Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୧୯ରୁ ମାଟ୍ରିକ୍‌ ଖାତା ଦେଖା: ଆଜି କେନ୍ଦ୍ରରେ ଯୋଗ ଦେବେ ୧୨ ହଜାର ଶିକ୍ଷକ

କଟକ: ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା। ରାଜ୍ୟର ୧୧ ହଜାର ୮ ଶହ ହାଇସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି। ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ସବଜେକ୍ଟିଭ୍‌ ଉତ୍ତର ଖାତା କଡ଼ା ସୁରକ୍ଷା ବ୍ୟବସ୍ଥାରେ ପହଞ୍ଚିଛି। ମୂଲ୍ୟାୟନ…

ଅନ୍ତିମ ଯାତ୍ରାରେ ଦେବେନ୍ଦ୍ର, ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ପୁରୀ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ

ପୁରୀ: ଆଜି ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ପୁରୀ ସ୍ବର୍ଗଦ୍ବାରରେ ଦେବେନ୍ଦ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ସକାଳୁ ଭୁବନେଶ୍ଵରରୁ ପୁରୀ ଅଭିମୁଖେ ତାଙ୍କର ପାର୍ଥିବ ଶରୀରକୁ ନିଆଯାଇଛି। ଶେଷଯାତ୍ରାରେ ବହୁ…

ଜଳୁଛି ପଶ୍ଚିମ ଓଡ଼ିଶା: ଆଜି ଝାରସୁଗୁଡ଼ା ଓ ବୌଦ୍ଧକୁ ଅରେଞ୍ଜ, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ମାର୍ଚ୍ଚ ମାସରୁ କଲବଲ କଲାଣି ତାତି। ଖରାରେ ସିଝୁଛି ସମଗ୍ର ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାରେ ଅନୁଭୂତ ହେଉଛି ଅସମ୍ଭାଳ ତାତି। ଏହାରି ଭିତରେ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି। ବୁଧବାରଠାରୁ କମିଯିବ ତାତି। ବଢ଼ିବ କାଳବୈଶାଖୀ। ଆଣିବ ତାତିରୁ…

ପୁଣି ଚନ୍ଦ୍ରରେ ଉଡିବ ତ୍ରିରଙ୍ଗା

ନୂଆଦିଲ୍ଲୀ: ଇସ୍ରୋର ସମସ୍ତ ଚନ୍ଦ୍ରଯାନ ମିଶନ୍ ସଫଳ ହେବ ସହିତ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଚନ୍ଦ୍ରରେ ଜଳର ଉପସ୍ଥିତି ଚିହ୍ନଟ କରିବା ହେଉ କିମ୍ବା ବିଶ୍ୱରେ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା। ଭାରତୀୟ ଚନ୍ଦ୍ରାୟଣ ମିଶନ ପାଇଁ ହିଁ ଚନ୍ଦ୍ରପୃଷ୍ଠରେ ଉଡୁଛି…

ସୋସିଆଲ୍‌ ମିଡିଆ ‘ଟ୍ରୁଥ୍‌’ରେ ଯୋଡିହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ‘ଟ୍ରୁଥ୍‌’ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଯୋଗ ଦେଇଛନ୍ତି । ଏହି ସମୟ ମଧ୍ୟରେ, ପ୍ରଧାନମନ୍ତ୍ରୀ ଲଗାତାର ଦୁଇଟି ପୋଷ୍ଟ ସେୟାର କରିଥିଲେ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ । ‘ଟ୍ରୁଥ୍‌’ ହେଉଛି…

୧୯ ନକ୍ସଲଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ନିକଟରେ ୧୯ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଏଥିମଧ୍ୟରୁ ୯ ଜଣ ନକ୍ସଲଙ୍କ ଉପରେ ମୋଟ ୨୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏସଏସପି ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା…

ଖରାପ ସମୟରେ ଭଗବଦ୍ ଗୀତା ଶକ୍ତି ଦେଇଥାନ୍ତି: ତୁଳସୀ ଗବାର୍ଡ

ନୂଆଦିଲ୍ଲୀ: ପୁରାତନ ଶାସ୍ତ୍ରରେ ଲେଖା ଅଛି ଯେତେବେଳେ ବିପଦ କିମ୍ବା ସମସ୍ୟା ସାମ୍ନାକୁ ଆସିବ ସେତେବେଳେ ଶ୍ରୀମଦ୍ ଭଗବଦ୍ ଗୀତାର ଶରଣ ନେବା ଉଚିତ। ଏହା ତୁମକୁ ସଠିକ ରାସ୍ତା ଦେଖାଇବାରେ ସହାୟକ ହୋଇଥାଏ। ଅନେକ ଋଷି ମୁନି ଓ ବିଦ୍ୱାନ ଭଗବଦ୍ ଗୀତାକୁ ଅନୁସରଣ କରି ଆସୁଛନ୍ତି। ତେବେ…

ପୁଣି ଉତ୍ତପ୍ତ ସହର ପାଲଟିଲା ବୌଦ୍ଧ, ୪୩ ଡିଗ୍ରୀ ପାର୍

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଯାହାଫଳରେ କଲବଲ ହେଉଛନ୍ତି ଜନସାଧାରଣ। ପଶ୍ଚିମ ଓଡିଶାରେ ତାପମାତ୍ରା ସବୁଠାରୁ ଅଧିକ ରହୁଛି। ବୌଦ୍ଧ ଜିଲ୍ଲାରେ ତାପମାତ୍ରା ସର୍ବାଧିକ ୪୩.୫° ସେଲସିୟସ୍ ରେକର୍ଡ କରାଯାଇଛି । ଏହା ପୂର୍ବରୁ ଶନିବାର ୪୨.୫° ଏବଂ ରବିବାର…

‘ମାର୍ଚ୍ଚ ୩୧ ସୁଦ୍ଧା ଭାରତୀୟ ରେଳବାଇ ବିଶ୍ୱର ଶ୍ରେଷ୍ଠ ୩ ଦେଶ ମଧ୍ୟରେ ରହିବ’

ଭୁବନେଶ୍ବର: ସୁଲଭ ମୂଲ୍ୟରେ ଯାତ୍ରୀମାନଙ୍କୁ ନିରାପଦ ତଥା ଗୁଣାତ୍ମକ ସେବା ଯୋଗାଇ ଭାରତୀୟ ରେଳ ବିଶ୍ୱ ସ୍ତରରେ ଏକ ଅଗ୍ରଣୀ ସ୍ଥାନ ହାସଲ କରୁଛି । ଆମ ଦେଶରେ ରେଳ ଭଡା ନିକଟ ଦେଶ ପାକିସ୍ଥାନ, ବାଂଲାଦେଶ ଏବଂ ଶ୍ରୀଲଙ୍କା ତୁଳନାରେ କମ୍ ଥିବାବେଳେ ପଶ୍ଚିମ ଦେଶରେ ରେଳ ଭଡା ଭାରତ ତୁଳନାରେ…

ବିଜେପିର ତୁଷ୍ଟିକରଣ ରାଜନୀତିର ପାଲଟା ଜବାବ ଦେଲେ ମମତା, କହିଲେ…

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ହୁଗଳିର ଫୁରଫୁରା ସରିଫରେ ଆୟୋଜିତ ଏକ ଇଫତାର ପାର୍ଟିରେ ଯୋଗ ଦେଇଥିଲେ । ଏହି ସମୟରେ, ସେ ଏପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ତୁଷ୍ଟିକରଣ ରାଜନୀତିକୁ ପ୍ରୋତ୍ସାହିତ କରୁଥିବା ବିଜେପିର ଅଭିଯୋଗର ପ୍ରତିଆକ୍ରମଣ କରିଥିଲେ । ସେ…