Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୩୭ ଟପିଲା ରାଜଧାନୀ ପାରଦ

ଭୁବନେଶ୍ବର: ଜାଳି ମାରିବ ମାର୍ଚ୍ଚ ତାତି । ମାର୍ଚ୍ଚ ଅଧା ନ ହେଉଣୁ ପାରଦ ୪୦ ଛୁଇଁଲାଣି । ଗତକାଲି ପାରଦ ୪୦ ପାର ହୋଇଥିବା ବେଳେ ଆଜି ମଧ୍ୟ ସମଗ୍ର ରାଜ୍ୟରେ ନିଆଁ ବର୍ଷୁଛି । କୁହାଯାଉଛି ଆଗାମୀ ସପ୍ତାହରେ ମଧ୍ୟ ପାରଦ ଅନେକଥର ୪୦ ଛୁଇଁବ । ରାଜ୍ୟର ପ୍ରମୁଖ ସହର ଝାରସୁଗୁଡା ଏବଂ ଟିଟିଲାଗଡ…

‘ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବନ କର’: ଗର୍ଜିଲା ଯୁବ କଂଗ୍ରେସ

ଭୁବନେଶ୍ବର: ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବନ କରିବା ଦାବିରେ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡେ ମୁହାଁଇଥିଲା ଯୁବ କଂଗ୍ରେସ । ହେଲେ ଅଧା ବାଟରୁ ହିଁ ଉଠାଇ ନେଇଥିଲା ପୋଲିସ୍ । ତେବେ ମନ୍ତ୍ରୀ ମୁକେଶ ମହାଲିଙ୍ଗ…

ଆଇଟି ପାୱାର ହାଉସ ହେବ ଓଡ଼ିଶା, ଜାରି ହେଲା ନୂଆ ଡ୍ରାଫ୍ଟ ଆଇଟି ନୀତି

ଭୁବନେଶ୍ୱର: ଆଇଟି ପାୱାର ହାଉସ ହେବ ଓଡ଼ିଶା। ୨୦୩୬ ସୁଦ୍ଧା ରାଜ୍ୟକୁ ଆଇଟି ଏବଂ ଇଲେକ୍‌ଟ୍ରୋନିକ୍ସ କ୍ଷେତ୍ରରେ ଏକ ପାୱାର ହାଉସ ବନାଇବା ଲକ୍ଷ୍ୟ ରଖାଯାଇଛି। ଏନେଇ ନୂଆ ଆଇଟି ନୀତି ଲାଗୁ କରିବ ଓଡିଶା। ଏହାର ଡ୍ରାଫ୍ଟ ଏବେ ଜାରି କରାଯାଇଛି। ଜନସାଧାରଣ ଏବଂ ଅଂଶୀଦାରମାନେ ଏହା ଉପରେ ନିଜର…

ପେରିୟାରଙ୍କୁ ସମାଲୋଚନା: ନିର୍ମଳାଙ୍କ ଉପରେ ବର୍ଷିଲେ ଥାଲାପତି

ନୂଆଦିଲ୍ଲୀ: ପେରିୟାର ପ୍ରସଙ୍ଗ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉପରେ ବର୍ଷିଲେ ବିଜୟ । କହିଲେ, ଯଦି ଏତେ ପେରିୟାରଙ୍କ ଉକ୍ତି ନେଇ ଚିନ୍ତିତ, ତେବେ ତାମିଲନାଡୁରେ ତ୍ରିଭାଷୀ ନୀତି ଲାଗୁ କରିବା ବନ୍ଦ କରିଦେବା ଉଚିତ୍… । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସମାଜ ସଂସ୍କାରକ ତଥା…

ଏଣିକି ଯୁକ୍ତ୨ ପରେ ବିଏଡ୍‌ କରି ପାରିବେ ଛାତ୍ରଛାତ୍ରୀ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏବେ ଯୁକ୍ତ ୨ ପରେ ବିଏଡ କରି ପାରିବେ ଛାତ୍ରଛାତ୍ରୀ । ରାଜ୍ୟରେ ଥିବା ୧୬ ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟି ଅନୁଷ୍ଠାନ ସହିତ ନିକଟସ୍ଥ ମହାବିଦ୍ୟାଳୟର ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ଯେଉଁଥିରେ ଗ୍ରାଜୁଏସନ୍ ନୁହେଁ ବରଂ…

ଆଜିଠୁ ଆରମ୍ଭ ହେଲା ସାମସଙ୍ଗ Galaxy F16 5Gର ସେଲ୍‌; ଜାଣନ୍ତୁ ଏହାର ଫିଚର ଓ ଦାମ୍…

ନୂଆଦିଲ୍ଲୀ:କିଛିଦିନ ପୂର୍ବରୁ ସାମସଙ୍ଗ ଭାରତୀୟ ବଜାରରେ ନିଜର ଗୋଟିଏ ସ୍ମାର୍ଟଫୋନ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍ ର ନାମ ହେଉଛି ସାମସଙ୍ଗ ଗାଲାକ୍ସି F16 5G( Samsung Galaxy F16 5G) । ଏହି ହ୍ୟାଣ୍ଡସେଟର ପ୍ରଥମ ବିକ୍ରି ଆଜି ଗୁରୁବାର ଠାରୁ ଆରମ୍ଭ ହୋଇଛି। ଏହି ବିକ୍ରୟ ଇ-କମର୍ସ…

ସଡକ ସୁରକ୍ଷା ମାସରେ ହିଁ, ଦୁର୍ଘଟଣାରେ ଗଡିଛି ୫୦୫ ମୁଣ୍ଡ

ଭୁବନେଶ୍ବର: ସଡକ ସୁରକ୍ଷା ମାସରେ ହିଁ, ଦୁର୍ଘଟଣାରେ ଯାଇଛି ୫୦୫ ଜଣଙ୍କ ଜୀବନ । ଗୋଟିଏ ମାସରେ ମୋଟ ୮୪୮ଟି ଦୁର୍ଘଟଣା ଘଟିଛି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ତେବେ ଆଜି ଗୃହରେ ବିଧାୟକ ଅରୁଣ ସାହୁ ରାଜ୍ୟରେ ଦୁର୍ଘଟଣା ଜନିତ…

ଗୋପାଳପୁର ବେଳାଭୂମିରେ ଅଲିଭ୍ ରିଡଲେଙ୍କ ଅଦିନିଆ ଆଣ୍ଡାଦାନ

ଭୁବନେଶ୍ଵର: ଅଣ୍ଡା ଦେଉଛନ୍ତି ଅଲିଭ୍‌ ରିଡ୍‌ଲେ। ଗୋପାଳପୁର ବେଳାଭୂମିରେ ଅଲିଭ୍ ରିଡଲେ କଇଁଛଙ୍କ ଅଦିନିଆ ଅଣ୍ଡାଦାନ। ଗତ ମାସ ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡଲେଙ୍କ ଗଣ ଅଣ୍ଡାଦାନ ସରିଥିଲା। ନିର୍ଦ୍ଧିଷ୍ଟ ସ୍ଥାନରେ ହଜାର ହଜାର ସଂଖ୍ୟାରେ କଇଁଛ ଅଣ୍ଡାଦାନ କରିଥିଲେ। ଏବର୍ଷ ସର୍ବକାଳୀନ…

ଡରାଇଲାଣି ତାତିର ତାଉ: ଦିନ ସାଢେ ୧୧ଟା ସୁଦ୍ଧା ୩୭ ଡେଇଁଲା ପାରଦ

ଭୁବନେଶ୍ବର: ଏବେଠୁ ଠାରାଇଲାଣି ତାତି । ମାର୍ଚ୍ଚ ତାତି ବର୍ଷର ସବୁ ରେକର୍ଡ ଭାଙ୍ଗିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାର ପ୍ରଭାବ ଏବେଠୁ ରାଜ୍ୟ ତଥା ଦେଶରେ ଅନୁଭୂତ ହେଲାଣି । ଆଜି ଝାରସୁଗୁଡାରେ ଦିନ ୧୧ଟା ୩୦ରେ ତାପମାତ୍ରା ୩୭.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ…

ଏବେ ଫେରିବେନି ସୁନୀତା: ଆହୁରି ବିଳମ୍ବ….ସ୍ଥଗିତ ରହିଲା ମିଶନ୍

ନୂଆଦିଲ୍ଲୀ: ଏବେ ଫେରିବନି ସୁନୀତା ଓ ତଙ୍କ ସାଥି । ଆହୁରି ବିଳମ୍ବ ହେବ । ନାସା ଏବଂ ସ୍ପେସଏକ୍ସ କ୍ରୁ-୧୦ ଲଞ୍ଚକୁ ସ୍ଥଗିତ ରଖିଥିବାରୁ ଷ୍ଟାରଲାଇନର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବ ହୋଇଛି । ତେବେ କ୍ରୁ-୧୦ ହେଉଛି କ୍ରୁ-୯ ଦଳର ଏକ…