Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା, ଜାଣନ୍ତୁ…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ଦ୍ୱାରା ଜାରି ହୋଇଥିବା ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ସମ୍ବଲପୁର ଏବଂ କେନ୍ଦୁଝର ଜିଲ୍ଲାର ସମସ୍ତ ସ୍କୁଲକୁ ଆଜି ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ…

ସାଳନ୍ଦୀ ନଦୀରେ ପ୍ରଥମ କରି ବନ୍ୟା ଜଳ ପ୍ରବେଶ; ୬୦ ଫୁଟର ଧସିଲା ନଦୀ ବନ୍ଧ

ଭଦ୍ରକ: ସାଳନ୍ଦୀ ନଦୀରେ ପ୍ରଥମ କରି ପ୍ରବେଶ କରିଛି ବନ୍ୟା ଜଳ । ଗତକାଲିରୁ ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଦଗଡ଼ ଡ୍ୟାମରେ ଗେଟ ଖୋଲା ଯାଇଥିଲା। ଡ୍ୟାମ ଗେଟ ଖୋଲିବାରୁ ୧୫ କ୍ୟୁସେକ ଜଳ ନଦୀକୁ ଛଡା ଯାଉଥିଲା। ଏହି ନଦୀର ସ୍ରୋତ ଏତେ ପ୍ରଖର ଥିଲା ରେ ସାଳନ୍ଦୀର ବିଲନା ଲଞ୍ଜା ଠାରେ…

Niladri Bije: ନୀଳାଦ୍ରି ବିଜେରେ ଶେଷ ହେଲା ରଥଯାତ୍ରା,ରତ୍ନସିଂହାସନକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ:୧୨ ଦିନର ଲୀଳାଖେଳା ଶେଷ ପରେ ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିଛନ୍ତି । ଆଜିଠୁ ରତ୍ନ ସିଂହାସନରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ । ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଡ଼ଠାକୁର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ରତ୍ନବେଦୀକୁ ବିଜେ କରିଛନ୍ତି । ଘଣ୍ଟ, ଘଣ୍ଟା,…

KSVY ମାଧ୍ୟମରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ମିଳିଛି ୭୫.୪୩ କୋଟି ଟଙ୍କା ସହାୟତା

ଭୁବନେଶ୍ବର: କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ଵାରା କଳା ସଂସ୍କୃତି ବିକାଶ ଯୋଜନା (KSVY) ମାଧ୍ୟମରେ ଓଡ଼ିଶାର ୯,୬୬୦ ଜଣ କଳାକାର ଓ କଳା ସଂଗଠନକୁ ମୋଟ ୭୫.୪୩ କୋଟି ଟଙ୍କାର ଆର୍ଥିକ ସହାୟତା ଯାଇଛି। ଗତ ପାଞ୍ଚ ବର୍ଷ ଭିତରେ ଏହି ସହାୟତା ପ୍ରଦାନ କରାଯାଇଛି। ଲୋକସଭାରେ ସାଂସଦ ସଂଗୀତା…

ଅପେକ୍ଷାର ଅନ୍ତ! ଭାରତରେ ଖୁବ୍‌ଶୀଘ୍ର ପ୍ରଚଳନ ହେବ ପ୍ଲାଷ୍ଟିକ୍ ନୋଟ, RBIକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ବହୁତ ଦିନ ଧରି ଚର୍ଚ୍ଚା ଚାଲିଛି ଯେ RBI ଖୁବ୍ ଶୀଘ୍ର ପ୍ଲାଷ୍ଟିକ୍ ମୁଦ୍ରା ପ୍ରଚଳନ କରିବ। ପ୍ରାରମ୍ଭରେ, ଏହି ଖବର ଉପରେ କୌଣସି ନିଶ୍ଚିତତା ନଥିଲା, କିନ୍ତୁ କିଛି ଦିନ ପରେ, ରିଜର୍ଭ ବ୍ୟାଙ୍କ ନିଜେ ଏହାକୁ ନିଶ୍ଚିତ କରିଥିଲା। ବର୍ତ୍ତମାନ ସରକାର ମଧ୍ୟ ଏହି ପ୍ଲାଷ୍ଟିକ୍…

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ

ଫୁଲବାଣୀ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ ହେବ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ । କନ୍ଧମାଳର ସନ୍ଥ, ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅମ୍ଳାନ ସୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ତଥା କନ୍ଧମାଳର ଜନଜାତିଙ୍କ ପାଇଁ ତାଙ୍କ ସେବା ଓ…

ACF ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ DFO

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ନିଜ ଓକିଲଙ୍କ ଜରିଆରେ ଆତ୍ମସମର୍ପଣ କରିଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା । ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ବିଚାର…

ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ । NEET ପେପର୍ ଲିକ୍ ମାମଲାକୁ ନେଇ ୨୬ ଦିନ ଧରି ଅନଶନରେ ବସିଥିବା ସୋନମ ଆଜି ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ହସ୍ପିଟାଲରୁ ବାହାରି ସେ ପତ୍ନୀ ଗିତାଞ୍ଜଳି ୱାଙ୍ଗମୋଙ୍କ ସହ ପ୍ରଥମେ ଦିଲ୍ଲୀ ରାଜଘାଟ ସ୍ଥିତ ମହାତ୍ମା…

ହତ୍ୟାଠାରୁ ଆରମ୍ଭ କରି ଦୁଷ୍କର୍ମ ଭଳି ଅଭିଯୋଗ: CJP ପ୍ରତିବାଦରେ ସାମିଲ ଥିଲେ ୨ ହଜାର ୮୦୦ ଅପରାଧୀ

ନୂଆଦିଲ୍ଲୀ: NEET ପେପର ଲିକ୍ ବିରୋଧରେ କକ୍ରୋଚ୍ ଜନତା ପାର୍ଟି (CJP) ଜନ୍ତର ମନ୍ତରରେ ଏକ ବଡ଼ ଧାରଣା ଦେଇଥିଲା। ପ୍ରତିବାଦ ସମୟରେ ସଂସଦ ମାର୍ଚ୍ଚ ଦିନ ଏକ ବିରାଟ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ପୋଲିସ ଉପରେ ଲାଠିଚାର୍ଜ ଏବଂ ଲୁହ ବୁହା ଗ୍ୟାସ ବ୍ୟବହାର କରିବାର ଅଭିଯୋଗ ଆସିଥିଲା।…

Anti-Paper Leak Bill; କେବଳ ଆଇନ ପ୍ରଣୟନ ଯଥେଷ୍ଟ ନୁହେଁ, ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଆବଶ୍ୟକ: ବିଜେଡି

ଭୁବନେଶ୍ୱର: ଦେଶରେ ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ ସଂସଦରେ ଅଣାଯାଇଥିବା ଆଇନ ପ୍ରସଙ୍ଗକୁ ନେଇ ବିଜେଡି ପ୍ରତିକ୍ରିୟା ଦେଇଛି। କେନ୍ଦ୍ର ସରକାରଙ୍କ ତରଫରୁ ପୂର୍ବ ଆଇନର ସଂଶୋଧନ ନିମନ୍ତେ ସଂସଦରେ ପାରିତ ଲାଗି ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ବିଜୁ ଜନତା ଦଳ କହିଛି ଯେ କେବଳ ଆଇନ ପ୍ରଣୟନ…