Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

GenZ ଙ୍କ ଅଜବ ମୁଡ଼! ଲାଇକ୍, ଭ୍ୟୁ କମେଣ୍ଟ ନମିଳିଲେ ନିଜକୁ ଭାବନ୍ତି ଏକୁଟିଆ: ସର୍ଭେରୁ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ଆଜିର ଯୁବପିଢ଼ି ତଥା GenZ ଙ୍କ ମନୋଭାବ ଏବଂ ନିଜର ଭେଲ୍ୟୁ ସୋସିଆଲ ମିଡିଆ ଉପରେ ନିର୍ଭରଶୀଳ। ଯେପରିକି ସେମାନଙ୍କ ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକୁ କେତେ ଲାଇକ୍, ଭ୍ୟୁ କିମ୍ବା କମେଣ୍ଟ ମିଳିଥାଏ ତାହା ଉପରେ ନିର୍ଭର କରେ। ଏହା ଏକ ସମାଜଶାସ୍ତ୍ରୀୟ ଅଧ୍ୟୟନ ଦ୍ୱାରା ପ୍ରକାଶିତ…

ଖୋର୍ଦ୍ଧାରେ ୩୧ ଯାଏଁ ସମସ୍ତ ସ୍କୁଲ୍‌ ଛୁଟି;ଉପସ୍ଥିତ ରହିବେ ଶିକ୍ଷକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାରେ ସମସ୍ତ ସ୍କୁଲ ୩୧ ତାରିଖ ଯାଏଁ ଛୁଟି ରହିବ। ଏନେଇ ଜିଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜିଲାପାଳ ଚିଠି ଲେଖିଛନ୍ତି। ତେବେ ଅଗଷ୍ଟ ୧ରେ ସ୍କୁଲ ଖୋଲିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପିଲାମାନେ ସ୍କୁଲ ନ ଆସିଲେ ମଧ୍ୟ ଶିକ୍ଷକମାନେ ସ୍କୁଲରେ ଉପସ୍ଥିତ…

ଭାଙ୍ଗିଲା କାନପୁର କପର୍ ଡ୍ୟାମ୍…ବାଜିଲା ସାଇରନ;ଜଗି ରହିଛନ୍ତି ପୋଲିସ ପ୍ରଶାସନ

ବଡ଼ବିଲ:କେନ୍ଦୁଝର ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ବୈତରଣୀ ଉପରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍ ଭାଙ୍ଗିଯାଇଛି । ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ କପର୍ ଡ୍ୟାମ୍ ଭାଙ୍ଗିଲା । ଗୁରୁବାର ସକାଳ ପ୍ରାୟ ୭ଟା…

ସ୍କୁଲ ମଧ୍ୟାହ୍ନ ଭୋଜନରେ ଝିଟିପିଟି ମାମଲା: ରିପୋର୍ଟ ତଲବ କଲେ ଡିଇଓ

ପୁରୀ: ଡେଲାଙ୍ଗ ଅରାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରୁ ଝିଟିପିଟି ମିଳିବା ଘଟଣା। ଏହାକୁ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହେବା ପରେ ବିଇଓଙ୍କୁ ରିପୋର୍ଟ ମାଗିଲେ ଜିଲ୍ଲା ଶିକ୍ଷାଅଧିକାରୀ । ଏହାପରେ ପୁରୀ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଚିନ୍ତା…

ଆଜିଠୁ ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ;୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଓଡ଼ିଶା ପରେ ଆଜିଠୁ ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ । ପଶ୍ଚିମ ଓଡିଶାର ୩ଟି ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ଆଜିଠୁ ଆସନ୍ତା ୨୪ ଘଣ୍ଟା ଯାଏଁ ଦକ୍ଷିଣ ଓଡ଼ିଶା ଓ…

ଫୁଲୁଛି ମହାନଦୀ; ଭଟ୍ଟାରିକା ମନ୍ଦିରରେ ପଶିଗଲା ବନ୍ୟାଜଳ,ଚଳନ୍ତି ପ୍ରତିମାଙ୍କୁ ଅସ୍ଥାୟୀ ମଣ୍ଡପକୁ…

ଆଠଗଡ଼:ଉପରମୁଣ୍ଡରେ କ୍ରମାଗତ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଥିବାରୁ ମହାନଦୀ ଫୁଲିବାରେ ଲାଗିଛି। ଏହାର ପ୍ରଭାବରେ ମା' ଭଟ୍ଟାରିକାଙ୍କ ମୁଖ୍ୟ ମନ୍ଦିରର ଗମ୍ଭୀରା (ଗର୍ଭଗୃହ) ଭିତରେ ବନ୍ୟାଜଳ ପ୍ରବେଶ କରିଛି। ମନ୍ଦିର ବେଢ଼ା ଓ ଗମ୍ଭୀରା ଭିତରେ ବନ୍ୟାଜଳ…

Floods in Odisha:ଟ୍ରାକ୍ଟରରେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କଲେ ଜିଲ୍ଲାପାଳ;ଭୟଭୀତ ନ ହୋଇ ଆଶ୍ରୟସ୍ଥଳୀରେ…

ଜଗତସିଂହପୁର:ଲଗାଣ ବର୍ଷାରେ ବେହାଲ ଓଡ଼ିଶା । ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ତେବେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଜେ ସୋନାଲ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତର କୋଟକଣ, ମଣିଜଙ୍ଗା ପଞ୍ଚାୟତର…

ଆସନ୍ତାକାଲି ବନ୍ଦ ରହିବ ଭଦ୍ରକ ଓ ନବରଙ୍ଗପୁରର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଆସନ୍ତାକାଲି (ବୁଧବାର) ଭଦ୍ରକ ଏବଂ ନବରଙ୍ଗପୁର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ସମେତ…

ସ୍କୁଲରୁ ନିଖୋଜ, ପୋଲିସ ରିଜର୍ଭ ଗ୍ରାଉଣ୍ଡରୁ ମିଳିଲା ଶବ: ରାଜଧାନୀରେ ୭ ବର୍ଷର ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୁଧବାର ଦିନ ଏକ ଅଭାବନୀୟ ତଥା ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସ୍କୁଲରୁ ନିଖୋଜ ହୋଇଥିବା ଜଣେ ୭ ବର୍ଷର ନାବାଳିକା ଛାତ୍ରୀଙ୍କ ମୃତଦେହ କମିଶନରେଟ୍ ପୋଲିସ ରିଜର୍ଭ ଗ୍ରାଉଣ୍ଡ ଭିତରେ ଥିବା ଏକ ପାଣିକୁଣ୍ଡରୁ ଉଦ୍ଧାର କରାଯାଇଛି। କଡ଼ା ସୁରକ୍ଷା…

ଫେଲ୍ ମାରିଲା ସ୍କାମରଙ୍କ ଚାଲ୍! ଲୋକସଭାରେ ସରକାର ଦେଲେ ତଥ୍ୟ, ବ୍ଲକ୍ ହେଲା ୧୫ ଲକ୍ଷ ସିମ୍ ଓ ୩୨ ଲକ୍ଷ ବ୍ୟାଙ୍କ…

ନୂଆଦିଲ୍ଲୀ: ସାଇବର ଲୁଟେରାଙ୍କ ନୂଆ ନୂଆ ତରିକା ଓ ଡିଜିଟାଲ୍ ଠକେଇ ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ସରକାର ଏହା ଉପରେ କଡ଼ା ପ୍ରହାର କରିଛନ୍ତି। ଦେଶରେ ବଢୁଥିବା ଅନଲାଇନ୍ ଠକେଇକୁ ରୋକିବା ପାଇଁ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ଏବେ କିପରି ସଫଳ ହେଉଛି, ସେ ନେଇ ଲୋକସଭାରେ…