Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜି ଶ୍ରାବଣ ସୋମବାର, ଲିଙ୍ଗରାଜ ମନ୍ଦିରରେ ନିତିକାନ୍ତି ବନ୍ଦ

ଭୁବନେଶ୍ୱର: ଆଜି ଶ୍ରାବଣ ସୋମବାର ହୋଇଥିବା ବେଳେ ଜଳାଭିଷେକ ପାଇଁ ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏହାରି ମଧ୍ୟରେ ଲିଙ୍ଗରାଜ ମନ୍ଦିରରେ ନିତିକାନ୍ତିରେ ବଡ଼ ବିଭ୍ରାଟ ଦେଖାଦେଇଛି। ପାରମ୍ପରିକ ଶ୍ରାବଣ ଟଙ୍କା ବଣ୍ଟନକୁ ନେଇ ବ୍ରାହ୍ମଣ ଏବଂ ବଡ଼ୁ…

Ammunition Recovered in Manipur:ସୁରକ୍ଷା ବାହିନୀକୁ ବଡ଼ ସଫଳତା: ୯ ଉଗ୍ରବାଦୀ ଗିରଫ, ବିପୁଳ ପରିମାଣର…

ନୂଆଦିଲ୍ଲୀ:ମଣିପୁରରେ ଆଇନଶୃଙ୍ଖଳା ରକ୍ଷା କରିବା ଏବଂ ସାମାଜିକ ବିରୋଧୀ ତତ୍ତ୍ୱଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚାଲିଥିବା ଅଭିଯାନରେ ସୁରକ୍ଷା ବାହିନୀ ଓ ମଣିପୁର ପୋଲିସ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଦୁଇଟି ଭିନ୍ନ ଭିନ୍ନ ଜିଲ୍ଲାରେ କରାଯାଇଥିବା ତଲାସୀ ଅଭିଯାନ…

ବୁଡିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ଭାସିଗଲେ ବାପା

ପାରାଦ୍ବୀପ: ଶ୍ରାବଣ ସୋମବାର ପାଇଁ ପାଣି ଭାର ନେଇ ଯିବା ନିମନ୍ତେ ମହାନଦୀକୁ ଯାଇଥିଲେ। ସେଠାରେ ହଠାତ୍‌ ନଦୀରେ ଗୋଡ଼ ଖସି ଭରାନଈକୁ ଭାସିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ବାପା ନଦୀଗର୍ଭରେ ହଜି ଯାଇଛନ୍ତି। ମୃତକ ଜଣକ ହେଲେ ପାରାଦ୍ୱୀପ ଲକ୍ ଥାନା ନିମିଢିହି ଗ୍ରାମର ଇଶ୍ଵର ବାରିକ।…

Snake bite:ସାପ କାମୁଡ଼ାର ପ୍ରେମିକ ମୃତ;ଖବର ଶୁଣି ଜୀବନ ହାରିଲା ପ୍ରେମିକା

ମୟୂରଭଞ୍ଜ:ମୟୂରଭଞ୍ଜ ଉଦଳାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରେମିକର ମୃତ୍ୟୁ ଖବର ଶୁଣି ଜଣେ ଯୁବତୀ ଝୁଲିପଡ଼ିଥିବା ଜଣାଯାଇଛି । ଦୀର୍ଘ ଦିନ ଧରି ଉଭୟେ ପ୍ରେମ ସମ୍ପର୍କରେ ଥିଲେ । ଉଭୟଙ୍କ କିଛି ଦିନ ଭିତରେ ବାହାଘର ହୋଇଥାନ୍ତା । ସୂଚନାନୁଯାୟୀ, ଅନୁଗୁଳର ନାଲକୋରେ କାମ…

ବଜ୍ରାଘାତରେ ଚାଲିଗଲା ୨ଜୀବନ; ୨ ଗୁରୁତର ମେଡିକାଲରେ ଭର୍ତ୍ତି

ବଡ଼ଚଣା:ଯାଜପୁର ଜିଲ୍ଲା ବଡ଼ଚଣାରେ ପୃଥକ ବଜ୍ରାଘାତ ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର ଅଛନ୍ତି । ଚଣ୍ଡିତଳ ପାଞ୍ଚୟତ କୁମର ମଲ୍ଲିକଙ୍କ ପୁତ୍ର ଚନ୍ଦନ ମଲ୍ଲିକ (୨୮), ସମିଆ ପଂଚାୟତ ସମ୍ପର୍କୀୟଙ୍କ କ୍ଷେତରେ କାମ କରୁଥିବା ସମୟରେ ବଜ୍ରପାତ ହେବାରୁ ସଂଜ୍ଞା ହୀନ ହୋଇ…

ନିଶା ଇଞ୍ଜେକ୍ସନ୍ କାରବାର ଚାଲିଥିବାବେଳେ ଚଢ଼ାଉ; ୪୫୩ ନିଶା ଇଞ୍ଜେକ୍ସନ୍ ଜବତ, ୪ ଗିରଫ

ସେମିଳିଗୁଡ଼ା:ସେମିଳିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। କୋରାପୁଟର ଗେରୁଗୁଡ଼ା ସ୍ଥିତ ଭୈରବୀ ମନ୍ଦିର ନିକଟରେ ବେଆଇନ ଭାବେ ନିଶା ଇଞ୍ଜେକ୍ସନ୍ କାରବାର ଚାଲିଥିବା ସୂଚନା ପାଇ ଚଢ଼ାଉ କରିଥିଲା ସେମିଳିଗୁଡ଼ା ପୋଲିସ। ତେବେ ଘଟଣାସ୍ଥଳରୁ ୪ ଜଣ ବନ୍ଧା ହୋଇଛନ୍ତି । ଅଭିଯୁକ୍ତଙ୍କ ନିକଟରୁ…

ଉତ୍ତମ ଆଚରଣ ପାଇଁ ୧୯ଜଣ ଆଜୀବନ କଏଦୀଙ୍କୁ ମୁକ୍ତି;ଝାରପଡ଼ାରୁ ୩

ଭୁବନେଶ୍ବର:ଆଜୀବନ କାରାଦଣ୍ଡରେ ଦଣ୍ଡିତଙ୍କୁ ତାଙ୍କ ଆଚରଣ,ଉଚ୍ଚାରଣ ଓ ଭଦ୍ର ବ୍ୟବହାର ପାଇଁ ଆଜି ଆଗୁଆ ଖଲାସ କରିଛନ୍ତି ସରକାର । ସାରା ରାଜ୍ୟରେ ୧୯ ଜଣ ଆଜୀବନ କାରାଦଣ୍ଡରେ ଦଣ୍ଡିତଙ୍କୁ ଭଲ ବ୍ୟବହାର ପାଇଁ ଆଗୁଆ ଖଲାସ କରିଛନ୍ତି ସରକାର । ସେଥିମଧ୍ୟରୁ ୩ ଜଣଙ୍କୁ ଭୁବନେଶ୍ୱର ଝାରପଡ଼ା…

Ferry catches fire: ସମୁଦ୍ର ମଝିରେ ଫେରୀରେ ଭୟଙ୍କର ଅଗ୍ନିକାଣ୍ଡ… ୫ ମୃତ ଓ ୪୧ ନିଖୋଜ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟ ସମୁଦ୍ର ମଧ୍ୟରେ ଏକ ଯାତ୍ରୀବାହୀ ଡଙ୍ଗା (ଫେରୀ)ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଅତିକମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…

ଜଙ୍ଗଲରୁ ୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ;ମାଫିଆ ଫେରାର

ମନମୁଣ୍ଡା: ବୌଦ୍ଧ ମନମୁଣ୍ଡା ପୋଲିସକୁ ବଡ଼ ସଫଳତା ମିଳିଛି । ବିପୁଳ ପରିମାଣ ଗଞ୍ଜେଇ ଜବତ କରିଛି ପୋଲିସ। ମନମୁଣ୍ଡା ଥାନା ଅନ୍ତର୍ଗତ ସିଗାଡି ଜଙ୍ଗଲରେ ୧୮ଟି ବସ୍ତାରୁ ପ୍ରାୟ ୯ କୁଇଣ୍ଟାଲରୁ ଅଧିକ ପରିମାଣ ଗଞ୍ଜେଇ ଜବତ ହୋଇଛି। ତେବେ ଏହି ମାମଲାରେ ସଂପୃକ୍ତି ଥିବା ମାଫିଆ ଫେରାର…

ପାଟ୍ରୋଲିଂରେ ଯାଉଥିବାବେଳେ ବାଇକ୍‌ ଦୁର୍ଘଟଣା;କାର୍ଯ୍ୟରତ କନଷ୍ଟେବଳଙ୍କ ଚାଲିଗଲା ଜୀବନ

ଲାଞ୍ଜିଗଡ଼:କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳଙ୍କ ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତ କନଷ୍ଟେବଳ ଜଣକ କେଗାଁ ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ଭବାନୀ ଶଙ୍କର ସା (୩୪)। ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ଭବାନୀ ଶଙ୍କର…