Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ ୪୫ ଛୁଇଁଲା କରୋନା ଆକ୍ରାନ୍ତ, ଦେଶରେ ବି ୬ ହଜାର ମୁହାଁ….

ଭୁବନେଶ୍ବର: ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ୪୫ ଛୁଇଁଲା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ ୩୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫କୁ ବୃଦ୍ଧି…

ନନ୍ଦନକାନନରେ ବଢିଲା ଧଳା ବାଘଙ୍କ ସଂଖ୍ୟା, ଦୁଇ ଛୁଆକୁ ଜନ୍ମ ଦେଲା ମୌସୁମୀ

ଭୁବନେଶ୍ବର: ନନ୍ଦନକାନନରେ ପୁଣି ବୃଦ୍ଧି ପାଇଲା ଧଳା ବାଘଙ୍କ ସଂଖ୍ୟା । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ରାତିରେ ୨ଟି ଛୁଆକୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ । ଏନ୍‌କ୍ଲୋଜର ୨୮-ବି’ରେ ଏହି ଦୁଇଟି ଯାକ ଛୁଆ ଜନ୍ମ ହୋଇଛନ୍ତି । ମା’ ସହିତ ଥିବାରୁ ଜନ୍ମିତ ଛୁଆମାନଙ୍କ ଲିଙ୍ଗ…

ଆମେରିକାରେ ସ୍ଥିତି ଅଣାୟତ୍ତ, ୨୦୦୦ ସୈନ୍ୟ ମୁତୟନ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ଲସ୍ ଆଞ୍ଜେଲସରେ ପ୍ରବଳ ହିଂସା । ଭଙ୍ଗାରୁଜା ସହ ଜଳାପୋଡା କଲେ ବିକ୍ଷୋଭକାରୀ । ଆମେରିକାର ଲସ୍ ଆଞ୍ଜେଲସ୍ ରାଜ୍ୟରେ ବିକ୍ଷୋଭକାରୀମାନେ ବହୁତ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି । ପରିସ୍ଥିତି ନିରନ୍ତର ନିୟନ୍ତ୍ରଣ ବାହାରକୁ ଯାଉଛି । ସ୍ଥିତି ଅଣାୟତ୍ତ ହେବାର ଖବର…

ମସ୍କଙ୍କୁ ଟ୍ରମ୍ପଙ୍କ ଖୋଲା ଚେତାବନୀ, ‘ପରିଣାମ ଭୋଗିବ’….

ନୂଆଦିଲ୍ଲୀ: ଦିନେ ବନ୍ଧୁ ଥିଲେ ଏବେ କଟ୍ଟର ଶତ୍ରୁ । ଦିନେ ପରସ୍ପରର ପ୍ରଶଂସାରେ ଶତମୁଖ ରହୁଥିଲା ବେଳେ ଏବେ ପରସ୍ପରର ନାଁ ଶୁଣିଲେ ଖାଲି ବିଷ ଓଗାରୁଛନ୍ତି । ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ୱର ପ୍ରମୁଖ ବ୍ୟବସାୟୀ ତଥା ଟେସଲା ମାଲିକ ଏଲନ ମସ୍କଙ୍କ ମଧ୍ୟରେ ମତଭେଦ…

୪୦ ଡିଗ୍ରୀ ଉପରେ ରହିବ ଏହି ସବୁ ଜିଲ୍ଲା, ୧୧ ତାରିଖ ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଆଜିକୁ ମିଶାଇ ଆସନ୍ତା ୩ ଦିନ ପାରଦ ଉପରମୁହାଁ ରହିବ । ପଶ୍ଚିମ ଓଡ଼ିଶା ସମେତ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀରୁ ଉପରେ ରହିବ ତାପମାତ୍ରା । ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କଲବଲ କରିବ ତାତି ଓ ଗୁଳୁଗୁଳି ।…

ପୁଣି ଆତଙ୍କବାଦୀ ସମର୍ଥନରେ ବାହାରିଲା ପାକିସ୍ତାନ, ଭାରତ ବିରୁଦ୍ଧରେ ଆଣିଲା ବଡ଼ ଅଭିଯୋଗ…

ନୂଆଦିଲ୍ଲୀ: 'ହାଫିଜ୍ ଅବଦୁଲ୍ ରଉଫ୍ ଆତଙ୍କବାଦୀ ନୁହଁ', କୁଖ୍ୟାତ ଆତଙ୍କି ହାଫିଜକୁ ସପକ୍ଷରେ ବିଶ୍ଵ ମଞ୍ଚରେ କିଛି ଏପରି କହି ପୁଣି ନିଜର ଆତଙ୍କବାଦୀ ପ୍ରତି ଥିବା ସମର୍ଥାନକୁ ପଦାରେ ପକେଇଛି ପାକିସ୍ତାନ । ୱାଶିଂଟନରେ ପାକିସ୍ତାନୀ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଉଥିବା ବିଲାୱାଲ୍ ଭୁଟ୍ଟୋ…

ପୁଣି ମଣିପୁରରେ ଉତ୍ତେଜନା; ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ

ଇମ୍ଫାଲ୍: ପୁଣି ମଣିପୁରରେ ମୁଣ୍ଡ ଟେକିଲା ହିଂସା । ବିଷ୍ଣୁପୁର ଜିଲ୍ଲାରେ ହିଂସାତ୍ମକ ପ୍ରତିବାଦ ନେଇ କର୍ଫ୍ୟୁ ଲାଗୁ କରାଯାଇଛି । ଏହି ସମୟରେ ୫ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ଶନିବାର ରାତିରୁ ୫ ଦିନ ପାଇଁ ବନ୍ଦ କରିଦିଆଯାଇଛି । ମୈତେଇ ସମ୍ପ୍ରଦାୟର ନେତା ଆରାମ୍ବାଇ ତେଙ୍ଗଗୋଲଙ୍କୁ…

ମହେନ୍ଦ୍ର ଦେବ ହେଲେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ଅଧ୍ୟକ୍ଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍‌)ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଏସ୍‌. ମହେନ୍ଦ୍ର ଦେବ । ସେ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଭେଲପମେଣ୍ଟ ରିସର୍ଚ୍ଚର ପୂର୍ବତନ କୁଳପତି । ଇଏସି-ପିଏମ୍‌ର ପ୍ରଥମ ଅଧ୍ୟକ୍ଷ ବିବେକ ଦେବରୟଙ୍କ…

ପ୍ରଚାର କାର୍ଯ୍ୟକ୍ରମ ଚାଲିଥିବାବେଳେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼

ବୋଗୋଟା: କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ । ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଚାଲିଥିବା ସମୟରେ ଜଣେ ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଛି । ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ୍‌ ଉରିବେଙ୍କୁ ଗୁଳିମାଡ଼ ହୋଇଛି । ବୋଗୋଟା ସହରରେ ଏକ ପ୍ରଚାର କାର୍ଯ୍ୟକ୍ରମରେ…

ଶ୍ରୀ ଭାଗବତ ସାର ୬୧: ଭାଗବତଙ୍କର ମୂଳ ଉଦ୍ଦେଶ୍ୟ ହେଲା ଶ୍ରେଷ୍ଠ ମାନବ ଜୀବନର ଅବତାରଣା କରିବା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମକୁ ଅନେକ କଠିନ ଯୋଗ କ୍ରିୟା ବିଷୟରେ ଅବଗତ କରାଇଲେ, ଯାହାର ମୂଳ ଉଦ୍ୟେଶ ହେଲା ଶ୍ରେଷ୍ଠ ମାନବ ଜୀବନର ଅବତାରଣା କରିବା। ମାନବ ଟିଏ ଜନ୍ମ ହୋଇଥାଏ ଅନେକ ଦିବ୍ୟତାଙ୍କୁ ସାଙ୍ଗରେ ନେଇ କିନ୍ତୁ ଆଧ୍ୟାତ୍ମିକ ଚେତନାର…