Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏହି ଆସନ ଦୂର କରେ ମାସିକ ଧର୍ମ ଅନିୟମିତତା ସମସ୍ୟା…

ଭୁବନେଶ୍ବର: ଉଷ୍ଟାସନ ଅବା କେମେଲ ପୋଜ୍ ମହିଳାଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ। ମାସିକ ଚକ୍ରକୁ ଠିକ୍ କରିବା ପାଇଁ ଏହି ଆସନ ବହୁତ ଲାଭଦାୟକ । ଏଥିସହ ଏହି ଆସନ ଅନେକ ପ୍ରକାର ଯନ୍ତ୍ରଣାରୁ ଦୂର କରିଥାଏ । କାନ୍ଧକୁ ମଜବୁତ୍ କରିବା ପାଇଁ ମଧ୍ୟ ଏହି ଆସନର ଅଭ୍ୟାସ କରିବା ଉଚିତ। ଆସନ୍ତୁ…

ଭାଙ୍ଗୁଛି ମାଓ ଗଡ; ଆତ୍ମସମର୍ପଣ କଲେ ୬୪ ଜଣ ମାଓବାଦୀ

ମାଲକାନଗିରି: ସୁରକ୍ଷାକର୍ମୀଙ୍କ ଲଗାତାର ମାଓ ଅପରେସନ କାରଣରୁ ଚଳିତ ବର୍ଷ ତେଲେଙ୍ଗାନା ପୋଲିସ ନିକଟରେ ୧୨୨ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି । ରବିବାର ମଧ୍ୟ ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡୁମ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬୪ ଜଣ…

ଅମିତ ରୋହିଦାସଙ୍କୁ ପ୍ରଗତ ସିଂ ଆୱାର୍ଡ

ଭୁବନେଶ୍ୱର: ଅମିତ ରୋହିଦାସ ୨୦୨୪ ମସିହାର ଡିଫେଣ୍ଡର ଅଫ୍ ଦ ଇୟର ପାଇଁ ପ୍ରତିଷ୍ଠିତ ହକି ଇଣ୍ଡିଆ ପ୍ରଗତ ସିଂହ ପୁରସ୍କାର ଜିତିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଉତ୍ସବରେ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ୩୧ ବର୍ଷୀୟ ରୋହିଦାସ ଦୁଇଥର ଅଲିମ୍ପିକ୍…

୨୭ରେ ବିଧାନସଭା ଘେରିବ କଂଗ୍ରେସ: ନିଯୁକ୍ତ ହେଲେ ପର୍ଯ୍ୟବେକ୍ଷକ ଓ ପ୍ରବକ୍ତା

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ପାଇଁ ପର୍ଯ୍ୟବେକ୍ଷକ ଓ ପ୍ରବକ୍ତା ନିଯୁକ୍ତି କଲା କଂଗ୍ରେସ । ବିଧାନସଭା ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବା ଏବଂ ଜିଲ୍ଲାରୁ ଯେପରି ବହୁ ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଯୋଗଦେବେ ସେଥ‌ିପାଇଁ ଓଡ଼ିଶା ପ୍ରଦେଶ…

ରାଜଧାନୀରେ ଡବଲ ମର୍ଡର ଘଟଣା; ୬ ଗିରଫ

ଭୁବନେଶ୍ବର: ରାଜଧାନୀରେ ହୋଲି ଦିନ ଘଟିଥିବା ୨ଟି ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ସଫଳତା । ଗୋଟିଏ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହୋଇଥିବାବେଳେ, ଆଉ ଗୋଟିଏ ଶହୀଦନଗର ଥାନା ଅଞ୍ଚଳରେ । ସହିଦନଗରର ଶାନ୍ତିପଲ୍ଲୀ ବସ୍ତିରେ ହୋଲିରେ ହୋଇଥିବା ହତ୍ୟାକାଣ୍ଡରେ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି…

ସୁସ୍ଥ ହେଇ ଫେରିଲେ ରେହମାନ୍: ସ୍ତ୍ରୀ କହିଲେ, ‘ ଆମେ ଅଲଗା ହେଇନୁ’

ଚେନ୍ନାଇ: ଓସ୍କାର ବିଜେତା ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ଏଆର ରେହମାନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ରହିଛି। ସେ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ। ଆଜି ସକାଳେ ତାଙ୍କର ଛାତି ଯନ୍ତ୍ରଣା ହେବାରୁ, ତାଙ୍କୁ ଚେନ୍ନାଇର ଏକ ଘରୋଇ…

ପୂର୍ବ ଶତୃତାରୁ ବୋମା ମାଡ; ୨ ଭାଇ ଗିରଫ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ବଡଗୁମଳା ଗ୍ରାମରେ ବୋମାମାଡ । ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଡଗୁମଳା ଗ୍ରାମର ଦୁଇ ଭାଇ ଶ୍ରୀକାନ୍ତ ପାତ୍ର ଓ ସିଦ୍ଧାନ୍ତ ପାତ୍ର । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ବୋମା ମାଡ ହୋଇଥିବା ପୋଲିସ ସୂଚନା…

ସର୍ପଦଂଶନ ମୃତ୍ୟୁ ନେଇ ଦୁର୍ନୀତି: ରାଜସ୍ୱ ମନ୍ତ୍ରୀ ଏବଂ ଏସଆରସିଙ୍କ ରିପୋର୍ଟରେ ନାହିଁ ତାଳମେଳ!

ଭୁବନେଶ୍ୱର: ସର୍ପଦଂଶନରେ ମୃତ୍ୟୁ ସଂଖ୍ୟା ଏବଂ ଅନୁକମ୍ପା ଅର୍ଥ ପ୍ରଦାନରେ ଦୁର୍ନୀତି ଅଭିଯୋଗ। ରାଜ୍ୟରେ ପ୍ରତିବର୍ଷ ଅନେକ ଲୋକ ସର୍ପାଘାତରେ ଜୀବନ ହେଉଥିବା ବେଳେ, ସରକାରୀ ବ୍ୟବସ୍ଥା ଅନୁସାରେ ସ୍ଥାନୀୟ ସ୍ତରରେ ତଦନ୍ତ ଓ ପୋଷ୍ଟ ମର୍ଟମ ରିପୋର୍ଟ ଆଧାରରେ ମୃତକଙ୍କ ପରିବାରକୁ ରାଜସ୍ୱ ଓ…

ଭୁବନେଶ୍ବରରେ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟରର ଶାଖା

ଭୁବନେଶ୍ବର: ଭୁବନେଶ୍ବରରେ ସ୍ଥାପନ ହେବ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟରର ଏକ ଶାଖା। ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବାତଙ୍କୁ ଗତ ୧୩ ମାର୍ଚ୍ଚରେ ନୂଆଦିଲ୍ଲୀରେ ଏକ ଦାବି ପତ୍ର ପ୍ରଦାନ…

ମାର୍ଚ୍ଚ ୩୧ ଶେଷ ତାରିଖ: ତା’ପରେ ଆଉ ଧାନ ନେବେନି ସରକାର

ଭୁବନେଶ୍ଵର: ମାର୍ଚ୍ଚ ୩୧ ଧାନ କିଣା ପାଇଁ ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନାହିଁ ସରକାର । ଧାନ କିଣା ଡେଡଲାଇନ୍ ବତାଇ କିଛି ଏପରି ସୂଚନା ଦେଇଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ ଧାନ କିଣା…