Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Ccpi 2026: ଡରାଇଲାଣି ଜଳବାୟୁ ପରିବର୍ତ୍ତନ, ୧୩ରୁ ସିଧା ୨୩କୁ ଖସିଲା ଭାରତ…

ନୂଆଦିଲ୍ଲୀ: ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନରେ ଭାରତ ୧୩ତମ ସ୍ଥାନରୁ ଖସି ସିଧା ୨୩ ତମ ସ୍ଥାନରେ ପହଞ୍ଚିଛି। ଭାରତ ସର୍ବଶେଷ ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କରେ ୧୩ ସ୍ଥାନ ଖସି ୨୩ ତମ ସ୍ଥାନରେ ପହଞ୍ଚିଛି। ଜାତୀୟ କୋଇଲା ନିର୍ଗମନ ସମୟସୀମା ଏବଂ ଚାଲୁଥିବା କୋଇଲା…

ଭିଡ଼ିଓ ଜାରି କରି ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଅପିଲ୍‌ କଲେ ଟପ୍ ମାଓନେତା ଭୂପତି..

ମାଲକାନଗିରି: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ମାଓ ସଙ୍ଗଠନର ଅନେକ ବଡ ବଡ ନେତା ସଙ୍ଗଠନ ଛାଡିବାରେ ଲାଗିଛନ୍ତି । ଏହାରି ଭିତରେ ଏକ ଭିଡ଼ିଓ ଜାରି କରି ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅପିଲ୍‌ କରିଛନ୍ତି ଟପ୍‌ ମାଓନେତା ଭୂପତି । ଦେଢ ମାସ ତଳେ ଗଡଚିରୋଲିରେ ଆତ୍ମସମର୍ପଣ…

International Men’s Day: ପୁରୁଷଙ୍କ ପାଇଁ ଦିନଟିଏ… ପୁରୁଷ ଦିବସ ପାଳିବାକୁ କିଏ ରଖିଥିଲେ ମତ ?

ନୂଆଦିଲ୍ଲୀ: ପ୍ରତିବର୍ଷ ୧୯ ନଭେମ୍ବର ୨୦୨୨ରେ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପୁରୁଷ ଆଦର୍ଶକୁ ଆଲୋକିତ କରିବା ଏବଂ ପୁରୁଷତ୍ୱର ସକରାତ୍ମକ ଅଭିବ୍ୟକ୍ତିକୁ ପ୍ରୋତ୍ସାହିତ କରିବା। ଅନ୍ତର୍ଜାତୀୟ ପୁରୁଷ ଦିବସ ବାଳକ ଓ ପୁରୁଷ, ସଂଘ, ସମାଜ, ସମ୍ପ୍ରଦାୟ,…

୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ୧୨ ଦେଶର ୪୦ ପ୍ରତିନିଧି

ଭୁବନେଶ୍ୱର: ୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ ଅବସରରେ ନୂଆଦିଲ୍ଲୀ ସ୍ଥିତ ସଂସଦ ସଚିବାଳୟର ପାର୍ଲିଆମେଣ୍ଟାରି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ ଫର୍ ଡେମୋକ୍ରାସିସ (PRIDE) ତରଫରୁ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଏହି ଛକରେ ସ୍ଥାପନ ହେବ ସଡ଼କ ଦୁର୍ଘଟଣା ଘଣ୍ଟା; କରିବ ସଚେତନ

ଭୁବନେଶ୍ୱର: ଭୁବନେଶ୍ବର ଏଜି ଛକରେ ସ୍ଥାପନ ହେବ ସଡ଼କ ଦୁର୍ଘଟଣା ଘଣ୍ଟା । ଏ ନେଇ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି । ସଡ଼କ ଦୁର୍ଘଟଣା ବାବଦରେ ସଚେତନ କରିବ ସଡ଼କ ଦୁର୍ଘଟଣା ଘଣ୍ଟା । ସଚେତନ ସହ ସକରାତ୍ମକ ଆଚରଣରେ…

ସାବଧାନ! ହ୍ୱାଟସଆପରେ ବ୍ଲାକମେଲ୍‌ର ଶିକାର ହେଉଥିଲେ ତୁରନ୍ତ ଗ୍ରହଣ କରନ୍ତୁ ଏପରି ପଦକ୍ଷେପ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନୂଆ ଜିନିଷ ଶିଖୁଥିବା ଏବଂ ପ୍ରଗତି କରୁଥିବା ବେଳେ, ଅନେକ ଏହାର ଅପବ୍ୟବହାର ମଧ୍ୟ କରୁଛନ୍ତି। ଯେତେବେଳେ ଲୋକମାନେ କାହା ସହିତ କଥା ହେବାକୁ ଚାହାଁନ୍ତି, ସେମାନେ ତୁରନ୍ତ ହ୍ୱାଟ୍ସଆପ୍ ଖୋଲି ଏକ ମେସେଜ୍ ପଠାନ୍ତି।…

Dev Deepabali Ritual: ଆଜିଠୁ ଶ୍ରୀମନ୍ଦିରରେ ୩ ଦିନ ବ୍ୟାପୀ ଚାଲିବ ଦେବଦୀପାବଳି ନୀତି

ପୁରୀ: ଆଜିଠାରୁ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ । ତିନିଦିନ ମହାପ୍ରଭୁ ଶ୍ରାଦ୍ଧବେଶରେ ଵିଭୂଷିତ ହେବେ । ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦଶୀ,ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ପରମ୍ପରା ରହିଆସିଛି । ଆଜି ଅର୍ଥାତ ପ୍ରଥମ…

Naxal Encounter: କାଲି ଟପ୍ ମାଓନେତା ହିଡମା …ଆଜି ଆଉ ୭ ମାଓବାଦୀ ନିପାତ

ମାଲକାନଗିରି: ଦିନକୁ ଦିନ ରାଜ୍ୟରେ ମାଓଗଡ଼ ଭୁଶୁଡ଼ିବାରେ ଲାଗିଛି । ମାଲକାନଗିରି ସୀମାନ୍ତରେ ପୁଣି ଏନକାଉଣ୍ଟର। ଆନ୍ଧ୍ରପ୍ରଦେଶ ଆଲୁରୀ ସୀତାରାମ ରାଜୁ ଜିଲ୍ଲାର ମାରେଡିମିଲ୍ଲୀ ଜଙ୍ଗଲରେ ପୁଣି ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ…

Bihar New Govt: କାଲି ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ନେବେ ନୀତିଶ କୁମାର, ସାମ୍ନାକୁ ଆସିଲା ଉପମୁଖ୍ୟମନ୍ତ୍ରୀଙ୍କ…

ପାଟନା: ବିହାରରେ ନିର୍ବାଚନ ଫଳାଫଳ ପରେ, ସରକାର ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତିଛି। ଆଉ ଏବେ ସବୁ ଚୁଡାନ୍ତ ସରିଛି । ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବେ ଏବଂ ଏନେଇ ବୁଧବାର ଦିନ ଜେଡିୟୁ…

SCB ମେଡିକାଲ ଆଇସିୟୁରେ ଭର୍ତ୍ତି ଜଣେ ମହିଳା ରୋଗୀଙ୍କୁ ଅସଦାଚରଣ: କର୍ମଚାରୀ ଗିରଫ

କଟକ: ଓଡ଼ିଶାର କଟକ SCB ମେଡିକାଲ କଲେଜ ଏବଂ ହସ୍ପିଟାଲର ମେଡିସିନ୍ ବିଭାଗ ICUରେ ଭର୍ତ୍ତି ଜଣେ ୨୩ ବର୍ଷୀୟା ମହିଳା ରୋଗୀଙ୍କୁ ଯୌନ ନିର୍ଯାତନା ହୋଇଥିବା ଅଭିଯୋଗ ଆସିଛି। ଉକ୍ତ ରୋଗୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ୱାର୍ଡ ଆଟେଣ୍ଡାଣ୍ଟଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ…