Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ ପକ୍ଷୀ ଓ କୁମ୍ଭୀର ମାନଙ୍କ ସଂଖ୍ୟାରେ ରେକର୍ଡ ସଂଖ୍ୟକ ବୃଦ୍ଧି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପକ୍ଷୀ ଓ କୁମ୍ଭୀର ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଓଡ଼ିଶା ବନ ବିଭାଗ ଦ୍ୱାରା କରାଯାଇଥିବା ବାର୍ଷିକ ପକ୍ଷୀ ଗଣନାରେ ଏହା ଜଣାପଡିଛି । ଜାନୁଆରୀ ୨୦୨୪-୨୫ର ପ୍ରଥମ ୨ ସପ୍ତାହ ମଧ୍ୟରେ ହୋଇଥିବା ପକ୍ଷୀ ଗଣନା ଅନୁସାରେ ବର୍ତ୍ତମାନେ ରାଜ୍ୟର ବନ୍ୟ ଅଞ୍ଚଳ ଏବଂ…

ଭାରତରେ ଲଞ୍ଚ ହେଲା iQOO Neo 10R; ଗେମିଙ୍ଗ ପାଇଁ ରହିଛି ଖାସ୍ ଫିଚର

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଗେମିଙ୍ଗ  ପସନ୍ଦ ଏବଂ ଏକ ନୂଆ ପାଓ୍ବାରଫୁଲ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବହୁତ ଭଲ ଖବର ଆସିଯାଇଛି । ଅଗ୍ରଣୀ ମୋବାଇଲ୍ ଫୋନ୍ କମ୍ପାନୀ iQOO ଏହାର ନୂତନ ସ୍ମାର୍ଟଫୋନ୍ iQOO Neo 10R ଭାରତରେ ଆଜି ଲଞ୍ଚ କରିଛି । ଏହାର…

ରାଜ୍ୟର ୫ ହଜାରରୁ ଅଧିକ ଗାଁରେ ନାହିଁ ସବୁଦିନିଆ ରାସ୍ତା: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୫ ହଜାରରୁ ଉର୍ଦ୍ଧ୍ବ ଗାଁକୁ ରାସ୍ତା ନାହିଁ । ଏନେଇ ଆଜି ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ । ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀଙ୍କ…

ଏହିପରି ହ୍ବାଟ୍ସଆପରେ ବର୍ଷକ ପୁରୁଣା ମେସେଜ ଚୁଟକିରେ ପଢିପାରବେ !

ଭୁବନେଶ୍ବର: ହ୍ବାଟ୍ସଆପରେ ୟୁଜରଙ୍କ ସୁବିଧା ପାଇଁ ଅନେକ ଫିଚର ରହିଛି । ତେବେ ଜାଣିଛନ୍ତି କି ପୁରୁଣା ମେସେଜ ସର୍ଚ୍ଚ କରିବା ପାଇଁ ଏକ ଫିଚର ରହିଛି । ଏବେ ଆପଣଙ୍କୁ ପୁରୁଣା ମେସେଜ ଖୋଜିବା ପାଇଁ ଅଧିକ ସମୟ ଲାଗିବ ନାହିଁ । ଆପଣ ଏହି କାମକୁ କିଛି ମିନିଟରେ କରିବାକୁ ସମର୍ଥ ହେବେ । କୌଣସି…

ନିର୍ବାଚନ ପ୍ରକ୍ରିୟା ହେବ ଆହୁରି ମଜବୁତ; ରାଜନୈତିକ ଦଳକୁ ପରାମର୍ଶ ମାଗିଲେ ଇସିଆଇ

ଭୁବନେଶ୍ୱର: ରାଜନୈତିକ ଦଳକୁ ପରାମର୍ଶ ମାଗିଲେ ଭାରତୀୟ ନିର୍ବାଚନ କମିଶନ । ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳଠାରୁ ଏପ୍ରିଲ ୩୦ ସୁଦ୍ଧା ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ), ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଇଓ) କିମ୍ବା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସ୍ତରରେ ସମାଧାନ…

ଶିଶୁମାନେ ସେମାନଙ୍କ ବୟସ ଅନୁଯାୟୀ କେତେ ସମୟ ଶୋଇବା ଉଚିତ୍ ..

ଭୁବନେଶ୍ବର: ଶିଶୁର ମାନସିକ ଏବଂ ଶାରୀରିକ ବିକାଶ ପାଇଁ ଭଲ ନିଦ ଅତ୍ୟନ୍ତ ଜରୁରୀ | ଯଦି ପିଲାମାନେ ସଠିକ୍ ଭାବରେ ଶୁଅନ୍ତି, ତେବେ ସେମାନଙ୍କର ମସ୍ତିଷ୍କ ଭଲ କାମ କରେ ଏବଂ ସେମାନଙ୍କର ଇମ୍ୟୁନିଟି ସିଷ୍ଟମ ପ୍ରଣାଳୀ ଅଧିକ ଶକ୍ତିଶାଳୀ ହୁଏ । ଏଥିସହ ଶିଶୁମାନେ ମଧ୍ୟ ଆକ୍ଟିଭ ରୁହନ୍ତି । ତେବେ…

ଇଂଲିଶ କୋର ପରୀକ୍ଷାରେ ମିଳିଲା ଇଂଲିଶ ଇଲେକ୍ଟିଭ୍ ପ୍ରଶ୍ନପତ୍ର; ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

ମୟୂରଭଞ୍ଜ: ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଏକ ବଡ଼ ଅନିୟମିତତା । ପଢିକି ଯାଇଥିଲେ ଇଂଲିଶ କୋର୍ ହେଲେ ପରୀକ୍ଷାରେ ମିଳିଲା ଇଂଲିଶ ଇଲେକ୍ଟିଭ୍ ପ୍ରଶ୍ନପତ୍ର । ଯାହା ଫଳରେ ୩୨ ଜଣ ଛାତ୍ରଛାତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇ କିଛି ଉପାୟ ନପାଇ କାନ୍ଦି କାନ୍ଦି ଘରକୁ ଫେରିଛନ୍ତି । ଏହିଭଳି ଘଟଣା ସାମ୍ନାକୁ…

ଗୃହରୁ ସସପେଣ୍ଡ ହେଲେ ତାରା ବାହିନୀପତି

ଭୁବନେଶ୍ବର: ଗୃହରୁ ସସପେଣ୍ଡ ହୋଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ବିଶୃଙ୍ଖଳିତ ଆଚରଣ ପାଇଁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ ହେଲେ ତାରା। ତାଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ସୂଚନା ମୁତବକ, ମଙ୍ଗଳବାର ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ଗୃହରେ…

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସୃଷ୍ଟି ହେଲେ ୮ ଲକ୍ଷରୁ ଅଧିକ ଲକ୍ଷପତି ଦିଦି

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶକ୍ରମେ ଆଜି ସମଗ୍ର ରାଜ୍ୟରେ ଲକ୍ଷପତି ଦିଦି ଯୋଜନା ଉପରେ ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ସମନ୍ୱୟ ଓ ସହଭାଗିତା ମାଧ୍ୟମରେ ବିଭିନ୍ନ ଜୀବନ ଜୀବିକା କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଏବଂ ସମସ୍ତ…

ବିଷାକ୍ତ ଦିଲ୍ଲୀ, ଭାଙ୍ଗିଲା ବିଶ୍ବ ରେକର୍ଡ

ନୂଆଦିଲ୍ଲୀ: ବିଷାକ୍ତ ପାଲଟିଲାଣି ଦେଶ । ବାୟୁ ପ୍ରଦୂଷଣରେ ସବୁ ରେକର୍ଡ ଭାଙ୍ଗୁଛି । ବିଶ୍ବର ପ୍ରଦୂଷିତ ୨୦ ସହର ମଧ୍ୟରୁ ୧୩ଟି ସହର କେବଳ ଭାରତର । ବାୟୁ ଗୁଣବତ୍ତା ସଂସ୍ଥା, ସ୍ବିଜରଲାଣ୍ଡର କମ୍ପାନୀ ଆଇକ୍ୟୁ ଏୟାର ପକ୍ଷରୁ ବିଶ୍ବର ସବୁଠାରୁ ଅଧିକ ପ୍ରଦୂଷିତ ସହର ଗୁଡିକର ତାଲିକା ପ୍ରକାଶ…