Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୦୨୪ ନିର୍ବାଚନରେ ଗାଡ଼ି, ଟେଣ୍ଟ ଖର୍ଚ୍ଚ ୧୧୫ କୋଟି ୯୪ ଲକ୍ଷ

ଭୁବନେଶ୍ୱର: ୨୦୨୪ ଓଡ଼ିଶା ନିର୍ବାଚନରେ ସରକାର ଖର୍ଚ୍ଚ କରିଥିଲେ ୧୧୫ କୋଟି ଟଙ୍କା । ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟ ସରକାର ଗାଡ଼ି ଏବଂ ସାଉଣ୍ଡ ସିଷ୍ଟମ ଭଡା ଏବଂ ତମ୍ବୁ ଏବଂ ବ୍ୟାରିକେଡ୍ ଲଗାଇବା ପାଇଁ ୧୧୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିବା ନେଇ ସୋମବାର…

ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରି ପିସିବିର ୮୦୦ କୋଟି କ୍ଷତି

ନୂଆଦିଲ୍ଲୀ: ୨୯ ବର୍ଷର ଅପେକ୍ଷା ପରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବା ପିସିବିକୁ ମହଙ୍ଗା ପଡିଛି। ବର୍ତ୍ତମାନ ଦେବାଳିଆ ପରିସ୍ଥିତିରେ ଗତି କରୁଥିବା ପାକିସ୍ତାନକୁ ଏଥିପାଇଁ ପ୍ରାୟ ୮୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ଏହି ଚାମ୍ପିଅନ୍ସ ଟ୍ରଫି ଜରିଆରେ ପାକିସ୍ତାନ କୋଟି…

ଚୀନର ‘ମାନସ୍’; ଲୋକଙ୍କ ଚାକିରି ନେବ କି ଏହି ଏଆଇ? 

ବେଜିଂ: ଡିପସିିକ ପରେ ଚୀନ୍ ଆଉ ଏକ ଏଆଇ ମଡେଲ୍ ମାନସ୍ ପ୍ରସ୍ତୁତ କରିଛି। ଯାହାକି ୱେବସାଇଟ୍ ତିଆରି କରିବା ଠାରୁ ଆରମ୍ଭ କରି ଆନିମେସନ୍ ମଧ୍ଯ କରିପାରିବ। ତେବେ ଏହାକୁ ତିଆରି କରିଥିବା ବଟରଫ୍ଲାଏ ଇଫେକ୍ଟ କମ୍ପାନୀ ଏହା ବିଶ୍ୱର ପ୍ରଥମ ସାଧାରଣ ଏଆଇ ଏଜେଣ୍ଟ ହୋଇଥିବା କଥା ଦାବି କରୁଛି।…

୧୯ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ; ରାଜ୍ୟରେ ୧୭ରୁ ଅଧିକ ନିଯୁକ୍ତି ସୁଯୋଗ ଆଶା

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭର ସଫଳତା ପରେ, ୧୩୫ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୬,୧୧୭ କୋଟିର ଗୁରୁତ୍ୱପୂର୍ଣ୍ଣ ନିବେଶ ହୋଇଛି, ଯାହା ଏକ ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼…

ବ୍ରାଉନସୁଗାର ହବ୍‌ ପାଲଟିଛି ଓଡ଼ିଶା, ୩ ବର୍ଷରେ ଜବତ ହେଲାଣି…

ଭୁବନେଶ୍ବର: ବ୍ରାଉନସୁଗାର ହବ୍‌ ପାଲଟିଛି ଓଡ଼ିଶା । ଏନେଇ ସୋମବାର ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୩ ବର୍ଷରେ ୭୭.୩୪୪ କେଜି ବ୍ରାଉନସୁଗାର ଜବତ ହୋଇଥିବାବେଳେ, ୫୯୨୦ଟି ମାମଲାରେ ଗିରଫ ହୋଇଛନ୍ତି ୭୨୮୯ ଜଣ । ସେହିଭଳି ୪୪୩୬.୭୬ କ୍ବିଣ୍ଟାଲ ଗଞ୍ଜେଇ…

ସେନା ଛାଡୁଛନ୍ତି ପାକ୍ ଯବାନ୍!

ନୂଆଦିଲ୍ଲୀ: ଭୟଙ୍କର ସ୍ଥିତି ଦେଇ ଗତି କରୁଛି ପାକିସ୍ତାନ । ଦେବାଳିଆ ହୋଇ ଏବେ ଏ, ଦେଶ ସେ ଦେଶ ପାଖରେ ଶରଣ ପଶିଥିବା ବେଳେ ଏବେ ଟଳମଳ ହେବାକୁ ବସିଲାଣି ପାକିସ୍ତାନ ସୁରକ୍ଷା ବ୍ୟବସ୍ଥା ।  ପାକ୍ ସେନାଙ୍କ ଉପରେ ଏବେ ଦାଉ ସାଧୁଛି ବିଏଲଏ । ଯାହାର ଭୟରେ ଏବେ ପାକିସ୍ତାନୀ ସୈନିକ ସେନା…

ଗତ ୮ ମାସରେ ହଜିଲେଣି ୨୦ ହଜାର: ମିଳିଛନ୍ତି ୭ ହଜାର

ଭୁବନେଶ୍ବର: ଗତ ଆଠ ମାସରେ ହଜିଲେଣି ୨୦ ହଜାର ଜଣ । ସେଥିମଧ୍ୟରୁ ୭ ହଜାରରୁ  ଅଧିକ ଲୋକଙ୍କୁ ଖୋଜାଯାଇଛି । ଏନେଇ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜୁନ୍ ୨୦୨୪ ପରଠାରୁ ରାଜ୍ୟରେ ପଞ୍ଜିକୃତ ହୋଇଥିବା ମୋଟ ନିଖୋଜ ମାମଲା ସଂଖ୍ୟା, ଏଥିରୁ କେତେ ସମାଧାନ…

ରାଗିଗଲେ ଜଗନ୍ନାଥ ପ୍ରେମୀ, ହେମାମାଳିନୀଙ୍କ ନାଁରେ ଥାନାରେ ଦେଲେ ଏତଲା

ପୁରୀ: ଶ୍ରୀମନ୍ଦିରକୁ ପ୍ରବେଶ କରି ଏବେ ବିବାଦରେ ବଲିଉଡ ଅଭିନେତ୍ରୀ ହେମାମାଳିନୀ । ଜଣେ ଅଣ ହିନ୍ଦୁ ହୋଇ କିପରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କଲେ, ତାକୁ ନେଇ ଏବେ ଅସନ୍ତୋଷ ସୃଷ୍ଟି ହୋଇଛି । ପୁରୀର ଜଗନ୍ନାଥ ମନ୍ଦିରରେ ପହଞ୍ଚିବା ପରେ ଏବେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ…

ଅଭିମାନ, ଅସନ୍ତୋଷ ନା କୋଣଠେସା ?

ଭୁବନେଶ୍ବର: ଋଷିଛନ୍ତି ଜୟନାରାୟଣ, ବୁଝାଇବ କଣ ବିଜେପି ବେଳକୁ ବେଳ ତାଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି । ବିଜେପି ସରକାର ଗଠନ ପରଠୁ ଦଳର ବରିଷ୍ଠ ନେତା ଜୟନାରାୟଣଙ୍କୁ ଦଳ କୋଣଠେସା କରିଥିବା ଅଭିଯୋଗ ହେଉଛି । ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ନିଷ୍ପତ୍ତି ହୋଇପାରିନଥିବା ବେଳେ…

ମହରଙ୍ଗ ବଲୁଚ କିଏ…ଯାହା ପାଇଁ ହଜିଛି ପାକ୍ ସେନାର ନିଦ

ନୂଆଦିଲ୍ଲୀ: ପାକିସ୍ତାନର ବଲୁଚସ୍ତାନରେ ଲମ୍ବା ସମୟ ଧରି ଅଶାନ୍ତି ଲାଗି ରହିଛି । ପାକ୍ ସରକାର ବିରୋଧରେ ବର୍ଷ ବର୍ଷ ଧରି ବଲୁଚିସ୍ତାନରେ ବିରୋଧର ସ୍ବର ଉଠିଛି । ନିକଟରେ ଟ୍ରେନ୍ ଅପହରଣ ସହ ପାକ୍ ସେନା ଉପରେ ଗୋଟେ ପରେ ଗୋଟେ ଆକ୍ରମଣ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି ବଲୁଚ ଲିବରେସନ୍ ଆର୍ମି…