Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଝଡ଼ବର୍ଷା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ୧୦ଟି ଜିଲ୍ଲା ପାଇଁ ଏକ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏଥିସହିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଝଡ଼ବର୍ଷା, ବଜ୍ରପାତ ସହ ପ୍ରବଳ ପବନ ହେବାର ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ଅନୁଯାୟୀ, ବର୍ଷା ପାଇଁ ତାପମାତ୍ରାରେ ସାମାନ୍ୟ…

Trump visit India: ଖୁବଶୀଘ୍ର ଭାରତ ଆସିବେ ରାଷ୍ଟ୍ରପତି ଟ୍ରମ୍ପ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସମ୍ପର୍କ ନେଇ…

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଶନିବାର କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତ କରିବାର ସମ୍ଭାବନା ରହିଛି। ଏଥିସହିତ ରୁବିଓ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ଉପରେ ଗୁରୁତ୍ୱାରୋପ…

Hydrogen Train: ଭାରତ ଟ୍ରାକରେ ଗଡିବ ହାଇଡ୍ରୋଜେନ୍ ଟ୍ରେନ୍, ସଫଳ ହେଲା ହାଇ-ସ୍ପିଡ୍ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ରେଳ ଲାଇନରେ ଖୁବଶୀଘ୍ର ଚାଲିବାକୁ ହାଇଡ୍ରୋଜେନ୍ ଟ୍ରେନ୍ । ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନର ଶେଷ ହାଇ-ସ୍ପିଡ୍ ପରୀକ୍ଷଣ ଶୁକ୍ରବାର ସଫଳତାର ସହ ଶେଷ ହୋଇଛି । ଦିଲ୍ଲୀ-ଜିନ୍ଦ ସେକ୍ସନରେ ହାଇଡ୍ରୋଜେନ୍ ଟ୍ରେନର ପରୀକ୍ଷଣ କରାଯାଇଥିଲା। ଏହି ସମୟରେ ଟ୍ରେନଟି ଘଣ୍ଟା…

ଦେବସ୍ନାନ ପୂର୍ଣ୍ଣିମା; ପୁରୀରେ ପାର୍କିଂ ପାଇଁ ‘ଫାଷ୍ଟ କମ୍‌ ଫାଷ୍ଟ୍‌ ସର୍ଭ’କୁ ଦିଆଯିବ ଗୁରୁତ୍ଵ

ପୁରୀ: ସୋମବାର ଦିନ ଜ୍ୟେଷ୍ଠ ଶୁଦ୍ଧ ଶୁକ୍ଲ ପୂର୍ଣ୍ଣିମା। ଅର୍ଥାତ୍ ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା। ଆଜିଠୁ ଦେବସ୍ନାନ ପୂର୍ଣ୍ଣିମା ନେଇ ପ୍ରସ୍ତୁତି ପର୍ବ। ପରମ୍ପରା ଅନୁଯାୟୀ ଏହି ତିଥିରେ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ସମୟରେ ହୋଇଥାଏ ଦଇତା ପ୍ରବେଶ ନୀତି। ସ୍ନାନପୂର୍ଣ୍ଣିମା ନିମନ୍ତେ…

ଭେନେଜୁଏଲାରେ ପୁଣି ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୯୦୦ ପାର୍ 

ନୂଆଦିଲ୍ଲୀ: ଶୁକ୍ରବାର ଅପରାହ୍ନରେ ଭେନେଜୁଏଲାରେ ଆଉ ଏକ ୪.୯ ତୀବ୍ରତାର ଭୂମିକମ୍ପ ଘଟିଛି। ଦୁଇଟି ବଡ଼ ଭୂମିକମ୍ପର ମାତ୍ର ଦୁଇ ଦିନ ପରେ ଏଭଳି ଘଟିଛି। ରିପୋର୍ଟ ଅନୁଯାୟୀ, କାରାକାସ୍ ଏବଂ ମାରାକେରେ ସଦ୍ୟତମ ଭୂମିକମ୍ପ ଅନୁଭବ କରିଛନ୍ତି। ତେବେ ପୂର୍ବ ଦୁଇ ବଡ ଭୂମିକମ୍ପରେ ଏଯାବତ…

ବାଲେଶ୍ଵରରେ ଗୋଷ୍ଠୀ ସଂଘର୍ଷ, ୨୦ ଆହତ

ଭୁବନେଶ୍ବର: ବାଲେଶ୍ୱର ସହରରେ ବିଳମ୍ବିତ ରାତିରେ ଏକ ଶୋଭାଯାତ୍ରା ସମୟରେ ଦରଘା ମଇଦାନ ନିକଟରେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଅପରପକ୍ଷରେ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…

ସ୍ଥାପନ ହେଲା ସୌରଚାଳିତ ସାଇରନ ; ହାତୀ ଗ୍ରାମ ମୁହାଁ ହେଲେ ବାଜିବ, ଲୋକେ ହେବେ ସତର୍କ

କନ୍ଧମାଳ:ଜିଲ୍ଲାରେ ବଢ଼ୁଥିବା ହାତୀ ଉପଦ୍ରବ ଓ ମଣିଷ ହାତୀ ସଂଘର୍ଷକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଏକ ନୂତନ ପଦକ୍ଷେପ ହାତକୁ ନେଇଛନ୍ତି । ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳଗୁଡ଼ିକରେ ସୌରଚାଳିତ ସାଇରନ ବ୍ୟବସ୍ଥା ସ୍ଥାପନ କରାଯାଇଛି । ଫଳରେ ହାତୀ ଗ୍ରାମ ମୁହାଁ ହେବାର ସୂଚନା ମିଳିବା…

Odia Cinema: “ଓଡ଼ିଆ ଫିଲ୍ମ ସିନେମା ହଲରୁ ବାହାର କରି ଅନ୍ୟ ସିନେମାର ପ୍ରଚାର କରାଗଲେ ଦୃଢ଼…

ଭୁବନେଶ୍ବର: କଳାକାରମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ନୂତନ ‘ଚଳଚ୍ଚିତ୍ର ନୀତି’ ପ୍ରଣୟନ କରିବାକୁ ଯାଉଛନ୍ତି । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସ୍ଥାନୀୟ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ…

Congress Appoints Lalji Desai:ଓଡ଼ିଶା ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କଲା କଂଗ୍ରେସ; AICC ପକ୍ଷରୁ ବିଜ୍ଞପ୍ତି…

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ଆସିଛି । ବଦଳିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ । ଓଡ଼ିଶାରେ ସାଙ୍ଗଠନିକ ଭିତ୍ତିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଶୁକ୍ରବାର ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ଲାଲଜୀ ଦେଶାଇଙ୍କୁ ଓଡ଼ିଶାର ନୂଆ…

ସ୍ନାନପୂର୍ଣ୍ଣିମାରେ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍‌ ବ୍ୟବସ୍ଥା; ଜାଣନ୍ତୁ କେଉଁ ପଟେ ଗଲେ କେଉଁଠି ଗାଡି ପାର୍କିଂ…

ପୁରୀ: ଆଉ ଦୁଇ ଦିନ ପରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନପୂର୍ଣ୍ଣିମା । ସ୍ନାନଯାତ୍ରାରେ ରତ୍ନସିଂହାସନ ଛାଡ଼ି ସ୍ନାନ ମଣ୍ଡପକୁ ଧାଡ଼ି ପହଣ୍ଡିରେ ଆସିବେ ଚତୁର୍ଦ୍ଧା ବିଗ୍ରହ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରୁଖୁରୁରେ ନୀତି ସମ୍ପାଦନ, ଜଳ ଲାଗି ଓ ହାତୀ ବେଶକୁ ଅକ୍ଷୁଣ୍ଣ ରଖିବା ପାଇଁ…