇଛି ନବରାତ୍ରୀ ପୂଜା। ଆଶ୍ୱିନ ଶକ୍ଲ ପକ୍ଷ ପ୍ରତିପଦା ତିଥିରେ ଶାରଦୀୟ ନବରାତ୍ରୀ ଆରମ୍ଭ ହେଉଛି । ଆଜି କଳସ ସ୍ଥାପନ କରାଯାଇ ମା’ ଦୁର୍ଗାଙ୍କ ପ୍ରଥମ ସ୍ଵରୂପ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ଦେବୀ ଶୈଳପୁତ୍ରୀ ଜ୍ଞାନ ଏବଂ…

ଟ୍ରକକୁ ପଛରୁ ଧକ୍କା ଦେଲା ବସ୍; ୩୩ ଆହତ, ୧୦ ଗୁରୁତର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ନିକଟରେ ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏକ କଣ୍ଟେନର ଟ୍ରକ୍‌ ପଛପଟେ ଧକ୍କା ହେବା ଫଳରେ ଅତିକମରେ ୩୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…

ପାର୍ବଣରେ ଭିଜିବ ଓଡ଼ିଶା! ଏସବୁ ଜିଲ୍ଲାକୁ ଆଲର୍ଟ…

ଭୁବନେଶ୍ୱର: ଅକ୍ଟୋବର ମାସରେ ଏକ ନୂତନ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏକ ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ଆଡ଼କୁ ଅଗ୍ରସର ହେଉଥିବା ବେଳେ ୧୩ ଅକ୍ଟୋବର ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ,…

ରିୟାଦରେ ଭୟଙ୍କର ଆକ୍ରମଣ:ସାଉଦି ଆରବ ବିମାନବନ୍ଦରରେ ହୁତି ବିଦ୍ରୋହୀଙ୍କ ମିସାଇଲ୍ ମାଡ଼ରେ ୧୨ ମୃତ, ୩୦୦ରୁ ଅଧିକ ଆହତ

ରିୟାଦ: ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ କିଙ୍ଗ ଖାଲିଦ୍ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ଧରଣର ଆକ୍ରମଣ ଘଟିଯାଇଛି। ୟେମନର ଇରାନ-ସମର୍ଥିତ ହୁତି ବିଦ୍ରୋହୀଙ୍କ ଦ୍ୱାରା କରାଯାଇଥିବା ଏହି ଭୟାନକ ମିସାଇଲ୍ କିମ୍ବା ଡ୍ରୋନ୍ ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦୦ରୁ ଅଧିକ…

ଜେଲେନସ୍କିଙ୍କୁ ସମାଲୋଚନା କଲେ ଟ୍ରମ୍ପ: ନୂତନ ରାଷ୍ଟ୍ରପତି ଆସିବାର ସମୟ ଆସିଯାଇଛି

ଆମେରିକା: ଆମରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରୁଷର ତୈଳ ବିସୋଧନାଗାରରେ କ୍ରମାଗତ ଭାବେ ଆକ୍ରମଣ ଜାରି ରଖିଥିବାରୁ ଟ୍ରମ୍ପ ଏହାକୁ ବିରୋଧ କରିଛନ୍ତି ଏବଂ ୟୁକ୍ରେନରେ ଜଣେ 'ନୂତନ ରାଷ୍ଟ୍ରପତି' ଆସିବାର…

୪ବର୍ଷରେ ପାଣିରେ ବୁଡି ଗଲାଣି ୩୬୮୪ ଜୀବନ;୨୭୨୯ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର…

ଭୁବନେଶ୍ବର: ଦିନକୁଦିନ ଜଳାଶୟରେ ବୁଡ଼ି ଦୁର୍ଘଟଣା ସଂଖ୍ୟା ବଢିବାରେ ଲାଗିଛି । ଗତ ୪ବର୍ଷରେ ଜଳାଶୟରେ ୬୪୭୮ଟି ବୁଡ଼ି ଦୁର୍ଘଟଣା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗରେ ଦ୍ବାରା ପଞ୍ଜୀକରଣ ହୋଇଛି। ଏହି ପଞ୍ଜୀକରଣ ହୋଇଥିବା ଜଳରେ ବୁଡ଼ି ଦୁର୍ଘଟଣାରେ ୩୬୮୪ଜଣଙ୍କର ଶୋଚନୀୟ ମୃତ୍ୟୁ…

ମହାବିଦ୍ୟାଳୟ ପରିସରରେ ଵୋମା ମାଡ;କଲେଜ ପରିସରରେ ଭୟର ବାତାବରଣ

ବାଙ୍କୀ: ବାଙ୍କୀ ସ୍ଵଂୟ ଶାସିତ ମହାବିଦ୍ୟାଳୟରେ ପରିସରରେ ଵୋମା ମାଡ ହୋଇଛି । ଦୁର୍ବୃତ୍ତ ଵୋମା ମାଡ କରି ଫେରାର ହୋଇ ଯାଇଛନ୍ତି । ବାଙ୍କୀ କଲେଜ ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ତା ଏହି ସୂଚନା ଦେଇଛନ୍ତି । ତେବେ ଵୋମା ମାଡ ପରେ କଲେଜ ଅଧ୍ୟକ୍ଷ କଣ ପଦକ୍ଷେପ ନେବେ ତାହା ଆସନ୍ତାକାଲି ଜଣାପଡିବ…