Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଅପରାଧର ସବୁ ସୀମା ପାର୍, ରୋଗୀ ଏମର୍ଜେନ୍ସି ଆଳରେ ଆମ୍ବୁଲାନ୍ସରେ ହେଉଛି ଗଞ୍ଜେଇ ଚାଲାଣ

ଭୁବନେଶ୍ୱର: ଅପରାଧର ସବୁ ସୀମା ଟପିଲା। ଏଥର କୌଣସି କାର କିମ୍ବା ବାଇକରେ ନୁହେଁ ବରଂ ଅତି ଚତୁରାତର ସହ ଆମ୍ବୁଲାନ୍ସରେ କରାଯାଉଛି ଗଞ୍ଜେଇ ଚାଲାଣ। ରୋଗୀ ଏମର୍ଜେନ୍ସି ଆଳ ଦେଖାଇ ପାରି ହେଉଥିଲେ ବେପାରୀ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ଧରାପଡିଲେ। କଟକରୁ ଭୁବନେଶ୍ବର…

​​କଂଗ୍ରେସର ପରାଜୟ ପରେ ବିଜେପିକୁ ଶଶି ଥରୁରଙ୍କ ପ୍ରଶଂସା, କହିଲେ- ଭବିଷ୍ୟତ ରଣନୀତି ପାଇଁ ଆମ ଦଳକୁ ବହୁତ କିଛି…

ନୂଆଦିଲ୍ଲୀ: ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ପରେ, କଂଗ୍ରେସ ସାଂସଦ ଶଶି ଥରୁର ନିଜ ଦଳର ପ୍ରଦର୍ଶନ ବିଷୟରେ ଖୋଲାଖୋଲି ଭାବରେ ନିଜର ମନ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ ଦଳକୁ ଏବେ ଗମ୍ଭୀରତାର ସହିତ ନିଜକୁ ମୂଲ୍ୟାଙ୍କନ କରିବା ଉଚିତ। ତାଙ୍କ ଅନୁସାରେ,…

Mother of RG Kar Victim Wins: ଜିତି ପାରିନଥିଲେ ଝିଅ ପାଇଁ ନ୍ୟାୟର ଲଢେଇ, ହେଲେ ସେଇ ନ୍ୟାୟ ପାଇବା ପାଇଁ…

କୋଲକାତା: ମେ ୪ ତାରିଖରେ ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ୨୦୦ରୁ ଅଧିକ ଆସନ ହାତେଇ ବଙ୍ଗ ଗଡ ନିଜ ନାଁରେ କରିଛି ବିଜେପି । ଖାଲି ସେତିକି ନୁହେଁ, ପଶ୍ଚିମବଙ୍ଗ ନିର୍ବାଚନରେ ମହିଳାଙ୍କୁ ମମତା ବାନାର୍ଜିଙ୍କ ବିରୋଧରେ ଛିଡା କରିଥିବା ବିଜେପି ଏକ ମାଷ୍ଟର କାର୍ଡ…

Iran Attack On UAE: ଇରାନ ଆକ୍ରମଣରେ ଆହତ ୩ ଭାରତୀୟ, କଡା ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାର ସଙ୍କେତ ମିଳୁଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ହୋଇଛି, କିନ୍ତୁ ଉଭୟ ଦେଶ ଏପର୍ଯ୍ୟନ୍ତ ଏକ ଚୁକ୍ତିରେ ପହଞ୍ଚି ପାରିନାହାଁନ୍ତି। ଏହି ସମୟରେ, ଇରାନ ପୁଣି ଥରେ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଉପରେ ଆକ୍ରମଣ ଆରମ୍ଭ…

ସ୍ପଞ୍ଜ କାରଖାନାରେ ଏକାସଙ୍ଗେ କେମିତି ଜୀବନ ହରାଇଲେ ୩ ଶ୍ରମିକ?

ଅନୁଗୁଳ: ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଦୁର୍ଘଟଣା। ଅନୁଗୁଳ ଶ୍ରୀମେଟାଲିକ କାରଖାନାରେ ଘଟିଛି ଅଘଟଣ। ମେଣ୍ଟେନାନ୍ସ ବେଳେ ଦୁର୍ଘଟଣା ଘଟି ୩ ଶ୍ରମିକଙ୍କ ମୃତ୍ୟୁ। ଢେଙ୍କାନାଳ ହିନ୍ଦୋଳ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ତିନିଜଣ ହେଲେ…

ମମତାଙ୍କ 3M’s Vs ମୋଦିଙ୍କ 5M’s: ଭାରୀ ପଡିଲା ମୋଦି ମ୍ୟାଜିକ୍, ଧୋଇଗଲା ଦିଦିଙ୍କ ଗଡ

କୋଲକାତା: ୧୫ ବର୍ଷ ପୂର୍ବେ, ମମତା ବାନାର୍ଜୀ 3M’s- "ମା, ମାଟି, ମଣିଷ"ଙ୍କ ଶକ୍ତିରେ ପଶ୍ଚିମବଙ୍ଗରେ ୩୪ ବର୍ଷର ବାମପନ୍ଥୀ ଶାସନ ଭାଙ୍ଗିଥିଲେ। ସେହି ସମୟଠାରୁ, ଏହି ସ୍ଲୋଗାନ ରାଜ୍ୟରେ ତୃଣମୂଳ କଂଗ୍ରେସର ଲଗାତାର ତିନୋଟି ବିଜୟ ପଛରେ ମୂଳଦୁଆ ଥିଲା। କିନ୍ତୁ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା…

ମମତା-ଷ୍ଟାଲିନଙ୍କ କଥା ଛାଡ଼ନ୍ତୁ.. କଡା ଟକ୍କର ମଧ୍ୟରେ ମାତ୍ର ଗୋଟିଏ ଭୋଟରେ ହାରିଗଲେ ଏହି ମନ୍ତ୍ରୀ

ଚେନ୍ନାଇ: ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ କେତେ ମୂଲ୍ୟବାନ ତାହାର ଏକ ପ୍ରମୁଖ ଉଦାହରଣ ତାମିଲନାଡୁର ତିରୁପତ୍ତୁର ବିଧାନସଭା ଆସନରୁ ଦେଖିବାକୁ ମିଳିଛି। ଏଠାରେ, କେବଳ ଜଣେ ବ୍ୟକ୍ତିଙ୍କ ଭୋଟ୍ ସବୁ ଖେଳ ପରିବର୍ତ୍ତନ କରିଦେଇଥିଲା। ଡିଏମକେ ମନ୍ତ୍ରୀ କେ.ଆର. ପେରିଆକାରୁପ୍ପନ କେବଳ ଗୋଟିଏ ଭୋଟ…

ବଙ୍ଗଳାର ଏହି ନିର୍ବାଚନମଣ୍ଡଳୀରେ ଏବେ ବି ଚାଲିଛି ଗଣତି; ଫଳାଫଳକୁ ଅପେକ୍ଷା, TMC-BJP ମଧ୍ୟରେ କଡ଼ା ଟକ୍କର

କୋଲକାତା: ପଶ୍ଚିମବଙ୍ଗରେ ଐତିହାସିକ ବିଜୟ ହାସଲ କରିଛି ବିଜେପି। ପ୍ରଥମ ଥର ପାଇଁ ବେଜେପି ସରକାର ଗଠନ କରିବାକୁ ଯାଉଛି। ବିଜେପି ୨୦୬ଟି ଆସନ ଜିତିଛି। ଏହି ବିଜୟ ହାସଲ ପରେ ବି ବଙ୍ଗଳାରେ ଏବେ ବି ଗୋଟିଏ ନିର୍ବାଚନମଣ୍ଡଳୀ ଅଛି ଯେଉଁଠାରେ ରାତି ସାରା ଭୋଟ ଗଣନା ଜାରି ରହିଛି। ଏହି ଅଞ୍ଚଳର…

Mamata Lost Bengal!: ଦିଦିଙ୍କ ପତନ ପଛରେ, ଏହି ୫ ବ୍ୟକ୍ତି…

କୋଲକାତା: ଭାଙ୍ଗିଗଲା ଦିଦିଙ୍କ ଗଡ ଆଜିଠୁ ବଙ୍ଗ ବିଜେପିର ସବୁ ଅମାନତ ହରାଇଲେ ମମତା ବାନାର୍ଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସମଗ୍ର ଦେଶକୁ ଚକିତ କରିଛି। ଭାରତୀୟ ଜନତା ପାର୍ଟି ଦିଦିଙ୍କ ଅଭେଦ୍ୟ ଦୁର୍ଗକୁ ଭାଙ୍ଗି ଏକ ଐତିହାସିକ ସଫଳତା ହାସଲ କରିଛି। ୨୦୦ରୁ ଅଧିକ…

ଦିଦିଙ୍କୁ ମାତ୍ ଦେଇଥିବା ବିଜେପିର ବାହୁବଳୀ… ଜାଣନ୍ତୁ ଶୁଭେନ୍ଦୁ ଅଧିକାରୀଙ୍କ ପରିବାର, ସମ୍ପତ୍ତି ଓ ସଫଳତାର…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପରେ ସାରା ଦେଶରେ ଯଦି କୌଣସି ଗୋଟିଏ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି, ସେ ହେଉଛିନ୍ତିୃ 'ଶୁଭେନ୍ଦୁ ଅଧିକାରୀ'। ରାଜନୀତିରେ କୁହାଯାଏ ଯେ, ନିଜ ଲୋକ ହିଁ ଦୁର୍ବଳତା ସବୁଠୁ ଭଲ ଭାବେ ଜାଣିଥାନ୍ତି। ଦିନେ ମମତା ବାନାର୍ଜୀଙ୍କୁ…