Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ହୋଲିରେ ଅଘଟଣ, ନଦୀରେ ବୁଡି ୩ ଯୁବକ ମୃତ

ଭୁବନେଶ୍ବର: ପବିତ୍ର ‘ହୋଲି’ ପର୍ବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ହୋଲି ଖେଳି ସାରି ନଦୀରେ ଗାଧୋଇବା ବେଳେ ବୁଡିଯାଇ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଧୋଇବା ବେଳେ ମହାନଦୀ, ବ୍ରାହ୍ମଣୀ ଓ ଯୋକଡିଆା ଖରସ୍ରୋତା ନଦୀରେ ବୁଡିଯାଇ ୩ ଯୁବକଙ୍କର ମୃତ୍ୟୁ ହୋଇଛି।…

ଧିରେ ଧିରେ ବଢୁଛି ତାତି, ୪୦ ଡିଗ୍ରୀ ଛୁଇଁପାରେ ଦିନ ତାପମାତ୍ରା

ଭୁବନେଶ୍ୱର : ରାଜ୍ୟରେ ଧିରେ ଧିରେ ବଢ଼ୁଛି ତାତି। ଗତ ୨୪ ଘଣ୍ଟାରେ ଝାରସୁଗୁଡାରେ ସର୍ବାଧିକ ୩୯ ଡିଗ୍ରୀ ସେଲସିଅସ୍ ଏବଂ ରାଉରକେଲାରେ ସର୍ବନିମ୍ନ ୧୩.୭ ଡିଗ୍ରୀ ସେଲସିଅସ୍ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ ୩୬.୮ ଓ ସର୍ବନିମ୍ନ ୧୯.୨ ଡିଗ୍ରୀ ସେଲସିଅସ୍ ରହିଥିବାବେଳେ କଟକରେ…

ହୋଲି ଖେଳି ଗାଧୋଇବାକୁ ଯାଇ ଭାସିଗଲେ ନାବାଳକ  

କଟକ:ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ବଡମ୍ବା T ସେତୁ ନିକଟରେ ହୋଲି ଖେଳି ଗାଧୋଇବା ବେଳେ ନାବାଳକ ଭାସିଗଲେ। ନାବାଳକ ଜଣକ ବଡମ୍ବା ତୁଣପୁର ଗାଁର ଜୀବନ ବେହେରା । T ସେତୁ ନିକଟରେ ହୋଇଥିବା ଅସ୍ଥାୟୀ ପୋଲ ନିକଟରେ ଏହି ଅଘଟଣ ଘଟିଛି । ସୂଚନାଥାଉକି, ସ୍ଥାନୀୟ ତୁଣପୁର ଗାଁର…

ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ଦେଶୀ ମଦ ଭାଟିରେ ଚଢାଉ

ବାଲେଶ୍ୱର: ମଦ ମାଫିଆଙ୍କୁ ଝଟକା। ଜଳେଶ୍ୱର ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ବରଡିହା ପଞ୍ଚାୟତର ରଙ୍ଗାମାଟିଆ ଗାଁର ୩୦୦ ଲିଟର ଦେଶୀମଦ ସହ ୬୫୦୦ ଲିଟର ମହୁଲ ପଚାଣି ଚାବା ଓ ଦେଶୀମଦ ଉପକରଣ ନଷ୍ଟ କରିଛି । ଅନ୍ୟପଟେ ସେହି ପଞ୍ଚାୟତର ବଣକାଟି ଗାଁର ମଦ କାରବାରୀ ଶମ୍ଭୁ ରଣାକୁ ଅବକାରୀ…

ହୋଲି ଖେଳିବା ପରେ ଆପଣଙ୍କ ଚର୍ମ ଏବଂ କେଶର ଯତ୍ନ ନେବେ କିପରି?

ନୂଆଦିଲ୍ଲୀ: ଆଜି ରଙ୍ଗର ଉତ୍ସବ ହୋଲି। ସାରା ଦେଶରେ ଉତ୍ସବର ମାହୋଲ୍। ଆଜିକାଲି ଉପଲବ୍ଧ ଅନେକ ରଙ୍ଗରେ ଏପରି ରାସାୟନିକ ପଦାର୍ଥ ରହିଛି ଯାହା ଚର୍ମକୁ ଶୁଷ୍କ, ନିର୍ଜୀବ ଏବଂ ଆଲର୍ଜିର ଶିକାର କରିପାରେ। ପ୍ରଚଣ୍ଡ ସୂର୍ଯ୍ୟ କିରଣ, ପାଣି ଏବଂ ବାରମ୍ବାର ସାବୁନ ସହିତ ସଂସ୍ପର୍ଶରେ ଆସିବା ମଧ୍ୟ…

Middle East Conflict: କାତାରରେ ଆମେରିକାକୁ ବଡ଼ ଝଟକା, ୯୦ ବିଲିୟନ ମୂଲ୍ୟର ରାଡାର ସିଷ୍ଟମକୁ ମାଟିରେ ମିଶାଇଲା…

ନୂଆଦିଲ୍ଲୀ: ପ୍ରତିଶୋଧ ନିଆଁରେ ଜଳୁଛି ଇରାନ। ଆମେରିକା, ଇସ୍ରାଏଲର ଠିକଣାକୁ ଧ୍ଵଂସ କରିବାରେ ଲାଗିଛି। ଏବେ ଇରାନର ଏକ ନୂତନ ଆକ୍ରମଣ ଉପସାଗରରେ ଆମେରିକାର କ୍ଷେପଣାସ୍ତ୍ର ପ୍ରତିରକ୍ଷା ଢାଲକୁ ଏକ ବଡ଼ ଆଘାତ ଦେଇଛି। ଆମେରିକା ବିରୁଦ୍ଧରେ ଇରାନର ଏକ ବଡ଼ ଆକ୍ରମଣର ଖବର ସାମ୍ନାକୁ ଆସିଛି।…

Indian Government Released Helpline Number: ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ୟୁଏଇରେ କଣ୍ଟ୍ରୋଲ ରୁମ୍ ଖୋଲିଲା…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛନ୍ତି ଏବଂ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ପଶ୍ଚିମ ଏସିଆ ଏବଂ…

ପୁଣି ଲଜ୍ଜା! ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଓ ଗୋଛାପଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଏଠାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଶିକ୍ଷକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଗତବର୍ଷ ନଭେମ୍ବର ୨୧ ତାରିଖରେ ଛାତ୍ରୀଜଣକ ଫୁଲବାଣୀ…

Middle East Conflict: ଇରାନ ଆକ୍ରମଣରେ ବେହାଲ ଆମେରିକା, କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜାଗା ଛାଡ଼ିବାକୁ ନିର୍ଦ୍ଦେଶ,…

ନୂଆଦିଲ୍ଲୀ: ଆଜି ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପଞ୍ଚମ ଦିନ। ଫେବୃଆରୀ ୨୮ ତାରିଖରେ, ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ଉପରେ ଆକ୍ରମଣ ଆରମ୍ଭ କରିଥିଲେ, ଯେଉଁଥିରେ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ଯୁଦ୍ଧ ତୀବ୍ର ହୋଇଛି। ଇରାନ ମଧ୍ୟ ନିରନ୍ତର…

ରାଜଧାନୀରେ ବର୍ବରକାଣ୍ଡ: ବିଚ୍ ରାସ୍ତାରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର: ରାଜଧାନୀରେ ବର୍ବରକାଣ୍ଡ। ଫୁଲେଶ୍ଵରି ବସ୍ତିରେ ମହିଳାଙ୍କୁ ହତ୍ୟା। ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀର ମୃତ୍ୟୁ ଅଭିଯୋଗ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ହୋଲି ପୂର୍ବରୁ ରାଜଧାନୀରେ ଗଡ଼ିଲା ମୁଣ୍ଡ । ବିଚ୍ ରାସ୍ତାରେ ମହିଳାଙ୍କୁ କରାଗଲା ହତ୍ୟା। ସ୍ୱାମୀର ଛୁରା ମାଡ଼ରେ…