Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗ୍ଲାମର ନୁହେଁ, ଆତ୍ମବିଶ୍ୱାସ ହିଁ ପ୍ରକୃତ ପରିଚୟ

ମୁମ୍ବାଇ: ଚାକଚକ୍ୟ ଏବଂ ଗ୍ଲାମର ଦୁନିଆରୁ ଆସିଛି ଏକ ବଡ଼ ଖବର। ସୋସିଆଲ ମିଡିଆ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାଲିଥିବା ତର୍କ-ବିତର୍କ ଭିତରେ, ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶିନ୍ଦେ ଆଧୁନିକତା ଏବଂ ନାରୀବାଦ ବା ଫେମିନିଜିମ୍‌କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଶିଳ୍ପାଙ୍କ କହିବା କଥା—…

ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା: ଆତଙ୍କବାଦୀଙ୍କ ସହଯୋଗୀ ହାଜି ଲତିଫ୍ ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ସୁରକ୍ଷା ଏଜେନ୍ସିକୁ ଏକ ବଡ଼ ସଫଳତା ମିଳିଛି । ପାକିସ୍ତାନୀ ଆତଙ୍କବାଦୀଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରାଯାଇଛି । ରାତି ସାରା ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ହାଜି ଲତିଫ୍ ନାମକ ଏକ ଏହି ଆତଙ୍କବାଦୀଙ୍କର ସହଯୋଗୀକୁ ଗିରଫ କରାଯାଇଥିବା କହିଛନ୍ତି…

PM to Meet Secretaries: ସଚିବମାନଙ୍କୁ ଆସିଲା ଡାକରା, ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ ପିଏମ୍ ମୋଦି, କିଛି ବଡ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟର ସଚିବମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ଏହି ବୈଠକରେ ପ୍ରମୁଖ ସରକାରୀ ସଂସ୍କାର, ବ୍ୟବସାୟ କରିବାର ସହଜତା ଏବଂ ଜୀବନଧାରଣର ସହଜତା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଏଥିରେ…

India’s combat readiness: ଯୁଦ୍ଧ ପାଇଁ କେତେ ପ୍ରସ୍ତୁତ ଭାରତ?

ନୂଆଦିଲ୍ଲୀ: ଯୁଦ୍ଧର ନୂଆ ଯୁଗ! 'ଡ୍ରୋନ୍-ଡାଟା-ଟେକ୍ନୋଲୋଜିରେ ଲଢ଼ିବ ଭାରତ' ଜାଣନ୍ତୁ କେମିତି ବଦଳୁଛି ଭାରତୀୟ ସେନାର ଯୁଦ୍ଧ ରଣନୀତି? ଆଉ ଯୁଦ୍ଧ କେବଳ ଟ୍ୟାଙ୍କ, ତୋପ କିମ୍ବା ବନ୍ଧୁକର ଲଢ଼େଇ ନୁହେଁ। ଯେଉଁ ଦେଶ ପାଖରେ ଅଧିକ ସଠିକ୍ ସୂଚନା, ଅତ୍ୟାଧୁନିକ ଡ୍ରୋନ୍, ଦ୍ରୁତ…

ହଳଦିଆ ରିଫାଇନାରୀ ପାଇପଲାଇନରେ ଅଗ୍ନିକାଣ୍ଡ: ଜଳିଗଲେ ୧୫ ଶ୍ରମିକ!

କୋଲକାତା: ବଙ୍ଗଳାର ପୂର୍ବ ମେଦିନୀପୁର ଜିଲ୍ଲାରେ ଥିବା ହଳଦିଆ ରିଫାଇନାରୀ (ହଳଦିଆ ପେଟ୍ରୋକେମିକାଲ୍ସ)ର ନାଫ୍ଥା ଯୋଗାଣ ପାଇପଲାଇନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏପର୍ଯ୍ୟନ୍ତ ଏହି ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ…

ଖଣ୍ଡଗିରି ହତ୍ୟାକାଣ୍ଡ: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବାପା, ପୋଲିସ ନେଲା ବଡ଼ ଆକ୍ସନ

ଭୁବନେଶ୍ୱର: ଖଣ୍ଡଗିରି ହତ୍ୟାକାଣ୍ଡ ମାମଲା। AIIMSରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବାପା। ପୂର୍ବରୁ ପୁଅ କୃଷ୍ଣ ପାଢ଼ୀର ମୃତ୍ୟୁ ହୋଇଥିବା ବେଳେ ବଞ୍ଚାଇବାକୁ ଯାଇ ବାପା ଗୁରୁତର ହୋଇ ଏମ୍ସରେ ଚିକିତ୍ସା ହେଉଥିଲେ। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣ ପାଢ଼ୀଙ୍କର ବାପା ଆଖି…

ବୁର୍ଲା ଭିମସାରର ୨ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭୀମସାରର ଦୁଇ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଏଷ୍ଟାବ୍ଲିସମେଣ୍ଟ ଅଫିସର ଓ ଷ୍ଟିୱାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାଧିକ ସ୍ଥାନରେ ଚାଲିଛି ରେଡ୍। ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ବାଳଙ୍କ ଘର ସମେତ ୪ ସ୍ଥାନରେ ରେଡ୍‌…

ବଳ ଗୋଟାଉଛି ଲଘୁଚାପ, ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇଉଠିଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ। ଜୁଲାଇ ୧ରୁ ୭ ତାରିଖ ଭିତରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରଥମେ ବର୍ଷା ବଢ଼ିପାରେ। ପରେ…

ବ୍ୟାଙ୍କ ସହ ଆଧାର ଲିଙ୍କ ନଥିଲେ ବନ୍ଦ ହୋଇଯିବ ପେନସନ୍, ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଧାର ସଂଯୋଗ ବିନା ମିଳିବନି ଭତ୍ତା। ବ୍ୟାଙ୍କ ସହ ଆଧାର ଲିଙ୍କ ନଥିଲେ ବନ୍ଦ ହେବ NSAP ପେନସନ। ତୁରନ୍ତ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ପାଇଁ ଜିଲ୍ଲାପାଳଙ୍କୁ ହୋଇଛି ନିର୍ଦ୍ଦେଶ। ବୟସ୍କ ଲୋକଙ୍କୁ ସହାୟତା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନୋଟିସ। ଏବେ ବି ୩.୩୫ ଲକ୍ଷ…

ହୁତୁହୁତୁ ଜଳୁଛି ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-II ମାର୍କେଟ ବିଲଡିଂରେ ମଙ୍ଗଳବାର ସକାଳେ ଏକ ବଡ଼ ଅଗ୍ନିକାଣ୍ଡ ଘଟି ୧୦ରୁ ଅଧିକ ଦୋକାନ ପୋଡ଼ି ଯାଇଛି ଏବଂ ଜିନିଷପତ୍ର ଏବଂ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଛି। ସକାଳ ପ୍ରାୟ ୬ଟା ୩୦ମି. ସମୟରେ ମାର୍କେଟ କମ୍ପ୍ଲେକ୍ସରୁ ଧୂଆଁ ବାହାରୁଥିବା ଦେଖି…