Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Karnataka CM Power Struggle: ‘ମୁଖ୍ୟମନ୍ତ୍ରୀ ହେବେ ଶିବକୁମାର…’, ତାଚ୍ଛଲ୍ୟ କଲା ବିଜେପି, ‘ମୁଖ୍ୟମନ୍ତ୍ରୀ ଆସନ…

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଏବେ ବିବାଦ ଜୋର ଧରିଛି । କଂଗ୍ରେସ ବିଧାୟକ ଶିବକୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ୨୦୦ ପ୍ରତିଶତର ଚ୍ୟାଲେଞ୍ଜ ଦେଇଥିବା ବେଳେ ଏହାକୁ ତାଚ୍ଛଲ୍ୟ କରିଛି ବିଜେପି । ଅନେକ ବିଧାୟକ ଦିଲ୍ଲୀ ହାଇକମାଣ୍ଡଙ୍କୁ ଶିବକୁମାର…

ସୁନା ଅପେକ୍ଷା କସ୍ତୁରୀ କାହିଁକି ଏତେ ମହଙ୍ଗା? ବଜାରରେ କେତେ ରହିଛି ମୂଲ୍ୟ ଜାଣନ୍ତୁ..

ନୂଆଦିଲ୍ଲୀ: ଦୁନିଆରେ ଅନେକ ମୂଲ୍ୟବାନ ଜିନିଷ ଅଛି, କିନ୍ତୁ ଗୋଟିଏ ପ୍ରାକୃତିକ ପଦାର୍ଥ ଅଛି ଯାହାର ମୂଲ୍ୟ ସୁନା, ହୀରା ଏବଂ ପ୍ଲାଟିନମ୍ ଅପେକ୍ଷା ଅନେକ ଗୁଣ ଅଧିକ। ଏହା କୌଣସି ଧାତୁ କିମ୍ବା ରତ୍ନପଥର ନୁହେଁ; ବରଂ ଏହା ହେଉଛି କସ୍ତୁରୀ। ଏଠାରେ ପ୍ରଶ୍ନ ହେଉଛି, କସ୍ତୁରୀରେ ଏପରି କ’ଣ…

ଭୁବନେଶ୍ବର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନୁଭୂତି ବାଣ୍ଟିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା

ଭୁବନେଶ୍ଵର: ରାଜଧାନୀରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମେଳା ସାଇଟେଡ଼ ର ନବମ ସଂସ୍କରଣରେ ଯୋଗ ଦେଇଛନ୍ତି ମହାକାଶଚାରୀ ଶୁଭାଂଶୁ । ଆକ୍ସିୟମ-୪ ମିଶନରେ ୧୮ ଦିନ ମହାକାଶରେ ରହିଥିଲେ ଶୁଭାଂଶୁ ।…

ଭୁଲ୍ ଇଞ୍ଜେକ୍ସନ ଯୋଗୁ ନାବାଳକର ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ନାବାଳକକୁ ଭୁଲ ଇଞ୍ଜେକ୍ସନ ଦେବାରୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ଅନ୍ତର୍ଗତ ରାଉତରା ଗ୍ରାମର ରାମ ମଲ୍ଲିକଙ୍କ ପୁଅ…

Darkness For 6 Minutes: ୬ ମିନିଟ୍ ପାଇଁ ଅନ୍ଧାର ହୋଇଯିବ ପୃଥିବୀ!

ନୂଆଦିଲ୍ଲୀ: ସତ ହେବାକୁ ଯାଉଛି କି ମାଳିକା ବଚନ?...୧୦୦ ବର୍ଷରେ ପ୍ରଥମ ଥର...ଅନ୍ଧକାରମୟ ହୋଇଯିବ ଦୁନିଆ... ଦେଖାଯିବାକୁ ଯାଉଛି ୨୧ ଶତାବ୍ଦୀର ସବୁଠାରୁ ଦୀର୍ଘ ସୂର୍ଯ୍ୟଗ୍ରହଣ । ଏହି ଦିନ, ପୃଥିବୀ ୬ ମିନିଟ୍ ପାଇଁ ସମ୍ପୂର୍ଣ୍ଣ ଅନ୍ଧାରରେ ବୁଡ଼ିଯିବ। ଏହି ତାରିଖ ବିଶ୍ୱ…

Puri Gundicha Temple To Reopen: ଭକ୍ତଙ୍କ ପାଇଁ ଖୁସି ଖବର..ଏହି ଦିନଠୁ ଗୁଣ୍ଡିଚା ମନ୍ଦିରରେ ସର୍ବସାଧାରଣ ଦର୍ଶନ

ପୁରୀ: ଦୀର୍ଘ ପ୍ରାୟ ୬ ବର୍ଷ ହେଲା ବନ୍ଦ ରହିଥିଲା ଗୁଣ୍ଡିଚା ମନ୍ଦିର । ଏବେ ଡିସେମ୍ବର ୧ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସୂଚନା ଦେଲେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ଗୁଣ୍ଡିଚା ମନ୍ଦିର କୋଭିଡ…

ଆସନ୍ତାକାଲି ବିଧାନସଭା ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି, ୪-ସ୍ତରୀୟ ସୁରକ୍ଷା ବଳୟରେ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭା ଅଧିବେଶନରେ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାସହ ନିଜର ପୂର୍ବ ସ୍ମୃତି ସାଉଁଟିବେ ରାଷ୍ଟ୍ରପତି। ଏନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜୋରଦାର ପ୍ରସ୍ତୁତି ଚାଲିଛି। ରାଷ୍ଟ୍ରପତିଙ୍କ ବିଧାନସଭା ଭବନ ଗସ୍ତ ପୂର୍ବରୁ, ସମଗ୍ର…

Red Fort blast:ଆତଙ୍କବାଦୀ ଉମରକୁ ଆଶ୍ରୟ ଦେଇଥିବା ସହଯୋଗୀ ଗିରଫ; ଏଯାଏଁ ୭ ଗିରଫ

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା( Red Fort blast) ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ମାମଲାରେ NIA (National Investigation Agency (NIA) ) ଏକ ବଡ଼ ସଫଳତା ହାସଲ କରିଛି। ଘଟଣା ପୂର୍ବରୁ ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ଉମର ଉନ୍ ନବି( Umar Un…

Constitution Day: କାହିଁକି ନଭେମ୍ବର ୨୬ ତାରିଖରେ ପାଳନ ହୁଏ ସମ୍ବିଧାନ ଦିବସ?, କିପରି ଆରମ୍ଭ ହୋଇଥିଲା ଭାରତ…

ନୂଆଦିଲ୍ଲୀ: ଭାରତରେ ନଭେମ୍ବର ୨୬ ତାରିଖରେ ଜାତୀୟ ଆଇନ ଦିବସ ପାଳନ କରାଯାଏ। ତଥାପି, ବର୍ତ୍ତମାନ ଏହାକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଉଛି। ପ୍ରତିବର୍ଷ, ଏହି ଦିନଟି ଭାରତର ସମ୍ବିଧାନ ଗ୍ରହଣକୁ ମନେ ପକାଇଥାଏ। ଏହି ଦିନ ସାରା ଦେଶର ସରକାରୀ ବିଭାଗ ଏବଂ ସ୍କୁଲଗୁଡ଼ିକରେ ବିଶ୍ବର…

୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଲା ୧୭ବର୍ଷ; ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୨୬/୧୧ ମୁମ୍ବାଇ ଆକ୍ରମଣ l ସମୟ ବିତିଥିଲେ ବି କ୍ଷତ ଶୁଖିନି । ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣଙ୍କ ହତ୍ୟା କରାଯାଇଥିବା ବେଳେ ୩୦୮ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ । ପାକିସ୍ତାନ ପ୍ରାୟୋଜିତ ଲସ୍କର-ଇ-ତୋଇବାର ୧୦ ଜଣ ଆତଙ୍କବାଦୀ ସେଦିନ ମୁମ୍ବାଇ ରେଳ ଷ୍ଟେସନ୍ ଠାରୁ…