Latest Odisha News
Browsing Category

ମୁଖ୍ୟ ଖବର

group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଆସନ୍ତାକାଲି ସହରର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । ଗୋଷ୍ଠୀ ସଂଘର୍ଷ ପରେ ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ସମ୍ପୂର୍ଣ୍ଣ ସହରରେ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ ରହିବା ସହ BNSର ଧାରା ୧୬୩ ଲାଗୁ କରିଛି ପ୍ରଶାସନ ।…

ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକ ଗୁରୁବାର ଦିନ ଦୁଇ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ମିଳିଛି।…

ନୂତନ ବିଧାନସଭା ଏବଂ ଲୋକସେବା ଭବନ ନିର୍ମାଣର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ନୂତନ ବିଧାନସଭା ଓ ଲୋକସେବା ଭବନ ନିର୍ମାଣ ପାଇଁ ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଏହାର ଆବଶ୍ୟକତାକୁ ନେଇ ବିଜୁ ଜନତା ଦଳ ପ୍ରଶ୍ନ ଉଠାଇଛି । ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ରାଜ୍ୟବାସୀ…

Nipah Virus: ଓଡ଼ିଶାକୁ ନାହିଁ ନିପା ଭୟ, ରୋଗୀ ଚିହ୍ନଟ ହୋଇନାହାନ୍ତି: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର:ପଶ୍ଚିମବଙ୍ଗରେ ନିପା ଭାଇରସରେ ୨ ସ୍ୱାସ୍ଥ୍ୟକର୍ମୀ ଆକ୍ରାନ୍ତ ଘଟଣା । ଏହାପରେ ଓଡ଼ିଶାରେ ଭୟ ବଢିଛି । ଏପଟେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ଯେ,ଓଡ଼ିଶାକୁ ନାହିଁ ନିପା ଭୟ । ଓଡ଼ିଶାରେ ନିପା ଭାଇରସ୍‌ ରୋଗୀ ଚିହ୍ନଟ ହୋଇନାହାନ୍ତି ।…

Community Clash: ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ; ୧୪୪ ଧାରା ଜାରି, ଶାନ୍ତି ବଜାୟ ରଖିବାକୁ ଅପିଲ କଲେ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ କାରଣରୁ ଘଟଣା ସ୍ଥଳରେ BNS ର ଧାରା ୧୪୪ ଲାଗୁ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପରସ୍ପରକୁ ଢେଲାପଥର ମାଡ଼ କରିଥିବା ନେଇ ସୂଚନା ରହିଛି । ତେବେ ଏଥିରେ…

ସତ ମାନିଲା ଲସ୍କରର ମୁଖ୍ୟ କମାଣ୍ଡର, ‘ଅପରେସନ୍ ସିନ୍ଦୁର ଏକ ବଡ଼ ଆକ୍ରମଣ ଥିଲା, ଆଲ୍ଲା ଆମକୁ ରକ୍ଷା…

ଇସଲାମାବାଦ: ପାକିସ୍ତାନର ସବୁଠାରୁ ବଡ଼ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT) ଏବେ ସ୍ୱୀକାର କରିଛି ଯେ ଭାରତର "ଅପରେସନ୍ ସିନ୍ଦୁର" ସବୁଠାରୁ ବଡ଼ ଆକ୍ରମଣ ଥିଲା । ଲସ୍କର-ଏ-ତୈବାର (LeT) ଶୀର୍ଷ କମାଣ୍ଡର ହାଫିଜ୍ ଅବଦୁଲ ରଉଫ୍ ମୁରିଦକେ ସ୍ଥିତ ମର୍କଜ-ଏ-ତୈବାରେ ୨୯ତମ ସମାବର୍ତ୍ତନ…

Flight Tickets 1 Rupee: କେବଳ ୧ ଟଙ୍କାରେ ମିଳୁଛି ବିମାନ ଟିକେଟ୍!, ବଡ଼ ଅଫର୍ ଆଣିଲା ଇଣ୍ଡିଗୋ…

ନୂଆଦିଲ୍ଲୀ: ପ୍ରାୟତଃ ବିମାନ ଭଡ଼ା ସମସ୍ତଙ୍କ ପାଇଁ ଦେୟଯୋଗ୍ୟ ନୁହେଁ। ଏହାର ଟିକେଟ ମୂଲ୍ୟ ଅଧିକ ହୋଇଥିବା ବେଳେ ଅନେକଙ୍କ ବିମାନ ଯାତ୍ରା ସ୍ବପ୍ନ ଅଧୁରା ରହିଯାଏ। ଆଉ ସାଙ୍ଗରେ ଛୋଟ ପିଲାଙ୍କୁ ନେଇ ଗଲେ ବି ସେମାନଙ୍କ ପାଇଁ ବି ସମାନ ମୂଲ୍ୟ ଦେବା ଚିନ୍ତା ରହିଥାଏ । ହେଲେ ଆସିଛି କିଛି…

ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ୨୦୨୫-୨୬, ଜାଣନ୍ତୁ କେମିତି କରିବେ ଆବେଦନ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬ । ବିଭିନ୍ନ ପୁରସ୍କାର ପାଇଁ ଆବେଦନ ସମୟସୀମା ଆସନ୍ତା ୨୦ ଜାନୁୟାରୀ ୨୦୨୬ ଯାଏଁ ବୃଦ୍ଧି ହୋଇଛି । ଏଥିପାଇଁ ଆବେଦନ କରିବାକୁ ହେଲେ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର"ର Website…

IAF Help: ନନ୍ଦା ଦେବୀ ଜାତୀୟ ଉଦ୍ୟାନରେ ଅଗ୍ନିକାଣ୍ଡ;ନିଆଁ ଲିଭାଇବ ଭାରତୀୟ ବାୟୁସେନା

ଡେରାଡୁନ:ଚମୋଲିର ନନ୍ଦା ଦେବୀ ଜାତୀୟ ଉଦ୍ୟାନ (ନନ୍ଦା ଦେବୀ ବାୟୋସ୍ଫିଅର ରିଜର୍ଭ)ରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଉଛି। ଏବେ ନିଆଁ ଲିଭା ଅଭିଯାନରେ ଭାରତୀୟ ବାୟୁସେନା । Mi-17 V5 ହେଲିକପ୍ଟର ସାହାଯ୍ୟରେ ନିଆଁ ଲିଭାଇବା ପାଇଁ ବ୍ୟବହାର କରିବ ଭାରତୀୟ…

BBSR Airport: ୨୦୨୫ରେ ଭୁବନେଶ୍ବର ବିମାନବନ୍ଦରରୁ ସର୍ବାଧିକ ଯାତ୍ରୀ ଯାତାୟାତ କରିଛନ୍ତି

ଭୁବନେଶ୍ବର: ସାମ୍ନାକୁ ଆସିଲା ୨୦୨୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାତ୍ରା କରିଥିବା ଯାତ୍ରୀଙ୍କ ରେକର୍ଡ ସଂଖ୍ୟା । ୨୦୨୫ରେ ବିମାନ ଯାତ୍ରୀ ଯାତାୟାତ କ୍ଷେତ୍ରରେ ଉକ୍ତ ବିମାନବନ୍ଦର ସର୍ବକାଳୀନ ରେକର୍ଡ ହାସଲ କରିଛି । ବର୍ଷକରେ ମୋଟ ୩୮ ହଜାର ୫୪୭ଟି ବିମାନ…