Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Naveen Patnaik: ମଣ୍ଡି ଅବ୍ୟବସ୍ଥା ନେଇ ସରକାରଙ୍କ ଉପରେ ବର୍ଷିଲେ ନବୀନ; ‘ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା…

ଭୁବନେଶ୍ବର: ଅମଳ ପରେ ବି ମଣ୍ଡିରେ ପଡି ରହିଛି ଧାନ । ଚାଷୀ ମାନେ ନିଜ କଷ୍ଟ ଅର୍ଜିତ ଧାନକୁ ବିକ୍ରି କରି ନପାରି ଶୀତ କାକରରେ ବି ରାତି ରାତି ଜଗି ରହୁଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିବା ସହ ସରକାରଙ୍କ ଉପରେ ବର୍ଷିଛନ୍ତି । ନବୀନ ତାଙ୍କ ଫେସବୁକ…

School Dropouts: ସ୍କୁଲ ଡ୍ରପ୍‌ଆଉଟ୍ ରୋକିବାକୁ ଏହି ବଡ଼ ପଦକ୍ଷେପ ନେଲେ ରାଜ୍ୟ ସରକାର

ଭୁବନେଶ୍ବର: ପିଲା ଯଦି ସ୍କୁଲ ନ ଆସନ୍ତି କିମ୍ବା ୭ ଦିନରୁ ଅଧିକ ଅନୁପସ୍ଥିତ ରହିଲେ ତେବେ ଘରକୁ ଯିବେ ଶିକ୍ଷକ । ଶିକ୍ଷକ ପିଲାଟିର ଘରେ ପହଞ୍ଚି ତାର ଅନୁପସ୍ଥିତିର ପ୍ରକୃତ କାରଣ ଖୋଜିବେ । ପିଲାଟି କାହିଁକି ସ୍କୁଲ ଆସୁନାହିଁ, ସେନେଇ ଅଭିଭାବକଙ୍କ ସହ ଆଲୋଚନା କରିବେ ଏବଂ ସେମାନଙ୍କୁ…

ବଜାରକୁ ଆସିଲା ଡିଜିଟାଲ ନେଲ୍: ୫ ସେକେଣ୍ଡରେ ବଦଳିଯିବ ନଖର ରଙ୍ଗ ଓ ଡିଜାଇନ୍

ନୂଆଦିଲ୍ଲୀ: ଏବେ ସୁଦ୍ଧା ଆପଣ ମୋବାଇଲ୍ ଫୋନ୍, ସ୍ମାର୍ଟୱାଚ୍ ଏବଂ ଘରଗୁଡ଼ିକୁ ଗୋଟିଏ ନିର୍ଦ୍ଦେଶ ଦ୍ୱାରା ନିୟନ୍ତ୍ରିତ ହେଉଥିବା ଦେଖିଥିବେ। କିନ୍ତୁ ଆପଣ କେବେ କଳ୍ପନା କରିଛନ୍ତି କି ଆପଣଙ୍କ ନଖର ରଙ୍ଗ ମଧ୍ୟ ଡିଜିଟାଲ ମାଧ୍ୟମରେ ପରିବର୍ତ୍ତନ ହୋଇପାରିବ? ଆଜ୍ଞା ହଁ, ସୌନ୍ଦର୍ଯ୍ୟ ଏବଂ…

ରାଉରକେଲାରେ ବିମାନ ଦୁର୍ଘଟଣା: ଆହତଙ୍କୁ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ…

ରାଉରକେଲା: ରାଉରକେଲାରେ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେ ବ୍ୟକ୍ତିଗତ ଭାବେ ସ୍ଥିତି ଉପରେ ନଜର ରଖିଥିବା ନେଇ…

‘ଇଗ୍ନୋ’ ଜାନୁଆରୀ ୨୦୨୬ ଶିକ୍ଷା ସତ୍ର ପାଇଁ ନାମଲେଖା ଆରମ୍ଭ

ଭୁବନେଶ୍ବର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ)ରେ ଜାନୁଆରୀ-୨୦୨୬ ଶିକ୍ଷା ସତ୍ର ପାଇଁ ନାମଲେଖା ପ୍ରକ୍ରିୟା ଘୋଷଣା କରାଯାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଏହି ସୁଯୋଗର ଲାଭ ଉଠାଇ ପାରିବେ । ବିଭିନ୍ନ କାରଣରୁ ଅଧାରୁ ପାଠ…

e-Buses In Sambalpur: ସମ୍ବଲପୁରରେ ଅତ୍ୟାଧୁନିକ ବସ ଟର୍ମିନାଲ ସହ ୨୫ ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ବଲପୁରବାସୀଙ୍କ ଗମନାଗମନକୁ ସୁଗମ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୨୫ଟି ନୂଆ ଇ-ବସ୍‌ର  ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍‌ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି। ସମ୍ବଲପୁରରେ ସମୁଦାୟ ୫୦ଟି ଇ-ବସ୍…

Plane Crash: ରାଉରକେଲାରେ ବିମାନ ଦୁର୍ଘଟଣା: ପାଇଲଟଙ୍କ ସହ ୬ ଆହତ

ରାଉରକେଲା:ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା। ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ବିମାନ । ଜରୁରୀ ଅବତରଣ ବେଳେ ବିମାନ କ୍ରାସ୍ ହୋଇଛି । ଜଲଦା ଏ ବ୍ଲକରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କ ସହ ୬ ଆହତ ହୋଇଛନ୍ତି । ୪ ଜଣ ଯାତ୍ରୀ ଓ ୨ ଜଣ କ୍ରିଉ…

Meeting On Critical Minerals: ଚୀନକୁ ଝଟକା, ଭାରତକୁ ନିମନ୍ତ୍ରଣ 

ନୂଆଦିଲ୍ଲୀ:  ଆମେରିକାର ବଡ଼ ଚାଲ୍ ଚୀନକୁ ଦେଲା ବଡ଼ ଝଟକା ଭାରତ ଅଷ୍ଟ୍ରେଲିଆକୁ ପଠାଇଲା ବିଶେଷ ନିମନ୍ତ୍ରଣ ଚୀନକୁ କଲା ଅଣଦେଖା ବିରଳ ପୃଥିବୀ ଖେଳରେ ଚୀନ୍‌ର ପତନ ନେଇ ଆମେରିକାର ଚାଲ୍ ୱାଶିଂଟନରେ ଏକ ନୂତନ ରଣନୀତି ପ୍ରସ୍ତୁତ କରାଯାଉଛି। ଚୀନ୍‌ର ଖଣିଜ ସାମ୍ରାଜ୍ୟକୁ ସମାପ୍ତ କରିବା…

ବରଗଡ଼ରୁ ସୁନା ଗହଣା ବ୍ୟବସାୟୀଙ୍କୁ ଉଠାଇ ନେଲା କୋଲକତା ପୋଲିସ…

ବରଗଡ଼: ଓଡିଶାର ଜଣେ ସୁନା ଗହଣା ବ୍ୟବସାୟୀଙ୍କୁ ଉଠାଇ ନେଲା କୋଲକତା ପୋଲିସ । ଏହି ଖବର ସାମ୍ନାକୁ ଆସିଛି ବରଗଡ଼ରୁ । ବରଗଡର ନ୍ୟୁ ଡ଼ାୱାର ଜ୍ବେଲର୍ସର ମାଲିକ ହେମନ୍ତ ବର୍ମାକୁ କୋଲକତା ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ସୁନା ବ୍ୟବସାୟୀ…