Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଯାଜପୁର ହଇଜା ମାମଲା; ଅନୁଧ୍ୟାନ କରି ଫେରିଲା କେନ୍ଦ୍ରୀୟ ଟିମ୍

ଯାଜପୁର: ଗତ କିଛି ଦିନ ହେଲା ଯାଜପୁର ଜିଲ୍ଲାରେ ହଇଜା ବ୍ୟାପିଚାଲିଛି। ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ତେବେ ଯାଜପୁର ଜିଲ୍ଲାରେ ଏପରି ଘଟଣାକୁ…

ହଇଜା ବ୍ୟାପିବା ପରେ ଆକ୍ସନ ମୋଡରେ ବିଏମସି, ରାଜଧାନୀର ହୋଟେଲ-ଫାଷ୍ଟଫୁଡ୍ ଦୋକାନରେ ଚଢ଼ଉ

ଭୁବନେଶ୍ୱର: ରାଜଧାନୀକୁ ହଇଜା ଭୟ। ରାଜ୍ୟର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଆକ୍ସନ ମୋଡରେ ବିଏମସି। ଦୂଷିତ ପାଣି ଓ ବାସି ଖାଦ୍ୟ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ସୁରକ୍ଷାକୁ…

ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଡାଇରିଆ ନିରାକରଣ ଅଭିଯାନ

ଭୁବନେଶ୍ବର: ରାଜ୍ୟରେ ବ୍ୟାପୁଥିବା ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ନିରାକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ସଂଯୁକ୍ତା ସାହୁ । ସେ କହିଛନ୍ତି ଯେ, ଏହି ଅଭିଯାନ ଦେଢ଼ ମାସ ଧରି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।…

ଜ୍ବରରେ ପୀଡିତ ଶ୍ରୀବିଗ୍ରହ; ଆଜିଠାରୁ ଚାରିଦିନ ଯାଏଁ ଓସୁଅ ଲାଗି

ପୁରୀ: ସ୍ନାନପୂର୍ଣ୍ଣମୀ ଦିନ ୧୦୮ ଗରା ସୁବାସିତ ଶୀତଳ ଜଳରେ ସ୍ନାନ କରିବା ପରେ ଏବେ ଶ୍ରୀଜିଉମାନେ ଏବେ ଅଣସର ଘରେ ଥିବାବେଳେ ଦଇତାପତି ସେବକମାନେ ଶ୍ରୀ ବିଗ୍ରହମାନଙ୍କର ସେବା ଶୁଶ୍ରୁଷା କରୁଛନ୍ତି । ଗତକାଲି ପଞ୍ଚମୀ ତିଥିରେ ଦଇତାପତି ସେବକ ଶ୍ରୀଜିଉଙ୍କୁ ଫୁଲୁରି ତେଲ ଲାଗି କରିଥିବା ବେଳେ…

ଇରାନ ଉପରେ ଆକ୍ରମଣ ସମୟ ଏମିତି ବାଛିଥିଲା ଇସ୍ରାଏଲ୍

ନୂଆଦିଲ୍ଲୀ: ଜୁନ୍ ୧୩ତାରିଖରେ ଇରାନ୍ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲା ଇସ୍ରାଏଲ୍ । ଟାର୍ଗେଟରେ ଥିଲା ଇରାନର ସେନା ଓ ପରମାଣୁ ଠିକଣା । ଅପରେସନ୍ ରାଇଜିଂ ଲାୟନ ନାମକରଣ କରାଯାଇଥିବା ଏହି ଆକ୍ରମଣରେ ସାମିଲ ହୋଇଥିଲେ ୨ଶହରୁ ଅଧିକ ଲଡାଖୁ ବିମାନ । ତେବେ ଇସ୍ରାଏଲ୍ ଜାଣିଶୁଣି ଆକ୍ରମଣର ସମୟ…

ଇସ୍ରାଏଲରେ ଥିବା ଆମେରିକା ଦୂତାବାସ ଉଡ଼ାଇଲା ଇରାନ

ତେଲ ଅଭିଭ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଚତୁର୍ଥ ଦିନରେ ପହଂଚିଛି। ଆଜି ଇରାନ କ୍ଷେପଣାସ୍ତ୍ର ମାଡ଼ରେ ତେଲ ଅଭିଭରେ ଥିବା ଆମେରିକୀୟ ଦୂତାବାସ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କାହାରି ଆହତ ହେବାର କୌଣସି ଖବର ନାହିଁ। ଇସ୍ରାଏଲରେ ଅବସ୍ଥାପିତ ଆମେରିକୀୟ…

ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ୍, ଠାବ ହେଲା ଦ୍ୱିତୀୟ ବ୍ଲାକ୍ ବକ୍ସ

ଅହମ୍ମଦାବାଦ: ଜୁନ୍ ୧୨ ତାରିଖରେ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ AI-171 କିପରି ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରାଯାଉଛି। ରବିବାର ଦିନ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଦ୍ୱିତୀୟ ବ୍ଲାକ୍ ବାକ୍ସ ଉଦ୍ଧାର କରିଛନ୍ତି। ବିମାନ ଦୁର୍ଘଟଣାର ଭଗ୍ନାବଶେଷରୁ କକପିଟ୍ ଭଏସ୍…

ଭାରତୀୟ ବଜାରରେ କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି..

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢୁଥିବା ସୁନା ଦର ଏବେ ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଲକ୍ଷେ ଟଙ୍କା ପାର୍‌ ହୋଇ ସାରିଛି ସୁନା ଦର । ହେଲେ ଜୁନ୍‌ ୧୬ ଅର୍ଥାତ୍‌ ସୋମବାର ସୁନା ଦରରେ ସାମାନ୍ୟ ହ୍ରାସ ହୋଇଛି । ଯଦି ସୁନା କିଣିବାକୁ ଯାଉଛନ୍ତି ତେବେ ନଜର ପକାନ୍ତୁ ଆଜି କେତେ…

ସ୍କୁଲ ଖୋଲିବାର ପ୍ରଥମ ଦିନରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍‌ ୨୩ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଥିବାବେଳେ, ଜୁନ୍‌ ୨୦ରେ ଖୋଲିବ ସମସ୍ତ ସ୍କୁଲ । ଏହି ଅବସରରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ…

୭୫ ବର୍ଷରେ ପାଦ ଥାପିଲେ ମିଥୁନ, କିପରି ଥିଲା ନକ୍ସଲରୁ ସୁପରଷ୍ଟାର ଯାତ୍ରା ଆସନ୍ତୁ ଜାଣିବା…

ମୁମ୍ବାଇ: ବୟସର ଆଉ ଏକ ପାହାଚରେ ପାଥ ଥାପିଲେ ବଲିଉଡର ଡିସ୍କୋ ଡ୍ୟାନ୍ସର ମିଥୁନ ଚକ୍ରବର୍ତ୍ତୀ । ୧୯୫୦ ଜୁନ ୧୬ ତାରିଖରେ ଜନ୍ମିତ ମିଥୁନଙ୍କ ଆଜି ୭୫ତମ ଜନ୍ମଦିନ। ବଲିଉଡଠୁ ନେଇ ବଙ୍ଗୀୟ ଫିଲ୍ମରେ ସେ ଦେଖାଇସାରିଛନ୍ତି ନିଜର ଦମଦାର ଅନ୍ଦାଜ। ଶାନଦାର ଅଭିନୟ ସହ ଜବରଦସ୍ତ ଡାନ୍ସରେ…