Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସ୍ତନ କର୍କଟରୁ ମୁକ୍ତି ଦେବ ଏହି ମେଡିସିନ୍: ସଂକ୍ରମଣକୁ ରୋକିବ

ନୂଆଦିଲ୍ଲୀ: ଏବେ ସ୍ତନ କର୍କଟର ଅନେକ ମାମଲା ସାମ୍ନାକୁ ଆସୁଛି । ୨୦୨୨ ରିପୋର୍ଟ ଅନୁଯାୟୀ, ବିଶ୍ୱ ସ୍ତରରେ ପ୍ରାୟ ୨.୩ ନିୟୁତ ମହିଳା ସ୍ତନ କର୍କଟରେ ପୀଡିତା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୭ ହଜାର ଜଣଙ୍କ ମୃତ୍ୟୁ ହୋଇଛି । ତେବେ ରତପାର୍ଟରେ ଏହା ବି ଦର୍ଶାଯାଇଛି, ବିଶ୍ୱ ସ୍ତରରେ…

ISL Final: ବେଙ୍ଗାଲୁରୁ ବନାମ ମୋହନ ବାଗାନ, ଆଜି ଏଠାରେ ଦେଖନ୍ତୁ ଲାଇଭ୍ ଟେଲିକାଷ୍ଟ

କୋଲକାତା:ଭାରତୀୟ ଘରୋଇ ଫୁଟବଲ୍ରର ସର୍ବୋଚ୍ଚ ପ୍ରତିଯୋଗିତା ଆଇଏସଏଲ (ଇଣ୍ଡିଆନ୍ ସୁପର୍ ଲିଗ୍‌)ର ଫାଇନାଲ୍ ମ୍ୟାଚ୍‌ ଆଜି ସଲ୍ଟ ଲେକ୍ ଷ୍ଟାଡିୟମରେ ଖେଳାଯିବ । ଏହି ଫାଇନାଲ ଟକ୍କରରେ ମୋହନ ବାଗାନ ସୁପର୍ ଜାଏଣ୍ଟ୍‌(MBSG) କୁ ଭେଟିବ ବେଙ୍ଗାଲୁରୁ ଏଫ୍‌ସି (BFC) । ଉଭୟ ଦଳ ଏହି ସିଜନରେ…

୧୫ରୁ ବନ୍ଦ ହେବ ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ୨

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ ୨ ଆସନ୍ତା ୧୫ ତାରିଖରୁ ହେବାକୁ ଯାଉଛି ।  ଟର୍ମିନାଲ ୨ ରୁ ପରିଚାଳିତ ସମସ୍ତ ବିମାନଗୁଡିକ ଏପ୍ରିଲ ୧୫ ରୁ ଟର୍ମିନାଲ ୧ କୁ ସ୍ଥାନାନ୍ତରିତ ହେବ । ଏନେଇ ଦିଲ୍ଲୀ ବିମାନମନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଥିବା ନେତାଙ୍କୁ କଟାକ୍ଷ କଲେ ଦେବୀ ମିଶ୍ର

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଏବେ ଅନ୍ତଃକଳହର ସମ୍ମୁଖୀନ ହେଉଛି। ଦଳର ପୂର୍ବତନ ନେତା ତଥା ପୂର୍ବତନ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କର ପ୍ରଭାବଶାଳୀ ଭୂମିକାକୁ ନେଇ ବିବାଦ ଜୋର ଧରିଛି। ପୂର୍ବତନ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଦଳର ସୁପ୍ରିମୋ…

ଖରା ଦିନେ ଦୂର ହେବ ଜଳ କଷ୍ଟ, ମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ସରକାର ଗ୍ରୀଷ୍ମ ଋତୁରେ ପାଣି ସଙ୍କଟର ସମାଧାନ ପାଇଁ ରାଜ୍ୟରେ ୨୧ ହଜାର ୩୦୦ ନୂଆ ନଳକୂଅ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ସମସ୍ତଙ୍କ ପାଇଁ ପିଇବା ପାଣି…

ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ରାଷ୍ଟ୍ରପତିଙ୍କୁ ତିନି ମାସ ମଧ୍ୟରେ ବିଲ୍‌ ଉପରେ ନିଷ୍ପତ୍ତି ନେବାକୁ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ରାଜ୍ୟପାଳଙ୍କ ଦ୍ୱାରା ପଠାଯାଇଥିବା ବିଲ୍‌ଗୁଡ଼ିକ ଉପରେ ରାଷ୍ଟ୍ରପତିଙ୍କୁ ତିନି ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ହେବ। ତାମିଲନାଡୁ ରାଜ୍ୟପାଳଙ୍କ ଦ୍ୱାରା ବିଲ୍‌ଗୁଡ଼ିକୁ ଅନୁମୋଦନ ନ ଦେଇ ଅଟକାଇ ରଖିବା ଘଟଣାକୁ ଅବୈଧ…

କିଏ ଏହି ୨୬/୧୧ ଆକ୍ରମଣର ଦୁବାଇ ବ୍ୟକ୍ତି ? ଯାହା ନିର୍ଦ୍ଦେଶରେ ଚାଲିଥିଲା ବୈଠକ….

ନୂଆଦିଲ୍ଲୀ: ଭାରତରେ ତହବୁର । ଚାଲିଛି ଜେରା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର  ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ତହବୁର ରାଣାକୁ ଗୁରୁବାର ରାତିରେ ପଟିଆଲା ହାଉସ୍ କୋର୍ଟ ୧୮ ଦିନ ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ହେପାଜତକୁ ପଠାଇ ଦେବାପରେ ଆଜିଠାରୁ ତାକୁ ଏନଆଇଏ ସ୍ବତନ୍ତ୍ର ସେଲ୍‌ରେ…

‘ପାଣ୍ଡିଆନଙ୍କୁ ସମର୍ଥନ କରି ଗଲା ନବୀନଙ୍କ ଲୋକପ୍ରିୟତା’- ପ୍ରସନ୍ନ

ଭୁବନେଶ୍ବର: ‘ବିଜେଡି ଦଳରେ ଆଉ କ’ଣ ଅଛି ଯେ, ତାକୁ ଗଢିବେ ? ପାଣ୍ଡିଆନ୍ ଆସିବା ଦିନଠୁ ଦଳ ଧ୍ବଂସ ହୋଇସାରିଛି’-କିଛି ଏପରି କହି ପାଣ୍ଡିଆନ ଏବଂ ନବୀନଙ୍କ ଉପରେ ଖୁବ୍ ବର୍ଷିଛନ୍ତି ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ । ବିଜେଡିର ସ୍ଥିତି ଏବେ ଦୁର୍ବିସହ ଭିତରକୁ ଠେଲି ହେଉଥିବା ବେଳେ…

ଦିଲ୍ଲୀରେ ଧୂଳି ଝଡ: ଜାରି ରହିଛି ଅରେଞ୍ଜ ଆଲର୍ଟ, ୨୦୫ ବିମାନ ବିଳମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବଳ ଝଡ ବର୍ଷା । ଶୁକ୍ରବାର ସଂନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ଧୂଳିଝଡ଼ ଏବଂ ବର୍ଷା ଯୋଗୁଁ ଅସ୍ଥିର ହୋଇଉଠିଛି ଦିଲ୍ଲୀ । ଫଳରେ ଅନେକ ବିମାନର ଉଡ଼ାଣ ବିଳମ୍ବ ହୋଇଛି । ପାଖାପାଖି ୨୦୫ଯି ବିମାନର ଉଡାଣ ବିଳମ୍ବିତ ହେବା ପରେ ଦିଲ୍ଲୀ ବିମାନବନ୍ଦରରେ ବିଶୃଙ୍ଖଳା…

ସୁରକ୍ଷା ବାହିନୀକୁ ବଡ଼ ସଫଳତା:୩ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କିସ୍ତୱାରରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ମୋଟ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର ଜିଲ୍ଲାର ଛତରୁ ଜଙ୍ଗଲ ଅଞ୍ଚଳରେ ଚାଲିଛି। ଜଣେ ଉଚ୍ଚ ପୋଲିସ ଅଧିକାରୀ କହିଛନ୍ତି ଯେ…