Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାହାକୁ ଲକ୍ଷପତି ଦିଦି ଭାବେ ବିଚାର କରାଯାଉଛି ସରକାର ତାହା ସ୍ପଷ୍ଟ କରନ୍ତୁ: ବିଜେଡି

ଭୁବନେଶ୍ୱର:ବିଜେପି ସରକାରଙ୍କର ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଉପରେ ପ୍ରତିକ୍ରିୟା ଦେଇ ଆଜି ବିଜୁ ଜନତା ଦଳ ଏହା ‘ନବୀନଙ୍କ ବହିରେ ବିଜେପି ମଲାଟ’ ବୋଲି କହିଛି । କ୍ଷମତାକୁ ଆସିବା ପରଠାରୁ, ବିଜେପି ସରକାର କେବଳ ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ନାମ ଓ ରଙ୍ଗ ପରିବର୍ତ୍ତନ କରିଆସୁଥିବା…

ବର୍ଷାଋତୁକାଳୀନ ରୋଗ ନିୟନ୍ତ୍ରଣ ନିମନ୍ତେ ଔଷଧ ମହଜୁଦ ପାଇଁ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ବର୍ଷ ବର୍ଷାଋତୁକାଳୀନ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ବାସଗୃହଠାରେ ବିଭାଗୀୟ ଶାସନ ସଚିବ ଅଶ୍ୱତୀ. ଏସ୍. ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ…

ହୋମଗାର୍ଡ ପରୀକ୍ଷାରେ ଆଉ ଜଣେ ପ୍ରାର୍ଥୀଙ୍କ ଚାଲିଗଲା ଜୀବନ

ଗଜପତି: ଗଜପତିରେ ହୋମଗାର୍ଡ ପରୀକ୍ଷାରେ ଆଉ ଏକ ଅଘଟଣ ଖବର ଆସିଛି । ଗୁରୁବାର ଦିନ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ସମୟରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ…

ଆତଙ୍କବାଦ ଓ ଆଲୋଚନା ଏକାଠି ହୋଇପାରିବ ନାହିଁ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆତଙ୍କବାଦ ଓ ଆଲୋଚନା ଏକାଠି ହୋଇପାରିବ ନାହିଁ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଗୁରୁବାର ପାକିସ୍ତାନ ସହିତ ଆଲୋଚନା ଉପରେ ଭାରତର ମତକୁ ଦୋହରାଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ କେବଳ ଗୋଟିଏ କଥା ଉପରେ ଆଲୋଚନା ହେବା ଉଚିତ।…

ଜନ ସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରୁ ବିପୁଳ ପରିମାଣ ସମ୍ପତ୍ତି ଠାବ

ରାୟଗଡ଼ା: ବୁଧବାର ଦେଢଲକ୍ଷ ଟଙ୍କା ନେଇ ଗାଡିରେ ଯାଉଥିବା ବେଳେ ଧରାପଡିଥିଲେ ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଷାନ। ଆଜି ତାଙ୍କ ବିଭିନ୍ନ ଠିକଣାରୁ ବିପୁଳ ପରିମାଣ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ । ସହଦେବଙ୍କ ସମ୍ବଲପୁର ଠିକଣାରେ ୨ଟି ଦାମୀ ପ୍ଲଟ୍‌,…

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା

ଭୁବନେଶ୍ଵର: ପଶ୍ଚିମ ଓଡ଼ିଶାରେ ଶୀତଳ ଷଷ୍ଠୀ ମହୋତ୍ସବର ପ୍ରଚାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଆ ସଂସ୍କୃତି, ଐତିହ୍ୟ ଏବଂ ପାରମ୍ପରିକ ପର୍ବଗୁଡ଼ିକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ…

ଲକ୍ଷପତି ଦିଦି ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଭୁବନେଶ୍ବର ଲୋକସେବା ଭବନର ସମ୍ମିଳନୀ କକ୍ଷରେରେ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫’ ଆୟୋଜିତ ହୋଇଯାଇଛି । ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୫ଟି ରାଜ୍ୟରୁ ଆସିଥିବା ଲକ୍ଷପତି ଦିଦିଙ୍କୁ…

୪ ଟନ୍‌ ବିସ୍ଫୋରକ ଲୁଟ୍‌ ଘଟଣାର ଛାନଭିନ୍‌ ଆରମ୍ଭ କଲା ଏନଆଇଏ ଟିମ୍

ରାଉରକେଲା:ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ । ମାଓବାଦୀ ୪ ଟନ୍‌ ବିସ୍ଫୋରକ ଲୁଟ୍‌ ଘଟଣାକୁ ନେଇ ଛାନଭିନ୍‌ । ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ପୋଲିସ ଥାନା ଅଞ୍ଚଳରୁ ଗତ ମଙ୍ଗଳବାର ଲୁଟ୍‌ ହୋଇଥିଲା ପ୍ରାୟ ୪ ଟନ୍‌ ବିସ୍ପୋରକ ସାମଗ୍ରୀ। ମାଓବାଦୀ ବିସ୍ଫୋରକ ଦ୍ରବ୍ୟ ଉଦ୍ଧାର ହୋଇ ପାରି ନ…

ବିଜେପିର ସୁପର ସ୍ପୋକ୍ସପର୍ସନ ଥରୁର !

ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକ ନେଇ ଶଶି ଥରୁରଙ୍କ ବୟାନ ପରେ ଅସହଜ କଂଗ୍ରେସ। ଦଳ ଭିତରୁ ହିଁ ଥରୁରଙ୍କୁ ହେଲାଣି ଜୋରଦାର ବିରୋଧ। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପର ସ୍ପୋକ୍ସପର୍ସନ ବି କହିଲେଣି କଂଗ୍ରେସ ନେତା। ନିକଟରେ ପାନାମାରେ ଅଭିଭାଷଣ ରଖି ଥରୁର କହିଥିଲେ, ୨୦୧୬ରେ…

ଏଇଥି ପାଇଁ ଭାଙ୍ଗିଗଲା ଟ୍ରମ୍ପ-ମସ୍କ ଯୋଡି !

ନୂଆଦିଲ୍ଲୀ: ଟ୍ରମ୍ପ ସରକାରରୁ ବାହାରିଗଲେ ଏଲନ ମସ୍କ। ଭାଙ୍ଗିଗଲା ଟ୍ରମ୍ପ-ମସ୍କ ଯୋଡି। ଆମେରିକା ପ୍ରଶାସନରୁ ଅଲଗା ହେବାକୁ ମସ୍କଙ୍କ ଘୋଷଣା। ଟ୍ରମ୍ପଙ୍କ ସାଥ୍ ଛାଡିଦେଲେ ଏଲନ ମସ୍କ। ପୁଣି ଆମେରିକା ରାଜନୀତିକୁ ହଲଚଲ କରିଛନ୍ତି ଟେସଲା ତଥା ସ୍ପେସେକ୍ସର ସିଇଓ ଏଲନ ମସ୍କ। ଏଥର ଚର୍ଚ୍ଚାର…