Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହାନଦୀରେ ମାଡ଼ି ଆସୁଛି ବନ୍ୟା: ସ୍ଥିତି ଗମ୍ଭୀର, ମୁଣ୍ଡଳୀରେ ପହଞ୍ଚିପାରେ ୯.୫ ଲକ୍ଷ କ୍ୟୁସେକ୍ ଜଳ

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ଓଡିଶା। ପାଣି ଘେରରେ ଶହ ଶହ ଗାଁ। ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ପରେ ଉତ୍ତର ଓଡ଼ିଶାର ବନ୍ୟା ପରିସ୍ଥିତି ଜଟିଳ ହୋଇପଡ଼ିଛି। ବୈତରଣୀ, ବୁଢ଼ାବଳଙ୍ଗ ଓ ସାଳନ୍ଦୀ ନଦୀର ଜଳସ୍ତର ବଢ଼ିବା ସହ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଅନ୍ୟପଟେ ମହାନଦୀରେ ମାଡ଼ି…

ମହାନଦୀ ଟେବୁଲରେ ପୁଣି ମୁହାଁମୁହିଁ ହେବେ ଓଡ଼ିଶା-ଛତିଶଗଡ଼: ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ବୟାନ ବଢ଼ାଇଲା ଉତ୍କଣ୍ଠା

ଭୁବନେଶ୍ୱର: ରାଜ୍ୟର ଜୀବନରେଖା କୁହାଯାଉଥିବା ମହାନଦୀକୁ ନେଇ ଏବେ ପୁଣି ଥରେ ରାଜ୍ୟ ରାଜନୀତି ଏବଂ ପ୍ରଶାସନିକ ସ୍ତରରେ ହଲଚଲ ସୃଷ୍ଟି ହୋଇଛି। ଦୀର୍ଘ ୧୦ ବର୍ଷ ଧରି ଲାଗି ରହିଥିବା ନୀରବତା ଭାଙ୍ଗିବାକୁ ଯାଉଛି। ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଥିବା ବହୁଚର୍ଚ୍ଚିତ ମହାନଦୀ ଜଳ ବିବାଦର…

ଦିଲ୍ଲୀପ ରାଉତରାୟଙ୍କ ଅବସର ପରେ କିଏ ହେବେ ଭଦ୍ରକର ନୂଆ ଜିଲ୍ଲାପାଳ? ଶେଷ ହେଲା ସସ୍ପେନ୍ସ, ବାଜିଲା ମୋହର

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ଆଗାମୀ ଦିନରେ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଜଣେ ଯୁବ ତଥା ଦକ୍ଷ ପ୍ରଶାସକଙ୍କ ଉପରେ ଆସ୍ଥା ପ୍ରକଟ…

ରାଜ୍ୟରେ ଗମ୍ଭୀର ବନ୍ୟା ପରିସ୍ଥିତିକୁ ମୁକାବିଲା କରିବାରେ ବିଫଳ ରାଜ୍ୟ ସରକାର: ନବୀନ

ଭୁବନେଶ୍ଵର: ବନ୍ୟାରେ ରାଜ୍ୟ ଉବୁଟୁବୁ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି, ବନ୍ୟା କାରଣରୁ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ହେଲେ ରାଜ୍ୟ ସରକାର ବନ୍ୟା ପରିସ୍ଥିତିକୁ ମୁକାବିଲା…

ମାଇଲେଜ୍ କମୁଛି, ଦାମ୍ କମୁନି! E20 ପେଟ୍ରୋଲ ଉପରେ ଉଠୁଥିବା ପ୍ରଶ୍ନର ଖୁଲାସା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତ ସରକାର ଦେଶରେ E20 ପେଟ୍ରୋଲ (୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ) କୁ ବ୍ୟାପକ ଭାବରେ ଲାଗୁ କରୁଛନ୍ତି। ତେବେ ଲୋକଙ୍କ ମନରେ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ, ଯଦି ପେଟ୍ରୋଲରେ ୨୦% ଇଥାନଲ୍ ମିଶାଯାଉଛି, ତେବେ ପେଟ୍ରୋଲର ଦାମ୍ ଶସ୍ତା କାହିଁକି ହେଉନାହିଁ? ଏହାଦ୍ୱାରା…

ଅପହଞ୍ଚ ଇଲାକାର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଅପହଞ୍ଚ ଇଲାକାରେ ଲୋକଙ୍କ ପାଇଁ ଦେବଦୂତ ସାଜୁଛି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) । ଘରେ ଘରେ ପହଞ୍ଚାଉଛି ସ୍ୱାସ୍ଥ୍ୟସେବା । ଟିପିଏସ୍ଓଡିଏଲ୍, ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ତରଫରୁ ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ଆହୁରି…

ବିଶ୍ୱବ୍ୟାପୀ ବଢ଼ୁଛି ତମ୍ବା ଚୋରି: ଭାରତ ସମେତ ସାରା ବିଶ୍ୱ ପାଇଁ କାହିଁକି ସାଜିଛି ନୂଆ ସଙ୍କଟ?

ନୂଆଦିଲ୍ଲୀ: ବିଗତ କିଛି ବର୍ଷ ମଧ୍ୟରେ ସାରା ବିଶ୍ୱରେ ଏକ ନୂତନ ଏବଂ ଅଦ୍ଭୁତ ସଙ୍କଟ ମୁଣ୍ଡ ଟେକିଛି, ତାହା ହେଉଛି 'ତମ୍ବା ଚୋରି'। ଆନ୍ତର୍ଜାତିକ ବଜାରରେ ତମ୍ବାର ଦର ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଅପରାଧୀମାନଙ୍କ ପାଇଁ ଏହା ଏବେ ସୁନା ପାଲଟିଯାଇଛି। ଭାରତ ହେଉ ବା ଆମେରିକା,…

ସହରାଞ୍ଚଳରେ ତୁରନ୍ତ ଜଳ ନିଷ୍କାସନ ଓ ରିଲିଫ୍ କାର୍ଯ୍ୟ ପାଇଁ ନଗର ଉନ୍ନୟନ ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ, ବିଶେଷକରି ଉତ୍ତର ଓଡ଼ିଶା ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳ ବନ୍ଦି ସ୍ଥିତିର ମୁକାବିଲା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ଓ ତୁରନ୍ତ ପଦକ୍ଷେପ ଗ୍ରହଣ…

ତେଲ ନଦୀରେ ବନ୍ୟା: ଲାଇଫ ଜ୍ୟାକେଟ୍‌ ପିନ୍ଧି ୧୫ ଜଣଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବନ୍ୟା ଜଳରେ ଫସିଥିବା ଲୋକଙ୍କୁ ଉଦ୍ଧାର କଲେ ଜିଲ୍ଲାପାଳ । ନିଜେ ଲାଇଫ୍ ଜ୍ୟାକେଟ୍ ପିନ୍ଧି କେସିଙ୍ଗା ସ୍ଥିତ ବେଲଖଣ୍ଡି ଶିବ ମନ୍ଦିରରୁ ବନ୍ୟା ୧୫ ଜଣଙ୍କୁ ଉଦ୍ଧାର କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ…

ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବିରେ ଆନ୍ଦୋଳନ: ବିଜେପି ନେତାଙ୍କଠାରୁ ଧମକ ମିଳୁଥିବା ନେଇ ସିଜେପି ନେତା ଅଭିଜିତ…

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଦାବିରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ଲାଗି ରହିଥିବା ଯୁବ ଆନ୍ଦୋଳନ ଏବେ ଏକ ନୂଆ ମୋଡ଼ ନେଇଛି। ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା 'କକରୋଚ୍ ଜନତା ପାର୍ଟି' ବା ସିଜେପି…