Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପରାଜୟ ଧାରାରେ ବ୍ରେକ, କ୍ରିଜରେ ଧୋନୀଙ୍କ ଧୂଆଁଧାର ବ୍ୟାଟିଂ ପାଇଁ ହାରିଲା ଲକ୍ଷ୍ନୌ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସକେ) ଶେଷରେ ନିଜର ଲଗାତର ପରାଜୟରେ ବ୍ରେକ ମାରିଛି । ଲକ୍ଷ୍ମୌ ବିପକ୍ଷରେ ମ୍ୟାଚ ବିଜୟୀ ହୋଇ ଚଳିତ ଆଇପିଏଲ ସିଜନରେ ଦ୍ୱିତୀୟ ବିଜୟ ହାସଲ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ମ୍ୟାଚରେ ୧୬୭ ରନର ଟାର୍ଗେଟକୁ ପିଛା କରି ମୈଦାନକୁ…

ସଲମାନଙ୍କୁ ହତ୍ୟା ଧମକ, ଗୁଜରାଟରୁ ଅଭିଯୁକ୍ତ ଚିହ୍ନଟ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି। ସୋମବାର ସକାଳେ ମୁମ୍ବାଇର ଓ୍ଵର୍ଲି ଟ୍ରାଫିକ ବିଭାଗର ହ୍ଵାଟ୍ସଆପ୍‌ ନମ୍ବରକୁ ଏକ ଅଜଣା ନମ୍ବରରୁ ଏହି ଧମକ ଆସିଥିଲା। ଧମକ ଦେଇଥିବା ବ୍ୟକ୍ତି ସଲମାନଙ୍କୁ ହତ୍ୟା କରିବା ସହ ତାଙ୍କ ଗାଡ଼ିକୁ ବମ୍‌ରେ ଉଡ଼ାଇ ଦେବା…

ନିର୍ବାଚନ ପୂର୍ବରୁ ବିହାରରେ ଏନଡିଏକୁ ଝଟକା, ହାତ ଛାଡ଼ିଲେ ପାରସ ପାସଓ୍ୱାନ୍

ପାଟଣା: ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆରଏଲଜେପି) ସୋମବାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସହ ସମ୍ପର୍କ ଛିନ୍ନ କରିଥିବା ଘୋଷଣା କରିଛି। ଦଳର ମୁଖ୍ୟ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସ ଏହି ନିଷ୍ପତ୍ତି ନେଇଛନ୍ତି। ବିଆର ଆମ୍ବେଦକରଙ୍କ…

ମନରେଗାରେ ୨୧ଟଙ୍କା ମଜୁରୀ ବଢାଇଲେ କେନ୍ଦ୍ର ସରକାର

କୋରାପୁଟ: ମନରେଗାରେ ମଜୁରୀ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ୨୫୨ଟଙ୍କା ଥିବାବେଳେ ଏହାକୁ ୨୧ଟଙ୍କା ବୃଦ୍ଧି କରାଯାଇ ୨୭୩ଟଙ୍କା କରାଯାଇଛି । ବର୍ତ୍ତମାନ ଜବକାର୍ଡଧାରୀ ଦୈନିକ ମଜୁରୀ ୨୭୩ଟଙ୍କା ପାଇବେ । କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ୨୪୦ଟି ପଞ୍ଚାୟତର ୩ ଲକ୍ଷ…

ମୁର୍ଶିଦାବାଦ ଦଙ୍ଗା; ଆମେ ଥରେ ବଞ୍ଚିଥାଉ ଏବଂ ଥରେ ମରୁ: ମମତା ବାନାର୍ଜୀ

କୋଲକତା: ୱାକଫ ସଂଶୋଧନ ଆଇନର ପ୍ରତିବାଦରେ ସାମ୍ପ୍ରଦାୟିକ ହିଂସା ପରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଉତ୍ତେଜନାର ବାତାବରଣ ରହିଛି । ଏହି ଅଞ୍ଚଳରେ ବହୁ ମାତ୍ରାରେ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଏହି ହିଂସାକୁ ନେଇ ବିଜେପି, ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ…

ଏପ୍ରିଲ ୧୯ରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ଭୁବନେଶ୍ୱର: ଓଡିଶା ଆସୁଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ । ଏପ୍ରିଲ ୧୯ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସି ବରମୁଣ୍ଡା ଗ୍ରାଉଣ୍ଡରେ ରାଜ୍ୟ ପାଇଁ ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୋମବାର ଗଣମାଧ୍ୟମକୁ ସୂଚନା…

ଓଡ଼ିଶା ଆସିବେ ଦିଲ୍ଲୀ ବାଚସ୍ପତି; କାଗଜବିହୀନ ବିଧାନସଭା ପ୍ରକ୍ରିୟାର ଅଧ୍ୟୟନ କରିବେ 

ନୂଆଦିଲ୍ଲୀ: ଓଡ଼ିଶା ଆସିବେ ଦିଲ୍ଲୀ ବାଚସ୍ପତି ବିଜେନ୍ଦର ଗୁପ୍ତା। କାଗଜବିହୀନ ବିଧାନସଭା ପ୍ରକ୍ରିୟାର ଅଧ୍ୟୟନ କରିବେ । ଜାତୀୟ ଇ-ବିଧାନ ଆବେଦନ (ନେଭା) ପ୍ରକ୍ରିୟା ମାଧ୍ୟମରେ କାଗଜବିହୀନ ଏବଂ ଡିଜିଟାଲ୍ ବିଧାନସଭା ପ୍ରକ୍ରିୟା ଗ୍ରହଣ କରିଥିବା ଅନେକ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ।…

କୋଇଲା ପରେ ମାଙ୍ଗାନିଜ୍ ଖଣିରେ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ

ସୁନ୍ଦରଗଡ଼: ପ୍ରଥମେ କୋଇଲା ଖଣି ପରେ ଏବେ ସୁନ୍ଦରଗଡରେ ମାଙ୍ଗାନିଜ ଲୁହାପଥର ଖଣିରେ ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ ର ଚଢାଉ । ସୁନ୍ଦରଗଡ଼ର ତେଲେନଡିହି ପରେ କୋଇଡ଼ା ଖଣି ଅଞ୍ଚଳରେ ପହଞ୍ଚିଛି ସ୍ପେଶାଲ ଏନଫୋର୍ସମେଣ୍ଟ ଟିମ୍ । ଏହି ଚଢାଉରେ ଏନଫୋର୍ସମେଣ୍ଟ ଟିମ୍ ସହ ଡିଡିଏମ୍ ଓ ରେଞ୍ଜର ମଧ୍ୟ…

‘ଯଦି କେଜ୍ରିୱାଲଙ୍କୁ ଗିରଫ କରାଯାଇପାରୁଛି, ତେବେ ରାହୁଲଙ୍କୁ କାହିଁକି ନୁହଁ?’

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ମୁଖ୍ୟ ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କଡ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ସେ ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ । ମୁଖପାତ୍ର କହିଛନ୍ତି ଯେ, ଯେତେବେଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ…

ଦୁଇ ମାସ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ଦୁଇ ମାସ ଯାଏଁ ସମୁଦ୍ରକୁ ଯାଇପାରିବେ ନାହିଁ ମତ୍ସ୍ୟଜୀବୀ । ରାଜ୍ୟର ପୂର୍ବ ଉପକୂଳ ଗୁଡିକରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ । ଏନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ୧୧ ତାରିଖରେ ନୋଟିସ ଜାରି କରାଯାଇଛି । ନୋଟିସ ନଂ. ୪୦୩୮ରେ ରହିଛି…