Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସତ ମାନିଲା ଲସ୍କରର ମୁଖ୍ୟ କମାଣ୍ଡର, ‘ଅପରେସନ୍ ସିନ୍ଦୁର ଏକ ବଡ଼ ଆକ୍ରମଣ ଥିଲା, ଆଲ୍ଲା ଆମକୁ ରକ୍ଷା…

ଇସଲାମାବାଦ: ପାକିସ୍ତାନର ସବୁଠାରୁ ବଡ଼ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT) ଏବେ ସ୍ୱୀକାର କରିଛି ଯେ ଭାରତର "ଅପରେସନ୍ ସିନ୍ଦୁର" ସବୁଠାରୁ ବଡ଼ ଆକ୍ରମଣ ଥିଲା । ଲସ୍କର-ଏ-ତୈବାର (LeT) ଶୀର୍ଷ କମାଣ୍ଡର ହାଫିଜ୍ ଅବଦୁଲ ରଉଫ୍ ମୁରିଦକେ ସ୍ଥିତ ମର୍କଜ-ଏ-ତୈବାରେ ୨୯ତମ ସମାବର୍ତ୍ତନ…

Flight Tickets 1 Rupee: କେବଳ ୧ ଟଙ୍କାରେ ମିଳୁଛି ବିମାନ ଟିକେଟ୍!, ବଡ଼ ଅଫର୍ ଆଣିଲା ଇଣ୍ଡିଗୋ…

ନୂଆଦିଲ୍ଲୀ: ପ୍ରାୟତଃ ବିମାନ ଭଡ଼ା ସମସ୍ତଙ୍କ ପାଇଁ ଦେୟଯୋଗ୍ୟ ନୁହେଁ। ଏହାର ଟିକେଟ ମୂଲ୍ୟ ଅଧିକ ହୋଇଥିବା ବେଳେ ଅନେକଙ୍କ ବିମାନ ଯାତ୍ରା ସ୍ବପ୍ନ ଅଧୁରା ରହିଯାଏ। ଆଉ ସାଙ୍ଗରେ ଛୋଟ ପିଲାଙ୍କୁ ନେଇ ଗଲେ ବି ସେମାନଙ୍କ ପାଇଁ ବି ସମାନ ମୂଲ୍ୟ ଦେବା ଚିନ୍ତା ରହିଥାଏ । ହେଲେ ଆସିଛି କିଛି…

ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ୨୦୨୫-୨୬, ଜାଣନ୍ତୁ କେମିତି କରିବେ ଆବେଦନ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬ । ବିଭିନ୍ନ ପୁରସ୍କାର ପାଇଁ ଆବେଦନ ସମୟସୀମା ଆସନ୍ତା ୨୦ ଜାନୁୟାରୀ ୨୦୨୬ ଯାଏଁ ବୃଦ୍ଧି ହୋଇଛି । ଏଥିପାଇଁ ଆବେଦନ କରିବାକୁ ହେଲେ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର"ର Website…

IAF Help: ନନ୍ଦା ଦେବୀ ଜାତୀୟ ଉଦ୍ୟାନରେ ଅଗ୍ନିକାଣ୍ଡ;ନିଆଁ ଲିଭାଇବ ଭାରତୀୟ ବାୟୁସେନା

ଡେରାଡୁନ:ଚମୋଲିର ନନ୍ଦା ଦେବୀ ଜାତୀୟ ଉଦ୍ୟାନ (ନନ୍ଦା ଦେବୀ ବାୟୋସ୍ଫିଅର ରିଜର୍ଭ)ରେ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଉଛି। ଏବେ ନିଆଁ ଲିଭା ଅଭିଯାନରେ ଭାରତୀୟ ବାୟୁସେନା । Mi-17 V5 ହେଲିକପ୍ଟର ସାହାଯ୍ୟରେ ନିଆଁ ଲିଭାଇବା ପାଇଁ ବ୍ୟବହାର କରିବ ଭାରତୀୟ…

BBSR Airport: ୨୦୨୫ରେ ଭୁବନେଶ୍ବର ବିମାନବନ୍ଦରରୁ ସର୍ବାଧିକ ଯାତ୍ରୀ ଯାତାୟାତ କରିଛନ୍ତି

ଭୁବନେଶ୍ବର: ସାମ୍ନାକୁ ଆସିଲା ୨୦୨୫ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାତ୍ରା କରିଥିବା ଯାତ୍ରୀଙ୍କ ରେକର୍ଡ ସଂଖ୍ୟା । ୨୦୨୫ରେ ବିମାନ ଯାତ୍ରୀ ଯାତାୟାତ କ୍ଷେତ୍ରରେ ଉକ୍ତ ବିମାନବନ୍ଦର ସର୍ବକାଳୀନ ରେକର୍ଡ ହାସଲ କରିଛି । ବର୍ଷକରେ ମୋଟ ୩୮ ହଜାର ୫୪୭ଟି ବିମାନ…

Shilpa Shetty: ଜଗନ୍ନାଥଙ୍କୁ ଦର୍ଶନ କଲେ ଶିଳ୍ପା, ଆଉ କହିଲେ..

ପୁରୀ: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଫେରିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ନିଜ ପରିବାର ଲୋକଙ୍କ ସହ ଆସି ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି ସେ । କଡା ସୁରକ୍ଷା ବଳୟ ମଧ୍ୟରେ ଶିଳ୍ପାଙ୍କୁ ଶ୍ରୀମନ୍ଦିର ସିଂହଦ୍ୱାର ଯାଏଁ ନିଆଯାଇଥିଲା ।

Khamenei Trying Escape Dubai: ପରିବାର ସହ ଦୁବାଇ ପଳେଇବା ପାଇଁ ପ୍ଲାନ୍ କଲେଣି ଖାମେନେଇ?, ଇରାନରୁ ସ୍ଥାନାନ୍ତରିତ…

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା, ଆୟାତୋଲ୍ଲା ଅଲି ଖାମେନେଇ, ତାଙ୍କ ସମ୍ପୂର୍ଣ୍ଣ ପରିବାର ସହିତ ଦୁବାଇ ପଳାଇବାକୁ ଯୋଜନା କରୁଛନ୍ତି। ଇସ୍ରାଏଲୀ ମିଡିଆ ଚ୍ୟାନେଲ ୧୪ ଦ୍ୱାରା ଏହି ଦାବି କରାଯାଇଛି। ଚ୍ୟାନେଲ ୧୪ କହିଛି ଯେ ଇରାନରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଖାମେନେଇଙ୍କ ପୁଅ…

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ; ଆନନ୍ଦ ବଜାରରେ ମୋବାଇଲ ଧରି ଗପିଲେ ବ୍ୟକ୍ତି

ପୁରୀ: ବାରମ୍ବାର ପୁରୀ ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ମୋବାଇଲ୍‌ରେ କଥା ହେଉଥିବା ଦେଖିବାକୁ ମିଳିଛି । ତେବେ ବ୍ୟକ୍ତି ଜଣଙ୍କ କିପରି ଏତେ ସୁରକ୍ଷା ବଳୟକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ କଥା ହେଲେ,…

Nisha Maharana: ଗିରଫ ହେବେ ନିଶା ମହାରଣା, ଖୋଜୁଛି ପୋଲିସ

ଭୁବନେଶ୍ୱର: ବଢିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କ ଅଡୁଆ । ଅଶ୍ଳୀଳ ନାଚ ପ୍ରଦର୍ଶନ ପାଇଁ ଗିରଫ ହୋଇପାରନ୍ତି ନିଶା । ବଲାଙ୍ଗୀର ସଦର ଥାନାରେ ମାମଲା ରୁଜୁ ପରେ ନିଶାଙ୍କ ଗିରଫ ସମ୍ଭାବନା ବଢିଛି । ଗତ ୧୨ ତାରିଖରେ ଚନ୍ଦନଭାଟିରେ ଅଶ୍ଳୀଳ ନୃତ୍ୟ ଅଭିଯୋଗରେ ମାମଲା ରୁଜୁ ହୋଇଛି । ୨

୧୩ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରି ୫୫ ବର୍ଷିୟ ବୃଦ୍ଧ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନସ୍ଥ ଓଳଗ ପଞ୍ଚାୟତ ବୋଡ଼କ ଗାଁରେ ୧୩ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ୫୫ ବର୍ଷିୟ ବୃଦ୍ଧ ଗିରଫ। ନାବାଳିକାର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭଦ୍ରକ ମେଡିକାଲ ପଠାଯାଇଛି। ନାବାଳିକା ଜଣକ ସ୍କୁଲରୁ ପାଠପଢି ଘରକୁ ଯାଉଥିବା