Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘୧୨ରୁ ୧ଟା ଭିତରେ ସାର ହୋଲି ଖେଳ’, କହିଦେଲେ ଡିସିପି..

କଟକ: ଆଜି ଦୋଳ ପୂର୍ଣ୍ଣିମା । ଏବେଠୁ ଚାରିଆଡେ ଉଡିଲାଣି ଫଗୁ । ରାତି ପାହିଲେ ହୋଲି ମହୋତ୍ସବ । ଏଥିପାଇଁ ରାଜ୍ୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏବେ ସଜାଗ ରହିଛି ପୋଲିସ୍ ବାହିନୀ । ଯେଉଁଭଳି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ, ତାହା ଉପରେ ନଜର ରଖିବା ପାଇଁ ଠାବେ ଠାବେ…

‘ବିଶ୍ବ ଜାଣିଛି ଆତଙ୍କବାଦର କେନ୍ଦ୍ର କିଏ?’, ପାକିସ୍ତାନର ଅଭିଯୋଗକୁ ନେଇ ବର୍ଷିଲା ଭାରତ

ନୂଆଦିଲ୍ଲୀ: ବିଶ୍ବ ଜାଣିଛି ଆତଙ୍କବାଦର କେନ୍ଦ୍ର କିଏ?, ତେଣୁ ପର ଉପରେ ଦୋଷ ନ ଲଦି ନିଜ ଦୋଷ ଦେଖିୁ ପାକିସ୍ତାନ । ଭାରତ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା, ନେଇ ପାକିସ୍ତାନ ଅଭିଯୋଗ କରିବା ପରେ, ଏବେ ଏହାକୁ ପ୍ରତ୍ୟାଖ୍ୟାନ କରି କିଛି ଏପରି କହି ବର୍ଷିଛି ଭାରତ । ଏନେଇ ଭାରତର…

ଭାଙ୍ଗୁଛି ମାଓଗଡ଼, ପୁଣି ଆତ୍ମସମର୍ପଣ କଲେ ୧୭ ମାଓବାଦୀ

ବିଜାପୁର: ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ଗାଙ୍ଗାଲୁର ଏରିଆ କମିଟି ମୁଖ୍ୟ ଦିନେଶ ମୋଡିଅମଙ୍କ ସହ ୧୭ ଜଣ ସକ୍ରିୟ ମାଓବାଦୀ ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ DVCM ମେମ୍ବର, ଦୁଇ ଜଣ ACM, ଦୁଇ ଜଣ ମିଲିସିଆ ପ୍ଲାଟୁନ୍ କମାଣ୍ଡର,…

ଭିଜିଲାନ୍ସ ଜାଲରେ ସବ-ରେଜିଷ୍ଟ୍ରାର୍‌ ଅଫିସ୍‌ କିରାଣି

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ସବ-ରେଜିଷ୍ଟ୍ରାର୍‌ ଅଫିସ୍‌ କିରାଣି। କିରାଣି ଶ୍ରୀକାନ୍ତ ଡାକୁଆଙ୍କୁ ଧରିଲା ଭିଜିଲାନ୍ସ ଟିମ୍। କାର୍‌ରେ ଟଙ୍କା ନେଇ ଆସୁଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ବୁଗୁଡ଼ା ମୋଟାବାଡ଼ି ଗାଁ ନିକଟରେ ଧରାପଡ଼ିଲେ ଶ୍ରୀକାନ୍ତ। କାର୍‌ ଭିତରୁ ୧ ଲକ୍ଷ ୮୬ ହଜାର…

୧୯ ସୁଦ୍ଧା ମହାକାଶରୁ ଫେରିବେ ସୁନିତା, ସନ୍ଧ୍ୟାରେ ବାହାରିବ ଏଲୋନ ମସ୍କଙ୍କ ମହାକାଶଯାନ

ଫ୍ଲୋରିଡା: ଚଳିତ ମାସ ୧୯ ସୁଦ୍ଧା ନାସାର ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଓ ବଚ୍‌ ୱିଲମୋର ପୃଥିବୀପୃଷ୍ଠକୁ ଫେରିବେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏହି ଦୁଇ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ସ୍ପେସ୍‌ଏକ୍ସର ଫାଲକନ୍‌-୯ ରକେଟ ବା କ୍ରୁ-୧୦…

ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ କିଏ ହେବେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ?

ମୁମ୍ବାଇ:  ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୫ ହେଉଛି ୧୮ତମ ସିଜିନ୍ ଏବଂ ଏହା ମାର୍ଚ୍ଚ ୨୨ ରେ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ୨୩ ମାର୍ଚ୍ଚରେ ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଉଦଘାଟନୀ ମ୍ୟାଚ୍ ଖେଳିବ। କିନ୍ତୁ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ ମୁମ୍ବାଇ…

ରାଜଧାନୀର ସାଲିଆସାହିରେ ରେଡ୍: ବିପୁଳ ପରିମାଣର ଦେଶୀ ମଦ ଏବଂ ପୋଚ ଜବତ

ଭୁବନେଶ୍ୱର: ରାଜଧାନୀର ସାଲିଆସାହିରେ ରେଡ୍। ବେଆଇନ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗର ଚଢ଼ାଉ। ଏହି ଚଢ଼ାଉ ବେଳେ ବିପୁଳ ପରିମାଣର ଦେଶୀ ମଦ, ପୋଚ ଜବତ ହୋଇଛି। ଅବକାରୀ ବିଭାଗ ଜବତ ଦେଶୀ ମଦ, ପୋଚକୁ ନଷ୍ଟ କରିଛି। ଏବେବି ରେଡ୍ ଜାରି ରହିଥିବା ସୂଚନା ମିଳିଛି। ଗତ ୩ ମାସ ତଳେ ଅବକାରୀ…

ସାଇକେଲ ଚୋରି ସନ୍ଦେହରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଖୋର୍ଦ୍ଧା: ସାଇକେଲ ଚୋରିକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଣ୍ଡିଲୋ ଗ୍ରାମରେ ଏଭଳି ହତ୍ୟାକାଣ୍ଡ ହୋଇଛି। ପୁଅକୁ ରକ୍ଷା କରିବାକୁ ଯାଇ ମା’ ସମେତ ଦୁଇ ଗୁରୁତର ଆହତ ହୋଇଛି। ମୃତ ଯୁବକ ହେଲେ ବାଲିଅନ୍ତା ପଞ୍ଚାୟତ ଅଣ୍ଡିଲୋ ୫ ନମ୍ବର…

ହୋଲିରେ ନାକେଦମ କରିବ ଗରମ: ୧୭ ଯାଏ ତାତିରୁ ନିସ୍ତାର ନାହିଁ, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ହୋଲିରେ ସିଝିବ ଓଡ଼ିଶା । ରାଜ୍ୟରେ ଏବେଠୁ ତାତିର ପ୍ରକୋପ ବଢ଼ିଲାଣି । ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡିଲାଣି। ଭୀଷଣ ଖରା ଚାଲିଛି। ଦିନ ୧୧ଟାରୁ ସାଢ଼େ ୩ଟା ଭିତରେ ବାହାରକୁ ଯାଉଥିଲେ ସତର୍କତା ପଦକ୍ଷେପ ପାଳନ କରନ୍ତୁ । ଗର୍ଭବତୀ, କର୍ମଜୀବୀ, ଶ୍ରମିକ, ବୟସ୍କ ନିଜର…

ଥଣ୍ଡା କ୍ଷୀର ପିଇଲେ ମିଳେ ଏହି ସବୁ ଲାଭ..

ଭୁବନେଶ୍ବର: କ୍ଷୀରରେ କ୍ୟାଲସିୟମ ଏବଂ ପ୍ରୋଟିନ ଅଧିକ ମାତ୍ରାରେ ଥାଏ । ଯାହା ଶରୀର ପାଇଁ ବେଶ୍ ଲାଭଦାୟକ । ତେବେ ଆମେ ପ୍ରାୟତଃ ଗରମ କ୍ଷୀର ପିଇବାକୁ ପସନ୍ଦ କରୁ। କିନ୍ତୁ ଆପଣ ଜାଣିଛନ୍ତି କି ଥଣ୍ଡା କ୍ଷୀର ପିଇଲେ ଅନେକ ଲାଭ ମିଳେ । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ.. - ଶରୀର…