Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କେଉଁ ପାତ୍ରରେ ମା’ବୃନ୍ଦାବତୀଙ୍କୁ ଜଳ ଅର୍ପଣ କଲେ ମିଳେ ଶୁଭଫଳ..

ଭୁବନେଶ୍ବର: ଆମେ ପ୍ରତିଦିନ ମା'ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରିଥାଉ । ମା'ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ସହ ଜଡ଼ିତ ଦେବୀ ତୁଳସୀ । ତେବେ ଜାଣିଛନ୍ତି କି, ସକାଳୁ ସକାଳୁ ତୁଳସୀ ଗଛରେ କେଉଁ ପାତ୍ରରେ ଜଳ ଅର୍ପଣ କରିବା ଉଚିତ୍ । ତମ୍ବା ଧାତୁରେ ନିର୍ମିତ ପାତ୍ରରୁ ତୁଳସୀ ଗଛରେ ଜଳ…

ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେଇ ଯୁବକ ଗିରଫ

ପୁରୀ: ଶ୍ରୀମନ୍ଦିରକୁ ସ୍ପାଏ କ୍ୟାମେରା ନେବା ଅଭିଯୋଗରେ ଗିରଫ ହେଲେ ଯୁବକ। ଜଣେ ଯୁବକକୁ ସିଂହଦ୍ଵାର ଥାନା ପୋଲିସ ଅଟକ ରଖିଛି । ଅଟକ ଯୁବକ ଜଣକ ହେଉଛନ୍ତି ଭାସ୍କର ସାମନ୍ତ । ପୋଲିସ  ସୂଚନା ଅନୁଯାୟୀ,  ଆଜି ସକାଳେ ଭାସ୍କର ଏକ ସ୍ପାଏ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ ।…

ଗୁଗୁଲ୍ ଆସିଷ୍ଟାଣ୍ଟ ହୋଇଯିବ ବନ୍ଦ; ତା’ସ୍ଥାନ ନେବ..

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ଫୋନରେ 'ହେ ଗୁଗୁଲ୍ ' କହି ଗୁଗୁଲ୍ ଆସିଷ୍ଟାଣ୍ଟ ବ୍ୟବହାର କରୁଛନ୍ତି ଯଦି , ଆପଣଙ୍କ ପାଇଁ ଏକ ବଡ ଅପଡେଟ୍ ରହିଛି । କମ୍ପାନୀ ୨୦୧୬ରେ ଆଣିଥିବା ଗୁଗୁଲ୍ ଆସିଷ୍ଟାଣ୍ଟ ଏବେ ବନ୍ଦ ହେବାକୁ ଯାଉଛି। କମ୍ପାନୀ କହିଛି ଯେ ୨୦୨୫ ଶେଷ ସୁଦ୍ଧା ଆଣ୍ଡ୍ରଏଡ୍ ଫୋନରେ ଗୁଗୁଲ୍…

ଧର୍ମପଦ କାହାଣୀରେ କାହାକୁ ନିଶାନା?

ଭୁବନେଶ୍ବର: ଗତ ବିଧାନସଭା ନିର୍ବାଚନରେ ବିପର୍ଯ୍ୟୟ ପରେ ଖରାପ ସମୟ ଦେଇ ଗତି କରୁଛି ବିଜେଡି। ବର୍ଷ ବର୍ଷ ଧରି ଚୁପ୍ ରହିିଥିବା ଦଳର ବରିଷ୍ଠ ନେତା ଏବେ ରାଜନୈତିକ ବୟାନ ଦେବାକୁ ପଛାଉ ନାହାନ୍ତି। କେନ୍ଦୁଝର ଖଣି ଦୁର୍ନୀତିକୁ ନେଇ ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀ…

ପାକିସ୍ତାନୀଙ୍କୁ ଆମେରିକା ମନା !

ନୂଆଦିଲ୍ଲୀ : ପାକିସ୍ତାନର ନିଦ ହଜାଇବାକୁ ପ୍ରସ୍ତୁତି କରୁଛି ଆମେରିକା। ପାକିସ୍ତାନ ସମେତ ୪୧ ଟି ଦେଶ ଉପରେ ବଡ଼ ଆକ୍ସନ ନେବାକୁ ବିଚାର କରୁଛନ୍ତି ଟ୍ରମ୍ପ ସରକାର। ଏସବୁ ଦେଶ ମଧ୍ୟରେ ପାକିସ୍ତାନ, ଆଫଗାନିସ୍ତାନ ଓ ଭୁଟାନ ଭଳି ଦେଶ ରହିିଛି। ଡ୍ରାଫ୍ଟରେ ମୋହର ଲାଗିଲେ ଏସବୁ ଦେଶର ନାଗରିକ…

ଶ୍ରୀକ୍ଷେତ୍ରରେ ହୋଲିର ମଜା ନେଲେ ଜାପାନୀ ପର୍ଯ୍ୟଟକ

ପୁରୀ: ଆନନ୍ଦ ଉଲ୍ଲାସ ସହ ଆଜି ଓଡିଶାରେ ପାଳନ ହେଉଛି ହୋଲି ପର୍ବ । ତେବେ ଶ୍ରୀକ୍ଷେତ୍ର ଧାମ ପୁରୀରେ କେବଳ ଓଡିଆ ନୁହେଁ ରାଜ୍ୟ, ଦେଶ ବାହାରୁ ପର୍ଯ୍ୟଟକ ଆସି ହୋଲି ପର୍ବ ବେଶ୍ ଧୁମଧାମ ସହ ପାଳନ କରୁଛନ୍ତି । ସୁଦୂର ଜାପାନରୁ ଆସି ପୁରୀରେ ହୋଲି  ଖେଳିଛନ୍ତି ୨୫ରୁ ଅଧିକ ଜାପାନୀ ନାଗରିକ ।…

ଭାଷା ବିବାଦରେ ଫିଲ୍ମର ଏଣ୍ଟ୍ରି

ନୂଆଦିଲ୍ଲୀ: ଭାଷାକୁ ନେଇ ତାମିଲନାଡୁରେ ବିଦ୍ରୋହ ତେଜୁଛି। କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିରେ ତ୍ରିଭାଷୀ ଫର୍ମୁଲାକୁ କୌଣସି ପରିସ୍ଥିତିରେ ଗ୍ରହଣ କରିବାକୁ ନାରାଜ ତାମିଲନାଡୁ। ଏବେ ଭାଷା ବିବାଦକୁ ଡେଇଁଛନ୍ତି ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ। ଟଙ୍କା ପାଇଁ ତାମିଲ…

‘ନାଚିକି ଦେଖାଅ, ନହେଲେ ନିଲମ୍ବନ ହେବ ‘: ହୋଲି ସେଲିବ୍ରେସନରେ ପୋଲିସଙ୍କୁ ଧମକ ଦେଲେ ଆରଜେଡି ନେତା 

ପାଟଣା: ଆଜି ସାରା ଦେଶ ହୋଲି ଖେଳରେ ମସଗୁଲ ଥିବା ବେଳେ ବିହାର ପାଟଣାରେ ଚାଲିଛି ଚିରାଚରିତ କୁର୍ତ୍ତା ଫାଡ ହୋଲି ସେଲିବ୍ରେସନରେ ଯୋଗ ଦେଇଥିଲେ ଆରଜେଡି ବିଧାୟକ ତେଜ ପ୍ରତାପ ଯାଦବ। ପାଟନାରେ ହୋଲି ପାଳନ କରୁଥିବା ସମୟରେ ତେଜ ସେଠି ଜଣେ କାର୍ଯ୍ୟରତ ପୋଲିସ୍ କର୍ମଚାରୀଙ୍କୁ ନାଚିବାକୁ ବାଧ୍ୟ…

ସନରାଇଜର୍ସ ହାଇଦ୍ରାବାଦ ପାଇଁ ଆସିଲା ଖୁସି ଖବର; ଦଳରେ ଯୋଗଦେବେ ଏହି ଷ୍ଟାର ଖେଳାଳି

ହାଇଦ୍ରାବାଦ: ଗତ ସିଜନ ଆଇପିଏଲର ଫାଇନାଲ ମ୍ୟାଚ ଖେଳିଥିଲା ସନରାଇଜର୍ସ ହାଇଦ୍ରାବାଦ ଦଳ, କିନ୍ତୁ କୋଲକାତା ନାଇଟ୍ ରାଇଡର୍ସ ଠାରୁ ପରାଜୟ ହୋଇଥିଲା । ଏଥର ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ହାଇଦ୍ରାବାଦ ଦଳ ଟାଇଟଲ୍ ଜିତିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବେ । ତେବେ ଆଇପିଏଲ୍ ୨୦୨୫ ଆରମ୍ଭ…

ବଦ୍ରିଙ୍କ ପରେ ଅଶୋକ: ‘ଧର୍ମପଦ’ ଉପାଖ୍ୟାନ ଦେଇ ଦଳୀୟ ନେତାଙ୍କୁ ଟାର୍ଗେଟ 

ଭୁବନେଶ୍ଵର: ୨୪ ବର୍ଷ ଧରି ଚୁପ୍ ରହିଥିବା ନେତା ଏବେ ଦଳର ପରାହତ ପରେ ଧିରେ ଥିରେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି। ରାଜା ଚକ୍ର ମାମଲାରେ ଘସିପୁରା ବିଜେଡି ବିଧାୟକ ବଦ୍ରିଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ଏବେ ବି ଚର୍ଚ୍ଚା ଥମିନଥିବା ବେଳେ ଆଜି ହୋଲିରେ ପୁଣି ମୁହଁ ଖୋଲି ବିଜେଡି…