Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Poland backs India’s anti-terror stance:‘ଆମେ ଭାରତ ସହ ଅଛୁ’: ଆତଙ୍କବାଦ ବିରୋଧୀ ଲଢ଼େଇରେ ଏହି ଦେଶ ଭାରତକୁ…

ନୂଆଦିଲ୍ଲୀ:ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ଖୋଲା ସମର୍ଥନ ଜଣାଇ ପୋଲାଣ୍ଡ ଏକ ବାର୍ତ୍ତା ପ୍ରଦାନ କରିଛି। ଭାରତରେ ପୋଲାଣ୍ଡର ରାଷ୍ଟ୍ରଦୂତ ପିଓଟର୍ ଆଣ୍ଟୋନି ସ୍ୱିଟାଲ୍‌ସ୍କି କହିଛନ୍ତି ଯେ, ବିଶ୍ୱର ଯେକୌଣସି ସ୍ଥାନରେ ଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀରେ ମୁଖ୍ୟମନ୍ତ୍ରୀ, ହଜାର ହଜାର ସାଧୁସନ୍ଥଙ୍କ ଜନସମାଗମ

ଅନୁଗୁଳ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବକୁ ନେଇ ଚଳଚଞ୍ଚଳ ହୋଇଛି ତାଳଚେରର ଗୁରୁଜାଙ୍ଗ। ଆଜିଠାରୁ ଏହି ଶତବାର୍ଷିକୀ ମହୋତ୍ସବର ଉଦ୍‌ଘାଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଆଗାମୀ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ…

ଗଞ୍ଜାମ ଜିଲ୍ଲା ସୌର ସ୍ଥାପନାରେ ପ୍ରଥମ: ଦକ୍ଷିଣ ଓଡ଼ିଶାରେ ସ୍ୱଚ୍ଛ ଶକ୍ତି ରୂପାନ୍ତରଣକୁ ମିଳୁଛି ଅଧିକ ଗତି

ବ୍ରହ୍ମପୁର: ଛାତ ଉପରେ ସୌର ଶକ୍ତି ସ୍ଥାପନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଓଡ଼ିଶାର ଅଗ୍ରଣୀ ଜିଲ୍ଲା ଭାବେ ଉଭା ହୋଇଛି। ଜିଲ୍ଲାରେ ୧୬,୪୧୮ଟି ସୌର ସ୍ଥାପନା ହୋଇଥିବା ବେଳେ ଏହା ରାଜ୍ୟରେ ସର୍ବାଧିକ। ଏହି ସଫଳତା ଦକ୍ଷିଣ ଓଡ଼ିଶାର ଏହି ଜିଲ୍ଲାକୁ ସ୍ୱଚ୍ଛ ଓ ଅକ୍ଷୟ ଶକ୍ତି ଆଡ଼କୁ ଓଡ଼ିଶାର…

ଆଖି ବୁଜିଲେ ବର୍ଷିଆନ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ

ଭୁବନେଶ୍ୱର: ଆଉ ନାହାଁନ୍ତି ବର୍ଷିଆନ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟ । ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି ସେ । ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଛି । ତାଙ୍କର ମୃତ୍ୟୁ ପରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚିଛନ୍ତି । ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚିତ୍ର ପୁରସ୍କାର ସେ…

ହୋମୱାର୍କ କରିଲେନି ବୋଲି ମାଡ଼ ମାରିଲେ ଶିକ୍ଷୟିତ୍ରୀ, ପ୍ରାଣ ହରାଇଲା ୬ ବର୍ଷର ଶିଶୁ!

ବିଶାଖାପାଟଣା: ପଡ଼ୋଶୀ ରାଜ୍ୟରୁ ଆସିଲା ସ୍ତବ୍ଧ କଲାଭଳି ଘଟଣା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସମସ୍ତଙ୍କୁ ଚକିତ କରିଛି। ହୋମୱାର୍କ ଶେଷ କରିନଥିବା ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦୟ ମାଡ଼ ଯୋଗୁଁ ୬ ବର୍ଷର ପ୍ରାଥମିକ ଛାତ୍ର ପ୍ରଣୟ ତେଜାଙ୍କର ମୃତ୍ୟୁ…

ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍‌ଙ୍କ ହିଂସା ଘଟଣା: କ୍ଷମା ମାଗିଲା ସଂଘ

ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନ ଛକରେ ଅନଲାଇନ୍‌ ଗାଡ଼ି ଚାଳକ ସଂଘର ହିଂସା ଘଟଣାରେ କ୍ଷମା ପ୍ରାର୍ଥନା କଲା ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ। ଏକ ଭିଡିଓ ଜାରି କରି ଜନସାଧାରଣଙ୍କୁ କ୍ଷମା ମାଗିଲେ ସଭାପତି ଦୀନବନ୍ଧୁ ନାୟକ। ଜନସାଧାରଣଙ୍କୁ ହୋଇଥିବା ଅସୁବିଧା ପାଇଁ…

RBI କେନ୍ଦ୍ରୀୟ ବୋର୍ଡରେ ନିଯୁକ୍ତ ହେଲେ ପୂର୍ବତନ ISRO ମୁଖ୍ୟ ଏସ.ସୋମନାଥ

ବେଙ୍ଗାଲୁରୁ: ଗତ ବର୍ଷ ସଂଗଠନରୁ ଅବସର ନେଇଥିବା ISROର ପୂର୍ବତନ ଅଧ୍ୟକ୍ଷ ଏସ୍ ସୋମନାଥଙ୍କୁ ଗୁରୁବାର ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ ନିଯୁକ୍ତ କରାଯାଇଛି। ତାଙ୍କୁ ଅଗଷ୍ଟ ୨୦, ୨୦୨୬ରୁ ଚାରି ବର୍ଷ ପାଇଁ କେନ୍ଦ୍ରୀୟ ବୋର୍ଡରେ ଏକ ଆଂଶିକ, ଅଣ-ସରକାରୀ ନିର୍ଦ୍ଦେଶକ (part-time,…

Rakhi Purnima: କେବେ ବାନ୍ଧିବେ ଭାଇ ହାତରେ ରାକ୍ଷୀ? ଦୂର ହେଲା ସବୁ ଦ୍ବନ୍ଦ୍ବ…୨୮ରେ ଶ୍ରୀମନ୍ଦିରରେ ରାକ୍ଷୀ…

ପୁରୀ: ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପାଳନକୁ ନେଇ ରହିଥିବା ଦ୍ୱନ୍ଦ୍ୱର ଅବସାନ ହୋଇଛି। ସାଧାରଣ ଲୋକେ ଅଗଷ୍ଟ ୨୭ ତାରିଖ ଗୁରୁବାର ରାକ୍ଷୀ ବାନ୍ଧିବେ। ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାକ୍ଷୀ ଲାଗି ଓ ଶ୍ରୀବଳଭଦ୍ରଙ୍କ ଜନ୍ମନୀତି ଅଗଷ୍ଟ ୨୮ ତାରିଖ ଶୁକ୍ରବାର…

Rupee Export: ଡଲାର-ୟୁରୋ ଭଳି ଏବେ ଟଙ୍କାରେ ମିଳିବ ରପ୍ତାନି ସୁବିଧା! ବଡ଼ ନିଷ୍ପତ୍ତି ନେଲେ ସରକାର…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଣିଜ୍ୟରେ ଭାରତୀୟ ଟଙ୍କାର ବ୍ୟବହାରକୁ ଆହୁରି ବଢ଼ାଇବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ଭାରତୀୟ ଟଙ୍କାରେ ମିଳୁଥିବା ରପ୍ତାନି ଟଙ୍କାକୁ ଆମେରିକୀୟ ଡଲାର, ୟୁରୋ ଭଳି ସ୍ୱତନ୍ତ୍ର ଭାବେ ପରିବର୍ତ୍ତନୀୟ…

ଖାଉଟିଙ୍କୁ ମହଙ୍ଗା ମାଡ: ହୁ ହୁ ହୋଇ ବଢିଚାଲିଛି ଚିନି ଦର, କେନ୍ଦ୍ର କହୁଛି ବଢ଼ିବନି ଚିନି ମୂଲ୍ୟ!

ନୂଆଦିଲ୍ଲୀ: ପରିବା ଓ ପିଆଜ ପରେ ଖାଉଟିଙ୍କ ଉପରେ ଚିନି ମାଡ। ମାସକରେ କିଲୋ ପିଛା ବଢିଲାଣି ୨୫ ଟଙ୍କା। କଲବଲ ହେବେ ଚା ଏବଂ ମିଠା ବ୍ୟବସାୟୀ। ରାକ୍ଷୀ ପୂର୍ଣ୍ଣିମାରେ ମିଠା ବଜାର ଉପରେ ପଡିପାରେ ପ୍ରଭାବ। ସେପଟେ ଚିନି ଉପରୁ ଆମଦାନୀ ହଟାଇଲା କେନ୍ଦ୍ର। ଦେଶରେ ଚିନି ଦରକୁ ନିୟନ୍ତ୍ରଣରେ…