Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜଧାନୀରେ ଏନକାଉଣ୍ଟର: ଏଟିଏମ ଲୁଟ୍ ବେଳେ ଲୁଟେରା-ପୋଲିସ ଗୁଳିବିନିମୟ

ଭୁବନେଶ୍ବର: ରାତି ଅଧରେ ରାଜଧାନୀରେ ପୁଣି ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ କୁମାରକୁ ଏନକାଉଣ୍ଟର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବରଗଡ଼ରେ ଏନକାଉଣ୍ଟର ହୋଇଛି। ଦୀପକର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ ଏମସ ହସପିଟାଲରେ ଭର୍ତ୍ତି କରାଯାଇଛି।…

ଅନ୍ବେଷା ହଷ୍ଟେଲରେ ଅଷ୍ଟମ, ନବମ ଶ୍ରେଣୀ ଛାତ୍ରଙ୍କୁ ସହାପାଠୀଙ୍କ ମରଣାନ୍ତକ ଆକ୍ରମଣ

ରାୟଗଡ଼ା: ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧୁଷିତ ଜିଲ୍ଲା । ଆଦିବାସୀ ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ହେଲେ ଗୁଣୁପୁର ତହସିଲ୍ ଅଫିସ୍ ନିକଟରେ ଥିବା ୧୦୦ ଶର୍ଯ୍ୟା ବିଶିଷ୍ଟ ଅନ୍ବେଷା ହଷ୍ଟେଲ୍ ରେ ସହପାଠୀ ଛାତ୍ରମାନେ ତିନି ଜଣ ଛାତ୍ରକୁ…

ଭାରତୀୟମାନେ ସାଉଦି ଆରବରୁ କେତେ ସୁନା ଆଣିପାରିବେ, ଚୋରା ଚାଲାଣ ଅଭିଯୋଗ କେବେ ଲାଗେ?

ନୂଆଦିଲ୍ଲୀ: ମଙ୍ଗଳବାର କନ୍ନଡ ଏବଂ ତାମିଲ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କୁ ସୁନା ଚୋରା ଚାଲାଣ ଅଭିଯୋଗରେ ଗିରଫ କରାଯାଇଥିଲା । ଦୁବାଇରୁ ଫେରୁଥିବା ସମୟରେ ରାଜସ୍ୱ ଗୁଇନ୍ଦା ବିଭାଗ ତାଙ୍କୁ ୧୪.୮ କିଲୋ ସୁନା ସହିତ ଗିରଫ କରିଥିଲା । ଏହାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି…

ଅନ୍ୟକୁ ନିଜ ସିମ୍ ଦେଉଛନ୍ତି କି ସତର୍କ ହୋଇଯାଆନ୍ତୁ, ନଚେତ୍…

ନୂଆଦିଲ୍ଲୀ: ଭାରତରେ ସାଇବର ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ, ଏହି ସମୟରେ ସରକାର ଏକ ବଡ ଘୋଷଣା କରିଛନ୍ତି । ଆପଣଙ୍କର ସିମ୍ କିମ୍ବା ମୋବାଇଲ୍ ଅନ୍ୟ କାହାକୁ ଦେବା ଆପଣଙ୍କ ପାଇଁ ବହୁତ ବିପଦପୂର୍ଣ୍ଣ ହୋଇପାରେ । ଯଦି ଅନ୍ୟ କେହି ଆପଣଙ୍କର ସିମ୍ କିମ୍ବା ମୋବାଇଲ୍ ବ୍ୟବହାର…

କାହିଁକି ବିହାରକୁ ବାବାଙ୍କ ଘନ ଘନ ଗସ୍ତ?

ନୂଆଦିଲ୍ଲୀ: ବିହାରରେ ଆଉ କିଛି ମାସ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସରଗରମ ହୋଇଛି ରାଜନୀତି । ଗ୍ରାଉଣ୍ଡରେ ସବୁ ରାଜନୈତିକ ଦଳ ସକ୍ରିୟ । ତେବେ ସବୁଠୁ ବଡ କଥା ହେଲା, ଏବେ ବିହାରକୁ ଘନ ଘନ ଗସ୍ତ କରୁଛନ୍ତି ବାବା । ବାଗେଶ୍ବର ଧାମର ପୀଠଧିଶ୍ବର ଧୀରେନ୍ଦ୍ରକୃଷ୍ଣ ଶାସ୍ତ୍ରୀ…

କାଶୀରେ କାହିଁକି ଖେଳାଯାଏ ଶ୍ମଶାନ ହୋଲି? ଏହାକୁ ନେଇ କାହିଁକି ଆରମ୍ଭ ହେଲା ବିବାଦ…

ବାରାଣସୀ: ଉତ୍ତରପ୍ରଦେଶର ମଣିକର୍ଣ୍ଣିକା ଘାଟରେ ଶ୍ମଶାନ ଚିତାର ପାଉଁଶରେ ହୋଲି ଖେଳିବା ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି । ହେଲେ ବାରାଣସୀରେ ହେବାକୁ ଥିବା ଶ୍ମଶାନନ ହୋଲିକୁ ନେଇ ବିରୋଧ ଏବେ ତୀବ୍ର ହୋଇଛି । ଗୋଟିଏ ପକ୍ଷ ଏହାକୁ ବିରୋଧ କରୁଥିବିବାବେଳେ ଅନ୍ୟ ପକ୍ଷ ଏହାକୁ ସମର୍ଥନ…

ପଶିଲା ଚେତା; ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ବିଜେପିର ଅଭିଯୋଗ ପରେ ଚେତିଲା ବିଜେଡି । ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି । ସୂଚନା ଦେଲେ ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ବିଜୁ ବାବୁଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ ହେବା ନେଇ ଯୋଜନା ରହିଥିବା କହିଲେ । ବିଜୁ ଜୟନ୍ତୀରେ ଏହାକୁ…

ମହିଳା ଦିବସ ୨୦୨୫: ମୋଦୀଙ୍କ ସୋସିଆଲ ମିଡିଆରେ ଭୁବନେଶ୍ଵର ଝିଅ ଏଲିନା ମିଶ୍ର

ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖ, ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲକୁ ସଫଳ ମହିଳାମାନେ ପରିଚାଳନା କରିଛନ୍ତି । ଓଡ଼ିଆ ଆଣବିକ ବିଜ୍ଞାନୀ ଏଲିନା ମିଶ୍ରଙ୍କୁ ଏହି ସୌଭାଗ୍ୟ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଏକ୍ସ ହ୍ୟାଣ୍ଡେଲରେ ଏଲିନା ଦେଶର…

ମା’ ମାନଙ୍କୁ ବିଭ୍ରାନ୍ତ କରିବାକୁ ବିଜେପିର ଅପଚେଷ୍ଟାକୁ ବିରୋଧୀ କରିବାକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ, ମାଆ ମାନେ ପରିବାରର ଶକ୍ତି । ସମାଜର ଶକ୍ତି । ୧୯୯୦ରେ ପ୍ରିୟ ନେତା ବିଜୁ ବାବୁ…

ଖାତାକୁ ଆସିଲା ‘ସୁଭଦ୍ରା’ ଦ୍ବିତୀୟ କିସ୍ତି, ଶୀଘ୍ର କରନ୍ତୁ ଚେକ୍

ବ୍ରହ୍ମପୁର: ଖାତାକୁ ଆସିଲା ‘ସୁଭଦ୍ରା’ ଦ୍ବିତୀୟ କିସ୍ତି ଟଙ୍କା । ପ୍ରାୟ ୧ କୋଟି ମହିଳାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ପ୍ରାୟ ୧କୋଟି ହିତାଧିକାରୀ ପାଇଛନ୍ତି ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । କୋଟିଏ ୬୪ ହଜାର ହିତାଧିକାରୀଙ୍କ…