Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Sambalpur Zoo: ସମ୍ବଲପୁର ଚିଡିଆଖାନାକୁ ଆସିବେ ଏହି ୪ ନୂଆ ଅତିଥି

ସମ୍ବଲପୁର: ସମ୍ବଲପୁର ଚିଡିଆଖାନାକୁ ଆସିବେ ୪ ମହାବଳ ବାଘ l ଏଥିପାଇଁ ପୂର୍ବରୁ ନ୍ୟାସନାଲ ଜୁ ଅଥରିଟି ଅନୁମତି ପ୍ରଦାନ କରିସାରିଛି l ମହାବଳ ବାଘଙ୍କ ପାଇଁ ନିର୍ମାଣ ହେବ ୧୫୦୦ ବର୍ଗମିଟରର ଟାଇଗର ଏନକ୍ଲୋଜର l ଦେଶର ଅନ୍ୟ ଚିଡିଆଖାନାରୁ ଏହି ୪ ମହାବଳ ବାଘ ଆସିବେ ବୋଲି ସୂଚନା ରହିଛି ।…

Delhi Airport Flight Landing:ଟଳିଲା ବଡ଼ ଦୁର୍ଘଟଣା; ଦିଲ୍ଲୀ ବିମାନବନ୍ଦରରେ ଭୁଲ ରନୱେରେ ଅବତରଣ କଲା ଆଫଗାନ…

ନୂଆଦିଲ୍ଲୀ:ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ ପାଇଲଟ୍ ଭୁଲବଶତଃ ବିମାନଟିକୁ ଉଡ଼ାଣ ପାଇଁ ବ୍ୟବହୃତ ରନୱେରେ ଅବତରଣ କରାଇ ଦେଇଥିଲେ। ଦିଲ୍ଲୀର ଆଇଜିଆଇ ବିମାନବନ୍ଦରରେ (IGI Airport Delhi) ଏରିଆନା ଆଫଗାନ ଫ୍ଲାଇଟ୍ସର ଏକ…

SIR ଯୋଗୁଁ ଦୀର୍ଘ ୩୭ ବର୍ଷ ପରେ ହଜିଯାଇଥିବା ପୁଅକୁ ଫେରି ପାଇଲା ପରିବାର

କୋଲକାତା: ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌) ଏବେ ବିଭିନ୍ନ ରାଜ୍ୟରେ ତ୍ବରାନ୍ବିତ ହେଉଛି। ଏସଆଇଆର ଯୋଗୁଁ ପଶ୍ଚିବମଙ୍ଗରେ ଏକ ଅନନ୍ୟ ଘଟଣା ଘଟିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ୩୭ ବର୍ଷ ପୂର୍ବେ ପରିବାରଠାରୁ ଅଲଗା ହୋଇଯାଇଥିବା ପୁଅକୁ…

Dharmendra Death: ବଲିଉଡର ‘ହି-ମ୍ୟାନ୍’ ଧର୍ମେନ୍ଦ୍ର କେଉଁ ରୋଗରେ ପୀଡିତ ଥିଲେ, ସେଥିରୁ ବଞ୍ଚିବା…

ମୁମ୍ବାଇ: ବଲିଉଡ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବହୁତ ଦିନ ଧରି ଅସୁସ୍ଥ ଥିଲେ। କିଛି ଦିନ ପୂର୍ବରୁ ତାଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ଅଭିଯୋଗ କରିବା ପରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୮୯ ବର୍ଷୀୟ ଏହି…

SI exam scam: ସିବିଆଇରେ ହାଜର ହେଲେ ଆଉ ୩ ପରୀକ୍ଷାର୍ଥୀ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ଅନିୟମିତତା ମାମଲାରେ ତଦନ୍ତ ଜାରି ରଖିଛି ସିବିଆଇ ଟିମ୍ । ସିବିଆଇରେ ଆଜି ଆଉ ତିନି ଜଣ ପରୀକ୍ଷାର୍ଥୀ ହାଜର ହୋଇଛନ୍ତି । ହାଜର ପାଇଁ ସମନ କରିଥିଲା ସିବିଆଇ । ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ କାଗଜପତ୍ର ସହ ଏହି ତିନି ଜଣ ପରୀକ୍ଷାର୍ଥୀ ହଜାର…

ଆରପାରିକୁ ଚାଲିଗଲେ ବଲିଉଡ୍ ଭେଟେରାନ ଅଭିନେତା ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି। "ହି-ମ୍ୟାନ୍" ଭାବରେ ଜଣାଶୁଣା ବରିଷ୍ଠ ଅଭିନେତାଙ୍କ ମୃତ୍ୟୁ ଖବର ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଧର୍ମେନ୍ଦ୍ରଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଲହରୀ ଖେଳାଇ ଦେଇଛି । ଧର୍ମେନ୍ଦ୍ର ଦୀର୍ଘ…

ମା କ୍ଷୀରରେ ବିଷାକ୍ତ କେମିକାଲ!

ନୂଆଦିଲ୍ଲୀ: ନବଜାତ ଶିଶୁ ପାଇଁ ମାତୃ କ୍ଷୀର ସର୍ବୋତ୍ତମ ଖାଦ୍ୟ। କିନ୍ତୁ ଏଥିରେ ଯଦି ବିଷାକ୍ତ ରସାୟନ ମିଳେ ତାହେଲେ ସ୍ଥିତି ଯେ କଣ ହେବ ତାହା ଅନୁମାନ କରାଯାଇପାରେ। ଏଭଳୀ ଘଟଣା ବିହାରରେ ଦେଖାଯାଇଛି। ବିହାରର ଛଅଟି ଜିଲ୍ଲାରେ ମାତୃ କ୍ଷୀରରେ ମାରାତ୍ମକ ୟୁରାନିୟମ ଭଳି ପଦାର୍ଥ…

ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା, ଚାଷୀଙ୍କ ପାଇଁ ମଣ୍ଡିରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ମଙ୍ଗଳବାର ଅର୍ଥାତ୍ ଆସନ୍ତାକାଲି ଠାରୁ ରାଜ୍ୟରେ ଧାନକିଣା ଆରମ୍ଭ ହେବ । ଚଳିତବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼ିକରେ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମଣ୍ଡି ଗୁଡିକରେ ଖାଦ୍ୟ, ପାନୀୟ, ଶୌଚାଳୟ ଭଳି ସବୁ ବ୍ୟବସ୍ଥା…

Vande Bharat: ପୁଣି ବନ୍ଦେ ଭାରତ ଟ୍ରେନ୍‌କୁ ପଥରମାଡ଼

ରାଉରକେଲା: ପୁଣି ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ପଥରମାଡ ହୋଇଛି । ଝରକା କାଚକୁ କୌଣସି ଅଜ୍ଞାତ ବ୍ୟକ୍ତି ପଥର ମାଡ଼ କରିଥିବା ସୂଚନା ମିଳିଛି । ଫଳରେ ଝରକା କାଚଟି ଭାଙ୍ଗିଯାଇଛି । ରାଉରକେଲାରୁ ହାୱଡା ଯାଉଥିବା ଟ୍ରେନ୍‌ ସଂଖ୍ୟା ୨୦୮୭୨ ବନ୍ଦେ ଭାରତ ଏକ୍ସପ୍ରେସକୁ ଏହି ପଥରମାଡ କରାଯାଇଛି ।…

ମାଓ ଦମନ ଅପରେସନ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମାଓ ନେତାର ନିଦେଦନ

ମାଲକାନଗିରି: ମାଓ ନେତା ଅନନ୍ତ ଜାରି କଲା ଶାନ୍ତି ବାର୍ତ୍ତାର ପ୍ରେସ୍‌ ରିଲିଜ। ମାଓ ଦମନ ଅପରେସନ ବନ୍ଦ କରିବା ପାଇଁ ନିଦେଦନ କଲା ଅନନ୍ତ। ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ମାଓନେତାର ନିବେଦନ। ପ୍ରେସ ରିଲିଜ ଅନୁଯାୟୀ, ଚଳିତ ବର୍ଷ PLGA ସପ୍ତାହ ପାଳିବେନି…