Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଆସନ୍ତା ବର୍ଷଠାରୁ ଲାଗୁ ହୋଇପାରେ ଏମ୍‌ଡ଼ିଆର୍

ନୂଆଦିଲ୍ଲୀ: ୟୁପିଆଇ ପେମେଣ୍ଟ ବ୍ୟବସ୍ଥାକୁ ନେଇ ବଡ଼ ଅପ୍‌ଡେଟ୍। ଘୁଞ୍ଚିବ UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ। ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାର ସମ୍ଭାବନା ରହିଛି। ବିଶେଷ କରି ପର୍ବପର୍ବାଣୀ ସମୟରେ…

IED ନିଷ୍କ୍ରିୟ ବେଳେ ବଡ଼ ଧରଣର ବିସ୍ପୋରଣ, ଚାରି ଯବାନ ଗୁରୁତର

ସୁକମା: CRPF କ୍ୟାମ୍ପ ନିକଟରେ IED ବିସ୍ପୋରଣ। ମାଓବାଦୀ ଖଞ୍ଜିଥିବା IED ନିଷ୍କ୍ରିୟ ବେଳେ ବଡ଼ ଧରଣର ବିସ୍ପୋରଣ ଘଟିଛି । ଘଟଣାରେ ଚାରି ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ CRPFର ଦୁଇ ଜଣ ଯବାନ ସମେତ ଜିଲ୍ଲା ପୋଲିସର ବୋମା ନିଷ୍କ୍ରିୟ ଟିମର ଦୁଇ ଜବାନ ଗୁରୁତର…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ ପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ସୁନ୍ଦରଗଡ଼ ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ…

ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ଅଭିନେତା ନାନା ପାଟେକର

ମୁମ୍ବାଇ: ଗୁରୁବାର ସକାଳେ ୭୫ ବର୍ଷ ବୟସରେ ନାନା ପାଟେକରଙ୍କ ଦେହାନ୍ତ ହୋଇଛି। ଗୋଆରେ ତାଙ୍କ ଘରେ ହୃଦଘାତରେ ପ୍ରାଣ ହରାଇଥିଲେ। ହୃତଘାତର ପ୍ରାୟ ୪୫ ମିନିଟ୍ ପାଇଁ ତାଙ୍କୁ CPR କରାଯାଇଥିଲା, କିନ୍ତୁ ସେ ଆଉ ଫେରିନଥିଲେ। ନାନା ପାଟେକରଙ୍କ ପାର୍ଥିବ ଶରୀରକୁ ପୁଣେ ଅଣାଯାଇଥିଲା, ଯେଉଁଠାରେ…

ଦଶହରାରେ ଲଘୁଚାପ ଆଶଙ୍କା: ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଅକ୍ଟୋବର ଗରମରୁ ମିଳିବ ଆଶ୍ୱସ୍ତି । ରାଜ୍ୟରେ ୨ରୁ ୩ ଡିଗ୍ରୀ କମିବ ତାପମାତ୍ରା । ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ପାଇଁ ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ବଜ୍ରପାତ ଓ ଝଡ଼ପବନ ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେତେକ…

ଛାତ୍ର ସଂସଦ ନିର୍ବାଚନ କାଉଣ୍ଟଡାଉନ, ଆଜି ଦାଖଲ ହେବ ପ୍ରାର୍ଥିପତ୍ର

ଭୁବନେଶ୍ୱର: ବୁଧବାର ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା। ଆଜି ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ କଲେଜ କ୍ୟାମ୍ପସ୍। ଆଜି ପ୍ରାର୍ଥିପତ୍ର ଦାଖଲ ହେବ। ହାତରେ କମ୍ ସମୟ ଥିବାରୁ…

ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍‌ଫୋସିସ୍‌, ଟିସିଏସ୍‌ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍‌…

ୱାଶିଂଟନ୍‌: ଆମେରିକା ସରକାର ଭାରତୀୟ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ , ଟିସିଏସ୍‌ , ୱିପ୍ରୋ , ଏଚ୍‌ସିଏଲ୍‌, କୋଗ୍ନିଜାଣ୍ଟ ଏବଂ ମାଇକ୍ରୋସଫ୍ଟ, ଆଡୋବ୍‌ ଓ କ୍ୟାପ୍‌ଜେମିନି ଭଳି ୮ଟି ପ୍ରମୁଖ ଆଇଟି ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆମେରିକାର ଶ୍ରମ ବିଭାଗ…

Satellite Internet Rules: ଏଲନ୍ ମସ୍କଙ୍କୁ ଭାରତ ସରକାରଙ୍କ ସିଧାସଳଖ ଜବାବ, “ନିୟମ ସମସ୍ତଙ୍କ ପାଇଁ…

ନୂଆଦିଲ୍ଲୀ:ଇଣ୍ଟରନେଟ୍ ଏବଂ ମୋବାଇଲ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ହେଉଛି ସବୁଠାରୁ ବଡ଼ ବଜାର।ସେଥିପାଇଁ ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଚାହୁଁଛନ୍ତି। ତଥାପି, ଭାରତ ସରକାର ଦୁଇଟି ସର୍ତ୍ତ ରଖିଛନ୍ତି। ପ୍ରଥମତଃ, ଆନ୍ତର୍ଜାତୀୟ…

ଜଳିଗଲା ଆମ୍ବୁଲାନ୍ସ;ରୋଗୀ ମୃତ,୨ ଗୁରୁତର

ବାରିପଦା: ମୟୂରଭଞ୍ଜର ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ ଆମ୍ବୁଲାନ୍ସ ଜଳିଯାଇଛି । ଏଥିରେ ଥିବା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଉଦଳା ଥାନା କୁଣ୍ଡାବାଇ ଅଞ୍ଚଳର…

ଅଲବିଦା ନାନା ପାଟେକର; ୩୫ ଟଙ୍କାରୁ କୋଟି କୋଟି ଟଙ୍କା ଆୟ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ…

ମୁମ୍ବାଇ: ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ ଖବର ଚଳଚ୍ଚିତ୍ର ଜଗତ ଏବଂ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ନାନା ପାଟେକର ୭୫ ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି। ସେ କେବଳ ଜଣେ ଦକ୍ଷ ଅଭିନେତା ଭାବରେ ପରିଚିତ ନଥିଲେ ବରଂ…