Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Puri Rath Yatra:ବାହୁଡ଼ା ଯାତ୍ରା ଅବସରରେ ଭକ୍ତଙ୍କ ନିମନ୍ତେ ଗଡ଼ିବ ସ୍ଵତନ୍ତ୍ର ୬୫ ଆମ ବସ୍

ପୁରୀ:ରାତି ପାହିଲେ ବାହୁଡିବେ ମହାବାହୁ । ବାହୁଡ଼ା ଯାତ୍ରା ଅବସରରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ, ଆରାମଦାୟକ ଯାତାୟାତ ସୁନିଶ୍ଚିତ କରିବା ପାଇଁ କ୍ରୁଟ ପକ୍ଷରୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ପୁରୀକୁ ସଂଯୋଗ କରୁଥିବା ବିଭିନ୍ନ ସ୍ୱତନ୍ତ୍ର ରୁଟ୍ ରେ ୫୦ଟି ଆମ…

ମହାନଦୀ ଜଳ ବିବାଦ: ସମାଧାନର ଆଶା, ଆପୋଷ ବୁଝାମଣା ପାଇଁ ଓଡ଼ିଶା ଓ ଛତିଶଗଡ଼ର ସମ୍ମତି

ଭୁବନେଶ୍ୱର: ଦୀର୍ଘ ବର୍ଷ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ଏବେ ଏକ ନୂଆ ମୋଡ଼ ନେଇଛି। ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଥିବା ଏହି ଅନ୍ତଃରାଜ୍ୟ ନଦୀ ଜଳ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଆପୋଷ ବୁଝାମଣା ଏବଂ ଆଲୋଚନା ମାଧ୍ୟମରେ ସମାଧାନର ପଥ ବାଛିଛନ୍ତି। ଏହି ପରିପ୍ରେକ୍ଷୀରେ…

ମହାପ୍ରଭୁଙ୍କର ପାଞ୍ଚଟି ଟ୍ରେଡ୍ ମାର୍କକୁ ଅନୁମୋଦନ; ପବିତ୍ର ନାମର ଅନଧିକୃତ ବ୍ୟବହାର ବନ୍ଦ ହେବ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ଦିଗରେ ବଡ଼ ସଫଳତା । ମହାପ୍ରଭୁଙ୍କର ପାଞ୍ଚଟି ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ । ଟ୍ରେଡ୍ ମାର୍କ ରେଜିଷ୍ଟ୍ରିର ୨ୟ ପର୍ଯ୍ୟାୟରେ ଆଉ ୫ଟି ଟ୍ରେଡ୍ ମାର୍କ ଅନୁମୋଦିତ ହୋଇଛି । ଏହି ଟ୍ରେଡ୍ ମାର୍କଗୁଡ଼ିକ ହେଲା…

ଇସ୍କନର ‘ଅଦିନିଆ ରଥଯାତ୍ରା’ ବିବାଦ: ପୁରୀ ଗଜପତିଙ୍କ ନିବେଦନକୁ ଗ୍ରହଣ କଲା ଇସ୍କନ-ବାଙ୍ଗାଲୋର, ହେବ…

ପୁରୀ/ଭୁବନେଶ୍ୱର: ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଇସ୍କନ ପକ୍ଷରୁ କରାଯାଉଥିବା 'ଅଦିନିଆ ରଥଯାତ୍ରା'କୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପୁରୀ ଶ୍ରୀମନ୍ଦିରର ସର୍ବୋଚ୍ଚ ସେବାୟତ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ…

Plus Two Admission:ଯୁକ୍ତ ଦୁଇ ଫେଜ୍ ୧ ନାମଲେଖା: ପ୍ରକାଶ ପାଇଲା ଦ୍ବିତୀୟ ମେଧା ତାଲିକା

ଭୁବନେଶ୍ୱର:୨୦୨୬-୨୭ ଶିକ୍ଷାବର୍ଷ ଯୁକ୍ତ ଦୁଇ ଫେଜ୍ ୧ ନାମଲେଖାର ଦ୍ବିତୀୟ ମେଧା ତାଲିକାରେ ମୋଟ ୪୬,୫୭୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ୮୭,୫୪୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪୬,୫୭୦ ଜଣଙ୍କୁ ଚୟନ କରାଯାଇଛି । ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୨୫,୮୭୪ ଜଣ ସ୍ଲାଇଡ୍-ଅପ୍…

ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ବିରୋଧ: ଆସନ୍ତାକାଲି ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବ…

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP) ଆସନ୍ତାକାଲି, ଶୁକ୍ରବାର ଦିନ ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଘୋଷଣା କରିଛି। CJP ର ସୋସିଆଲ ମିଡିଆ ପୋଷ୍ଟ ସାରା ଭାରତରେ ପୋଲିସ ବର୍ବରତାର ଶିକାର ହୋଇଥିବା ଲୋକଙ୍କ ସମର୍ଥନରେ ଏକତ୍ରିତ ହେବାକୁ ଲୋକଙ୍କୁ ଅନୁରୋଧ କରିଛି। ଦଳ ଘୋଷଣା…

ପିକ୍‌ଅପ୍‌ ଭ୍ୟାନ୍‌ରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ;ଜଣେ ଗିରଫ

ମାଲକାନଗିରି:କାଲିମେଳା ବ୍ଲକ ଏମଭି-୭୯ ପୋଲିସକୁ ସଫଳତା । ପିକ୍‌ଅପ୍‌ ଭ୍ୟାନ୍‌ରୁ ୪ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି ଓ ଜଣେ ଗିରଫ। ସୂଚନାଥାଉକି, ଗଞ୍ଜେଇ କାଲିମେଳାରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା।…

ଛାତ୍ରଛାତ୍ରୀଙ୍କ ସମର୍ଥନରେ ଅନ୍ନା ହଜାରେ, ଦୁଇ ଘଣ୍ଟା ନୀରବ ପ୍ରତିବାଦ ବେଳେ ଭୋ ଭୋ ହୋଇ କାନ୍ଦିଲେ

ନୂଆଦିଲ୍ଲୀ: ଗୁରୁବାର ଦିନ ମହାରାଷ୍ଟ୍ରର ଅହଲ୍ୟାନଗରରେ ସାମାଜିକ କର୍ମୀ ଅନ୍ନା ହଜାରେ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କ ସମର୍ଥନରେ ଦୁଇ ଘଣ୍ଟାର ନୀରବ ପ୍ରତିବାଦ କରିଥିଲେ। ପ୍ରତିବାଦ ସକାଳ ୧୧ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ହଜାରେ ଅହଲ୍ୟାନଗରରେ ମହାତ୍ମା ଗାନ୍ଧୀ…

ସିଏମଓରୁ ଫାଇଲ ଗାଏବ ଘଟଣା: ଅବସରପ୍ରାପ୍ତ IAS ଉପେନ୍ଦ୍ର ବେହେରା ଓ ପୂର୍ବତନ IAS ଅଧିକାରୀ ରାଜେଶ ବର୍ମାଙ୍କୁ ନୋଟିସ୍

ଭୁବନେଶ୍ୱର: ସିଏମଓରୁ ଫାଇଲ ଗାଏବ ହେବାର ଜୋରଦାର ତନାଘନା। ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ନାଥ ବେହେରାଙ୍କୁ ନୋଟିସ୍। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ଅନ୍ୟମାନଙ୍କ ହତ୍ୟା ମାମଲାରେ ଜଷ୍ଟିସ୍ ନାଇଡୁ କମିଶନ ରିପୋର୍ଟ ଏବଂ ସମ୍ ହସ୍ପିଟାଲରେ…

୨୦ ଦିନ ଧରି ଜଳବନ୍ଦୀରେ ଗ୍ରାମବାସୀ; ସ୍ଥାୟୀ ସମାଧାନ କରିବାକୁ ଦାବି…

ଛେଣ୍ଡିପଦା:ଗାଁ ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି। ପ୍ରାୟ ୨୦ ଦିନ ଧରି ଜମି ରହିଥିବା ପାଣି ଯୋଗୁଁ ଦୁର୍ଗନ୍ଧ ସୃଷ୍ଟି ହେଲାଣି । ଏପରି ସମସ୍ୟାରେ ଘେରରେ ରହିଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ନୂଆଗାଁ ପଞ୍ଚାୟତର ତେଳିସାହିର ବାସିନ୍ଦା । ଏହା ଫଳରେ ପ୍ରାୟ ୧୫୦ ପରିବାର ଯାତାୟାତ ଓ…