Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମେଡିକାଲ ଚେକଅପ୍‌ର ୬ ଘଣ୍ଟା ମଧ୍ୟରେ ପୁଣି ଜେଲ୍ ଫେରିଲେ ଇମ୍ରାନ ଖାନ

ଇସଲାମାବାଦ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କମିନି ସମସ୍ୟା। ମେଡିକାଲ ଚେକଅପ୍ ପରେ ପୁଣି ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, ଇମ୍ରାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଶିଫା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ଛଅ ଘଣ୍ଟା…

ଜନ୍ତରମନ୍ତର ଛାତ୍ର ପ୍ରତିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ, ପୋଲିସ ବଳପ୍ରୟୋଗର ତଦନ୍ତ କରିବ ୫ ଜଣିଆ କମିଟି

ନୂଆଦିଲ୍ଲୀ: ଗତ ମାସ ଦିଲ୍ଲୀ ଜନ୍ତର-ମନ୍ତର ଛାତ୍ର ପ୍ରତିବାଦ ସମୟରେ ପୋଲିସର ଅତ୍ୟାଚାରର ତଦନ୍ତ ପାଇଁ ସୁପ୍ରିମକୋର୍ଟ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଆର. ସୁଭାଷ ରେଡ୍ଡୀଙ୍କ ନେତୃତ୍ୱରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିଛନ୍ତି। ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ପଞ୍ଜାବ…

ବନ୍ୟା ପ୍ରଭାବିତ ଏହି ଜିଲ୍ଲାର ୩୧୩ଟି ସ୍କୁଲ୍ ବନ୍ଦ ଘୋଷଣା

ଯାଜପୁର: ଆଜି ଯାଜପୁର ଜିଲ୍ଲାର ୩୧୩ଟି ସ୍କୁଲ୍ ବନ୍ଦ ଘୋଷଣା। ବନ୍ୟା ପ୍ରଭାବିତ ୮ଟି ବ୍ଲକର ୩୧୩ଟି ସ୍କୁଲ୍ ବନ୍ଦ। ଯାଜପୁର, ବରୀ, ବିଂଝାରପୁର, ରସୁଲପୁର ବ୍ଲକରେ ସ୍କୁଲ୍ ବନ୍ଦ। ଦଶରଥପୁର, କୋରେଇ, ଧର୍ମଶାଳା ଓ ବଡ଼ଚଣା ବ୍ଲକରେ ସ୍କୁଲ୍ ବନ୍ଦ। ବନ୍ୟା ପ୍ରଭାବିତ ୮ଟି ବ୍ଲକର ସମସ୍ତ ସ୍କୁଲ୍‌…

ଅପମିଶ୍ରିତ ପନିରକୁ ନେଇ ପୁଣି ବଡ଼ ରେଡ, ଟ୍ୱିନ ସିଟି ପରେ ଏବେ ବ୍ରହ୍ମପୁରରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ

ବ୍ରହ୍ମପୁର: ବଜାରରେ ମିଳୁଛି ବିଷ ପନିର। ପନିରରେ ମିଶୁଛି ମଇଦା। ରାକ୍ଷୀ ପୂର୍ବରୁ ଅପମିଶ୍ରିତ ପନିର-ଛେନାକୁ ନେଇ ବଡ଼ ରେଡ। କଟକ ପରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଛେନା ଏବଂ ପନିର ଯାଞ୍ଚ କଲା ଖାଦ୍ୟ ସୁରକ୍ଷା ବିଭାଗର ଟିମ। ୫୦ କେଜିରୁ ଅଧିକ ଅପମିଶ୍ରିତ ଛେନା ଓ ପନିର ନଷ୍ଟ। ସେହିପରି…

ଆସୁଛି ଆଉ ଏକ ଲଘୁଚାପ: ପୁଣି ଝଡ଼ବର୍ଷା ଚେତାବନୀ, ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉପକୂଳ ଓ ଉତ୍ତର ଓଡ଼ିଶାକୁ ପ୍ରବଳ ଝଡ଼ ବର୍ଷା ଚେତାବନୀ। ୩ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ୧୧ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ହେବା ନେଇ ପାଣିପାଗ ବିଭାଗର ସତର୍କତା ଜାରି। ଆସନ୍ତା ୫ ଦିନ ଯାଏ ରହିବ ଏଭଳି ପାଗ। ରାଜ୍ୟରେ ଏବେ…

Circuit House gun case:ବନ୍ଧୁକ ମାମଲାରେ ବଢ଼ିଲା ଅଡୁଆ;ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନ ନିଲମ୍ବିତ

ରାଉରକେଲା: ପାନପୋଷ ସର୍କିଟ ହାଉସରୁ ଦେଶୀ ବନ୍ଧୁକ ଜବତ ମାମଲାରେ ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନଙ୍କ ଉପରେ ଭାରି ପଡ଼ିଲା । ଆଜି (ଗୁରୁବାର) ରାଉରକେଲାର ବିଜେପି ଯୁବନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶ୍ୱାନଙ୍କୁ ଦଳରୁ ନିଲମ୍ବନ…

ଅନଲାଇନ୍ ଟ୍ୟାକ୍ସି ଚାଳକ ଓ ପୋଲିସ ମୁହାଁମୁହିଁ ଘଟଣା: ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କଲା ବିଜେଡି, ପାଲଟା ଜବାବ…

ଭୁବନେଶ୍ୱର: ରାଜଧାନୀରେ ଅନଲାଇନ୍ ଟ୍ୟାକ୍ସି ଚାଳକ ସଂଘ ଓ ପୋଲିସ ମୁହାଁମୁହିଁ ଘଟଣାର ଗୋଟିଏ ଦିନ ପରେ, ଓଡ଼ିଶାରେ ବିରୋଧୀ ରାଜନୈତିକ ଦଳ ଏବଂ ଶାସକ ବିଜେପି ପରସ୍ପର ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାକୁ ନେଇ ବର୍ତ୍ତମାନ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ହିଂସା ପାଇଁ ବିଜୁ ଜନତା ଦଳ…

SBI ଆକାଉଣ୍ଟ ଧାରକଙ୍କୁ ବଡ଼ ଝଟକା, ବାରମ୍ବାର ଜମା ଖାତାରୁ ଟଙ୍କା ଉଠାଇଲେ ପଡ଼ିବ ଅଲଗା ଦେୟ, ଜାଣନ୍ତୁ କଣ ରହିଛି ନୂଆ…

ନୂଆଦିଲ୍ଲୀ: ଅକ୍ଟୋବର ମାସରେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ନଗଦ ଟଙ୍କା ଉତ୍ତୋଳନ (cash withdrawal) ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ କରିବାକୁ ଯାଉଛି। ଭାରତର ସର୍ବବୃହତ ସାର୍ବଜନୀନ କ୍ଷେତ୍ର ଏବଂ ବାଣିଜ୍ୟିକ ବ୍ୟାଙ୍କ ଶାଖା ଚ୍ୟାନେଲ ମାଧ୍ୟମରେ…

କିମ୍‍ସ ଡାକ୍ତରଙ୍କ ସଫଳତା: ୧୦ମାସର ଶିଶୁ ଖାଦ୍ୟନଳୀରୁ ବାହାରିଲା ଧାତବ ପିନ୍‍

ଭୁବନେଶ୍ୱର: ୧୦ ମାସର ଶିଶୁ ଅସାବଧାନତା ଭାବେ ଗିଳି ଦେଇଥିଲା ଧାତବ ପିନ୍‍। କିମ୍‍ସ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଶିଶୁଟି ମୃତ୍ୟୁ ମୁହଁରୁ ବଞ୍ଚିଯାଇଛି। ରାଉରକେଲାର ୧୦ ମାସର ଶିଶୁ ଏକ ଧାତବ ପିନ୍‍ ଗିଳି ଦେଇଥିଲା। ପିନ୍‍ଟି ଶିଶୁର ଖାଦ୍ୟନଳୀରେ ଅଟକି ରହିଥିଲା। ଶିଶୁଟି ବାରମ୍ବାର…

ଆୟ ବହିର୍ଭୂତ ସମ୍ପତ୍ତି ନେଇ ତହସିଲଦାର ଘରେ ଭିଜିଲାନ୍ସ, ନଗଦ ୫ ଲକ୍ଷ ଟଙ୍କା ଜବତ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ତହସିଲଦାର। ଗାଡ଼ି ଯାଞ୍ଚ ବେଳେ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ନଗଦ ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ନେଇ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର ତଥା ସବ୍‌ରେଜିଷ୍ଟ୍ରାର ମୁରଲୀଧର ଉର୍ମାଲଙ୍କୁ…