Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

G20 Summit: ପହଞ୍ଚିଲେ ମୋଦି; ଦେଖାନାହାଁନ୍ତି ଟ୍ରମ୍ପ, ପୁଟିନ, ଜିନପିଙ୍ଗ…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ପ୍ରଧାନମନ୍ତ୍ରୀ ମୋଦି...ଗଲେନି ଟ୍ରମ୍ପ, ପୁଟିନ, ଜିନପିଙ୍ଗ... ୨୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ, G20 ଶିଖର ସମ୍ମିଳନୀ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେଉଛି। ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜୋହାନ୍ସବର୍ଗରେ…

ଭାରତକୁ ତୁର୍କୀ ଓ ଚୀନ ତିଆରି ଅସ୍ତ୍ରଶସ୍ତ୍ର ଯୋଗାଉଥିଲା ଏହି ଗ୍ୟାଙ୍ଗ, ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ୍ କଲା…

ନୂଆଦିଲ୍ଲୀ: ଦିଲ୍ଲୀ କ୍ରାଇମବ୍ରାଞ୍ଚ ପାକିସ୍ତାନୀ ଆଇଏସଆଇ ସହିତ ଜଡିତ ଏକ ପ୍ରମୁଖ ଆନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ୍ କରିଛି। ପୋଲିସର ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ ପାକିସ୍ତାନ ଦେଇ ଭାରତକୁ ତୁର୍କୀ ଏବଂ ଚୀନରେ ତିଆରି ଉଚ୍ଚମାନର ପିସ୍ତଲ ଯୋଗାଉଥିଲା। ଏହି…

ଏମାର ମଠ ରୁପା ଇଟା ମହାପ୍ରଭୁଙ୍କ ଅଧୀନକୁ ଆସିବ! ସେପଟେ, ରତ୍ନଭଣ୍ଡାର ଗଣତିମଣତି ପାଇଁ ଶୀଘ୍ର ଆସିବ ଏସଓପି…

ପୁରୀ: ଏମାର ମଠରୁ ବାହାରି ଥିବା ରୂପା ଇଟାକୁ କେଉଁଠି ରଖାହେବ ସେନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ରୁପା ଇଟା ଏମାର ମଠର ସମ୍ପତ୍ତି । ସିଦ୍ଧ ମଠର ଜଜମେଣ୍ଟ ଅନୁଯାଇ ମଠର ସମ୍ପତ୍ତି ଜଗନ୍ନାଥଙ୍କର । ସେହି ଦୃଷ୍ଟିକୋଣରୁ ଏମାର ମଠର…

Air Cargo Services with Afghanistan:ଭାରତ – ଆଫଗାନିସ୍ତାନ ମଧ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ବିମାନ ମାଲ…

ନୂଆଦିଲ୍ଲୀ: କୂଟନୈତିକ ସମ୍ପର୍କ ସୁଦୃଢ଼ ​​ହେବା ପରେ, ଭାରତ ଏବଂ ଆଫଗାନିସ୍ତାନ ଏବେ ବାଣିଜ୍ୟ ଏବଂ ଅର୍ଥନୈତିକ ସମ୍ପର୍କ ଆଡକୁ ଅଗ୍ରସର ହେଉଛନ୍ତି। ଖୁବ୍ ଶୀଘ୍ର ଦୁଇ ଦେଶ ମଧ୍ୟରେ ବିମାନ ମାଲ ପରିବହନ ସେବା (Air Cargo) ଆରମ୍ଭ ହେବ। ଶୁକ୍ରବାର ଆଫଗାନିସ୍ତାନର ତାଲିବାନ ବାଣିଜ୍ୟ ମନ୍ତ୍ରୀ…

Weather Update: ସୃଷ୍ଟି ହେଲା ଲଘୁଚାପ: ୨୪ ତାରିଖରେ ନେଇପାରେ ଅବପାତର ରୂପ

ଭୁବନେଶ୍ୱର: ଦକ୍ଷିଣଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ୨୪ ତାରିଖରେ ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି…

ପାଇଖାନା ଟାଙ୍କି ଭିତରୁ ଦେଶୀ ମଦ ଜବତ, ୫ ଗିରଫ

ଭୁବନେଶ୍ବର: ପାଇଖାନା ଟାଙ୍କିରେ ଦେଶୀ ମଦ। ବିପୁଳ ପରିମାଣର ମଦ ଜବତ କଲା ଭୁବନେଶ୍ବର ଅବକାରୀ ବିଭାଗ ସ୍କ୍ବାଡ । ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର ଓ ଇନଫୋସିଟି ଅବାକରୀ ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା। ଫଳରେ ଉକ୍ତ ଅଞ୍ଚଳରେ ପାଇଖାନା…

ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ଅଭିଯୋଗ

ମାଲକାନଗିରି: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଆଦିବାସୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳରେ ଘଟିଛି ଏପରି ଘଟଣା। ଏଥିରେ ସଂପୃକ୍ତ ଥିବା ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ମାଥିଲି ପୋଲିସ। ଉକ୍ତ ଛାତ୍ରୀ ଜଣକ ମାଥିଲି ଥାନା ଅଂଚଳର ଏକ…

କାର୍ଯ୍ୟକାରୀ ହେଲା ୪ New Labour Codes: ମହିଳା କର୍ମଚାରୀଙ୍କ ପାଇଁ ବଡ ପ୍ରତିଶ୍ରୁତି, ସମାନ ଦରମା ସାଙ୍ଗକୁ, ସମାନ…

ନୂଆଦିଲ୍ଲୀ: ସାରା ଦେଶରେ ଲାଗୁ ହେଲା ସଂଶୋଧିତ ଶ୍ରମ ଆଇନ କୋର୍ଡ । ଶୁକ୍ରବାର ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଏକ ଘୋଷଣାରେ କହିଛି ଯେ ଭାରତ ସରକାର ନଭେମ୍ବର ୨୧ ତାରିଖରୁ ଚାରୋଟି ନୂତନ ଶ୍ରମ ସଂହିତା ଲାଗୁ କରିଛନ୍ତି ଏବଂ ୨୯ ଟି ପ୍ରଚଳିତ…

Ambulance Accident: ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଆଟେଡାଣ୍ଟ ମୃତ ଓ ୫ଗୁରୁତର

ସମ୍ବଲପୁର: ଶନିବାର ଦିନ ସମ୍ବଲପୁର ଜିଲ୍ଲାର ରେଢାଖୋଲ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ବାଲି ବୋଝେଇ ଟ୍ରକୁ ଧକ୍କା ଦେଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ କର୍ମଚାରୀ ଆଟେଡାଣ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ…

Tejas jet crashed: ଏହି କାରଣରୁ ଦୁବାଇରେ ଜଳିଗଲା ଭାରତୀୟ ଲଢୁଆ ବିମାନ, ଜଳିକି ପାଉଁଶ ହୋଇଗଲେ ପାଇଲଟ୍…

ନୂଆଦିଲ୍ଲୀ: ତେଜସ୍ ବିମାନର ନିର୍ମାତା ରାଷ୍ଟ୍ରାୟତ୍ତ ମହାକାଶ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଶୁକ୍ରବାର କହିଛି ଯେ ଦୁବାଇ ଏୟାର ଶୋ'ରେ ଆକାଶ ପ୍ରଦର୍ଶନୀ ସମୟରେ "ସାହସୀ IAF ପାଇଲଟ୍"ଙ୍କ ଜୀବନହାନିରେ ଏହା ଗଭୀର ଭାବରେ ଦୁଃଖିତ। ଶୁକ୍ରବାର ଦିନ ସ୍ୱଦେଶୀ ଲଢ଼ୁଆ…