Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାମ ମନ୍ଦିର ଆଗରୁ ଶିଶୁ ପୁତ୍ର ଚୋରି ଅଭିଯୋଗ; ପୋଲିସର ତନାଘନା

ଭୁବନେଶ୍ବର: ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଛି । ଜଣେ ଦୃଷ୍ଟିବାଧିତ ମାଆ କୋଳରୁ ଶିଶୁକୁ ଝାମ୍ପି ନେଲେ ଦୁର୍ବୃତ୍ତ । ରାମ ମନ୍ଦିର ପାଖରୁ ରାତି ୩ଟା ବେଳେ ଦୁର୍ବୃତ୍ତ ମାନେ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ…

ସ୍ବାମୀ ଅସଲି ପୋଲିସ୍ କନେଷ୍ଟବଳ: ସ୍ତ୍ରୀ ଚଲାଇଥିଲେ ନକଲି କାରନାମା

ଭୁବନେଶ୍ବର: ଧରାପଡିଲା ଅସଲି ପୋଲିସ ପତ୍ନୀଙ୍କ ନକଲି କାରନାମା । ଫେସବୁକରେ ନକଲି ପୋଲିସ୍ ସାଜି, ଲୋକଙ୍କୁ ଲଗାଉଥିଲେ ଚୂନ । ଠକେଇ ଅଭିଯୋଗ ହେବା ପରେ ପୋଲିସ୍ ପତ୍ନୀଙ୍କୁ ବାନ୍ଧିଲା ପୋଲିସ୍ । ତେବେ ଏଭଳି ଏକ ଘଟଣାରେ ସାଇବର ଥାନା ପୋଲିସ, ଅସଲି ପୋଲିସଙ୍କ ନକଲି ପୋଲିସ୍ ପତ୍ନୀ…

ଶ୍ରୀମନ୍ଦିର ପତିତପାବନ ବାନା ନେଇ ଉଡିଗଲା ଚିଲ !

ପୁରୀ: ମହାପ୍ରଭୁଙ୍କ ପତିତପାବନ ବାନା ଧରି ଉଡିଗଲା ଚିଲ।  ପୁରୀ ଶ୍ରୀ ମନ୍ଦିରରେ ଏପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ପତିତପାବନ ବନା ଧରି ଏକ ଚିଲ ଉଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।…

‘ରେଖାଙ୍କ ସ୍ବାମୀ ଚଳାଉଛନ୍ତି ଦିଲ୍ଲୀ ସରକାର’- ଅଭିଯୋଗ ଆଣିଲେ ଆତିଶୀ

ନୂଆଦିଲ୍ଲୀ: ‘ସରକାର ଚଳାଉନାହାନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ପରଦା ପଛରେ ରହି ସ୍ବାମୀ ମନିଷ ଗୁପ୍ତା ଦିଲ୍ଲୀ ସରକାର ପରିଚାଳନା କରୁଛନ୍ତି ।’ କିଛଇ ଏପରି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ବିରୋଧୀ ଦଳ ନେତା ଆତିଶୀ ମରଲେନ୍ ।  ଆମ ଆଦମୀ ପାର୍ଟି ନେତ୍ରୀ ତଥା ବିରୋଧୀ ଦଳ…

ଲକ୍ଷେ ଛୁଇଁବ କି ଗୋଲ୍ଡ ପ୍ରାଇସ? ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ..

ଭୁବନେଶ୍ବର: ସୁନା ଦରରେ ରହୁନି ସ୍ଥିରତା । ୨୪ କ୍ୟାରେଟ୍ ସୁନା ମୂଲ୍ୟ ରାଜଧାନୀ ଭୁବନେଶ୍ବରରେ ୧୦ ଗ୍ରାମ ପିଛା ୯୫ ହଜାର ୬୭୦ ଟଙ୍କା ହେଲାଣି । ସେହିପରି ଆଜି ୨୨ କ୍ୟାରେଟ୍ ସୁନା ମୂଲ୍ୟ ଭୁବନେଶ୍ବରରେ ୮୭,୭୦୦ଟଙ୍କା ରହିଛି । ରୂପାର ମୂଲ୍ୟ ରାଜଧାନୀ ରେ ୧୦ ଗ୍ରାମ ପିଛା ୧୧୦୦ଟଙ୍କା…

ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ: ୟୁନିଭରସିଟିକୁ ମିଳିବ ଅଧିକ ସ୍ୱାୟତ୍ତତା

ଭୁବନେଶ୍ବର: ରାଜ୍ୟରେ ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪ । ଆଜି ରାଜ୍ୟପାଳଙ୍କ ସ୍ୱୀକୃତି ମିଳିବା ପରେ ଲାଗୁ ହୋଇଛି । ଚଳିତ ବଜେଟ୍ ଅଧିବେଶନରେ ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪କୁ ଆଜି ରାଜ୍ୟପାଳ ହରିବାବୁ…

ଅଣ୍ଟା ସଳଖିଛି କି ନାହିଁ ପୁଣି ଭୂକମ୍ପରେ ଥରିଲା ମିଆଁମାର: ଗତ ମାସ ଝଟକାରେ ଯାଇଥିଲା ହଜାର ଜୀବନ

ନେପିତ: ଲିଭିନି ଗତ ମାସର ଭୂକମ୍ପର କୋହ । ଏବେ ବି ମାଟି ତଳୁ ଖୋଜା ଚାଲିଛି ଜୀବନ । ମାର୍ଚ୍ଚ ମାସରେ ହୋଇଥିବା ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଏହାରି ଭିତରେ ଆଜି ପୁଣି ଥରିଛି ପଡୋଶୀ ଦେଶ ମିଆଁମାର । ୫.୫ ତୀବ୍ରତାର…

ଥମୁନି ପଶ୍ଚିମବଙ୍ଗ ୱାକଫ୍ ହିଂସା: ଗଲାଣି ୩ ଜୀବନ, ବିଜେପି କହିଲା, ‘ସୁରକ୍ଷିତ ନାହାନ୍ତି ହିନ୍ଦୁ’

ମୁର୍ଶିଦାବାଦ: ୱାକଫ୍ ଆଇନ ନେଇ ଥମୁନି ବିବାଦ। ବିରୋଧୀ ଏହାକୁ ସମାଲୋଚନା ଜାରି ରଖିଥିବା ବେଳେ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଛି ୱାକଫ୍ ହିଂସା। ମୁର୍ଶିଦାବାଦ ଜିଲ୍ଲାରେ ୱାକଫ୍ (ସଂଶୋଧନ) ଆଇନ ଉପରେ ହିଂସା ଦିନକୁ ଦିନ ଉଗ୍ର ରୂପ ନେଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାନ୍ତି ପାଇଁ…

ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଓଡ଼ିଆ ନୂଆବର୍ଷ କ୍ୟାଲେଣ୍ଡର ଉନ୍ମୋଚନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂତନ କ୍ୟାଲେଣ୍ଡର୍ ଉନ୍ମୋଚିତ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହା ପୂର୍ବରୁ ଓଡ଼ିଆ…