Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Indian Army Day: ନୂଆ ଭାରତର ବଳ ଭାରତୀୟ ସେନାଙ୍କ ଆତ୍ମନିର୍ଭରଶୀଳତା; ବ୍ରହ୍ମୋସ୍ ଠାରୁ ଆରମ୍ଭ କରି ନିର୍ଭୟ, ୟୁଏଭି…

ନୂଆଦିଲ୍ଲୀ: ଆଜି ଭାରତୀୟ ସେନା ଦିବସ। ଭାରତ ପ୍ରତିବର୍ଷ ଜାନୁଆରୀ ୧୫ ରେ ସେନା ଦିବସ ପାଳନ କରୁଥିବା ସମୟରେ, ଆଜିର ସେନାର ପରାକ୍ରମ ଏବେ ସର ବିଶ୍ୱରେ ଚର୍ଚ୍ଚିତ। ଯାହା ଦେଶର ଦ୍ରୁତ ଆଧୁନିକୀକରଣ କରୁଥିବା ସ୍ଥଳ ସେନା ଉପରେ ଦୃଷ୍ଟି ଆକର୍ଷଣ କରେ ଯାହା ଯୁଦ୍ଧକ୍ଷେତ୍ର ପ୍ରସ୍ତୁତିକୁ ପୁନଃ…

ଦେଢ଼ ଲକ୍ଷରୁ ଅଧିକ କିଲୋମିଟର ଗଡିଥିବା ବିପିଟିଏସଏଲର ୩୦ଟି ପୁରୁଣା ବସ୍ ସ୍କ୍ରାପିଂ କରାଯିବ

ଭୁବନେଶ୍ୱର: ଆମ ବସ୍ ସେବା ସମ୍ପର୍କିତ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସଡ଼କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଓ ଚାଳକଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ସ୍କାର୍ପିଂ ହେବ ୩୦ ପୁରୁଣା ଗାଡ଼ି । ଜାନୁଆରୀ ମାସର ପ୍ରଥମ ଦୁଇ ସପ୍ତାହରେ…

Assassination of Donald Trump: “ଏଥର ଗୁଳି ସିଧା ଲକ୍ଷ୍ୟରେ…”, ଟ୍ରମ୍ପଙ୍କୁ ହତ୍ୟା ଧମକ…

ନୂଆଦିଲ୍ଲୀ: ଏଥର ଲକ୍ଷ୍ୟଚ୍ୟୁତ ହେବନି ଗୁଳି... ସିଧା ଟ୍ରମ୍ପଙ୍କ ପ୍ରାଣ ନେବ ଖୋଲା ଧମକ ଦେଲା ଇରାନ ଖସି ଯାଇପାରିବେନି ରାଷ୍ଟ୍ରପତି ଟ୍ରମ୍ପ ଇରାନରେ ବଢୁଥିବା ଉତ୍ତେଜନା ଏବଂ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଏବେ ଏକ ନୂତନ ମୋଡ଼ ନେଇଛି। ଇରାନ ସରକାରୀ ଟିଭି ଚ୍ୟାନେଲ ରାଷ୍ଟ୍ରପତି…

ଇଡି ଚଢଉକୁ ନେଇ ଟିଏମସି ଆବେଦନ ହାଇକୋର୍ଟରେ ଖାରଜ

କୋଲକାତା: ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି (ଆଇ-ପ୍ୟାକ୍‌) କାର୍ଯ୍ୟାଳୟ ଓ ଏହାର ସହ ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଢଉକୁ ନେଇ ତୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରୁ ଦାୟର ଆବେଦନକୁ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ପଶ୍ଚିମବଙ୍ଗ

ଯଦି ବିମାନ କମ୍ପାନୀଗୁଡ଼ିକର ବିକଳ୍ପ ଅଛି, ତେବେ ରେଳବାଇ କାହିଁକି ନୁହେଁ? ଝଟକା ବନାମ ହଲାଲ ପ୍ରସଙ୍ଗକୁ ବିଚାରକୁ…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ କେବଳ ହଲାଲ ମାଂସକୁ ନିରାମିଷ ଖାଦ୍ୟରେ ପରିବେଷଣ କରୁଥିବା ବିରୋଧରେ ଶିଖ ସଂଗଠନଗୁଡ଼ିକ ଦ୍ୱାରା ଦାୟର ଏକ ଆବେଦନର ଜାତୀୟ ମାନବାଧିକାର କମିଶନ (NHRC) ବିଚାର କରିଛି ଏବଂ ରେଳବାଇ ବୋର୍ଡ, ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଏବଂ ସଂସ୍କୃତି…

NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲ ନିଯୁକ୍ତ

ନୂଆଦିଲ୍ଲୀ: NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲଙ୍କୁ ନିଯୁକ୍ତି କରାଯାଇଛି। ହିମାଚଳ ପ୍ରଦେଶର ୧୯୯୪ କ୍ୟାଡର ଆଇପିଏସ୍ ଅଫିସର ରାକେଶ। ବରିଷ୍ଠ IPS ଅଧିକାରୀ ରାକେଶ ଅଗ୍ରୱାଲଙ୍କୁ ଜାତୀୟ ତଦନ୍ତ ସଂସ୍ଥା (NIA)ର ମହାନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି। ଅଗ୍ରୱାଲ ପୂର୍ବରୁ ତଦନ୍ତ ସଂସ୍ଥାର…

Odisha Highcourt: ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ ‘ଜବରଦସ୍ତି’ କୁହାଯିବ ନାହିଁ: ହାଇକୋର୍ଟ

କଟକ: ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ "ଜବରଦସ୍ତି' ବୋଲି କୁହାଯିବ ନାହିଁ । ଏହାକୁ ଆଧାର କରି ବଳାତ୍କାର କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ଅଭିଯୁକ୍ତ ମହେନ୍ଦ୍ର ପ୍ରଧାନକୁ ବଳାତ୍କାର…

US-Denmark-Greenland Dispute: ଗ୍ରୀନଲ୍ୟାଣ୍ଡକୁ ନେଇ ବିବାଦୀୟ ବିବୃତ୍ତି ଜାରି କଲେ ଟ୍ରମ୍ପ

ୱାଶିଂଟନ: ଗ୍ରୀନଲ୍ୟାଣ୍ଡକୁ ନେଇ ଆନ୍ତର୍ଜାତୀୟ ସଙ୍କଟ ଏପର୍ଯ୍ୟନ୍ତ କମି ନାହିଁ। ହ୍ୱାଇଟ୍ ହାଉସରେ ଆମେରିକାର ନେତୃତ୍ୱ ଏବଂ ଗ୍ରୀନଲ୍ୟାଣ୍ଡ ଏବଂ ଡେନମାର୍କର ଶୀର୍ଷ ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୌଣସି ଠୋସ୍ ଫଳାଫଳ ଦେଇପାରିଲା ନାହିଁ। ବୈଠକ ପରେ ଆମେରିକାର…

ଧାନ କିଣା ସମସ୍ୟା: ୨ ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ୨ ଦିନିଆ ପଶ୍ଚିମ ଓଡିଶା ଗସ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ। ସମ୍ବଲପୁର ଓ ବରଗଡ଼ରେ ହେବ ହାଇଲେଭଲ୍ ସମୀକ୍ଷା। ଚାଷୀଙ୍କ ଅଭିଯୋଗ ଓ ଧାନ କିଣାରେ ଅହେତୁକ ବିଳମ୍ବର ହେବ ସମାଧାନ। ଦୁଇଦିନିଆ ଗସ୍ତରେ ଯାଇ ଧାନକିଣାର ପ୍ରକ୍ରିୟାର ତଦାରଖ କରିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ…