Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Red Fort bomber: “ଆତ୍ମଘାତୀ ବିସ୍ଫୋରଣ ନୁହେଁ, ସହିଦ୍ ଅଭିଯାନ…”, ସାମ୍ନାକୁ ଆସିଲା ଲାଲକିଲ୍ଲା ବିସ୍ଫୋରଣ ପଛର…

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ଏବେ ବିଭିନ୍ନ ସୂତ୍ର ନେଇ ଏନଆଇଏ ଖୋଳତାଡ କରୁଥିବା ବେଳେ ବିସ୍ଫୋରଣରେ ସାମିଲ ଆତ୍ମଘାତୀ ବିସ୍ଫୋରଣକାରୀ ଉମରର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଉମର ଆତ୍ମଘାତୀ ବିସ୍ଫୋରଣ ଧାରଣାକୁ କିପରି ଭୁଲ୍ ବୁଝାଯାଉଛି ସେନେଇ ବୁଝାଇଛି । ଡକ୍ଟର…

ଆରମ୍ଭ ହେଲା ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ, ବିରୋଧ କରି ଧାରଣାରେ ବସିଲେ ବସ୍ତିବାସିନ୍ଦା

ଭୁବନେଶ୍ବର: ରାଜଧାନୀର ସାଲିଆ ସାହିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ଭୋରୁ ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ଉଚ୍ଛେଦ ଆରମ୍ଭ ହୋଇଛି । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଆରମ୍ଭ କରିଛି ବିଏମସି ଓ ବିଡିଏ…

ED Raid: ଅଲ-ଫଲାହ ବିଶ୍ୱବିଦ୍ୟାଳୟ ସହ ଜଡିତ ୨୫ଟି ସ୍ଥାନରେ ଇଡିର ରେଡ୍

ଚଣ୍ଡିଗଡ: ହରିୟାଣାର ଅଲ୍‌ ଫଲହା ବିଶ୍ବବିଦ୍ୟାଳୟରେ ତଦନ୍ତକାରୀ ସଂସ୍ଥା ଇଡି ରେଡ୍ କରିଛି । ଫରିଦାବାଦ ଟେରର ମଡ୍ୟୁଲର ଲିଙ୍କ ନେଇ ଚାଲିଛି ଖୋଳତାଡ଼ । ଦିଲ୍ଲୀ, ଫରିଦାବାଦ ସମେତ ୨୫ଟି ସ୍ଥାନରେ କରାଯାଇଛି ରେଡ୍ । ମଙ୍ଗଳବାର ଭୋର ୫ଟାରୁ ଅଲ୍ ଫଲାହ ବିଶ୍ୱବିଦ୍ୟାଳୟର କାର୍ଯ୍ୟାଳୟ ଏବଂ ଏହାର…

Maoist Killed: ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନକାଉଣ୍ଟର, ୬ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ସୀମାରେ ପୁଣି ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନକାଉଣ୍ଟର । ସୁକୁମା ଜିଲ୍ଲା ଏରାବୋର ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୬ଜଣ ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଟପ୍ ମାଓନେତା ଥିବା ସୂଚନା ମିଳିଛି ।…

ଅଫେରା ରାଇଜରେ ହ୍ୟୁମାନ: ଆଜି ଜନ୍ମ ମାଟିରେ ତାଙ୍କ ମର ଶରୀରକୁ ଦିଆଯିବ କବର…

ଭୁବନେଶ୍ବର: ଆଉ ନାହାନ୍ତି ଯୁବ ପିଢିଙ୍କ ପ୍ରଥମ ପସନ୍ଦର ଗାୟକ ହ୍ୟୁମାନ ସାଗର । ମାତ୍ର ୩୬ ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଛନ୍ତି । ଏହି ସମୟରେ ପୂରା ଓଲିଉଡରେ ଶୋକର ଛାୟା ଖେଳିଯାଇଥିବା ବେଳେ ଫ୍ୟାନ୍ସଙ୍କୁ ମଧ୍ୟ ଶକ୍ତ ଆଘାତ ଲାଗିଛି । ଆଉ ଶୁଭିବନି ହ୍ୟମୁାନଙ୍କ ସେ କଣ୍ଠସ୍ବର ।…

Humane Sagar: ହ୍ୟୁମାନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ?, ଏମାନଙ୍କ ବିରୋଧରେ ମାଆ ଆଣିଲେ ସଙ୍ଗୀନ ଅଭିଯୋଗ…

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ ପ୍ଲେବ୍ୟାକ୍ ଗାୟକ ହ୍ୟୁମେନ ସାଗରଙ୍କ ଅକାଳ ବିୟୋଗ ପରେ, ତାଙ୍କ ମାଆ ଶେଫାଲି ସୁନା ତାଙ୍କ ପରିଚାଳକ ଏବଂ ଇଭେଣ୍ଟ ଆୟୋଜକଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି, ଦାବି କରିଛନ୍ତି ଯେ ତାଙ୍କ ପୁଅର ସ୍ୱାସ୍ଥ୍ୟ ଖରାପ ଥିବା ବେଳେ ମଧ୍ୟ ତାଙ୍କୁ ଷ୍ଟେଜ ଶୋ…

Road Accident: ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ୍ , ୧୦ରୁ ଅଧିକ ଗୁରୁତର

ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଭୈରବୀ ମନ୍ଦିର ନିକଟରେ ଭୟଙ୍କର ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ୍ । ଏଥିରେ ୧୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ…

Keonjhar Shutdown: ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା

କେନ୍ଦୁଝର: ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ । ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ହିନ୍ଦୁ ଜନଜାତି ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ବିରୁଦ୍ଧରେ,  ଅନୁପ୍ରବେଶକାରୀ, ଉପଦ୍ରବକାରୀ, ଅସାମାଜିକ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଜିଲ୍ଲାରୁ ବାହାର…

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ମା’ ଓ ସମ୍ପର୍କୀୟ ଭଉଣୀ ମୁହାଁମୁହିଁ…

ଭୁବନେଶ୍ବର: ଆରପାରିରେ ଓଡ଼ିଆ ସଙ୍ଗୀତ ଜଗତର ଭର୍ସାଟାଇଲ୍ ସିଙ୍ଗର ହ୍ୟୁମାନ ସାଗର । ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନଙ୍କର ଗତ ରାତିରେ ପରଲୋକ ହୋଇଛି । ତେବେ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ସାଙ୍ଘାତିକ ଅଭିଯୋଗ କରିଛନ୍ତି ତାଙ୍କ ମାଆ । ଏହାକୁ ନେଇ ମୁହାଁମୁହିଁ…

Amazon Leo Satellite Internet Service :Amazon Leo ଦେବ Starlinkକୁ ଟକ୍କର; ଦୁର୍ଗମ ଅଞ୍ଚଳରେ ମିଳିବ…

ନୂଆଦିଲ୍ଲୀ:ଏଲୋନ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ପ୍ରଦାନକାରୀ ଷ୍ଟାରଲିଙ୍କ(Starlink) ସହିତ ପ୍ରତିଯୋଗିତା କରିବ ଆମାଜନର ନୂତନ ଆମାଜନ ଲିଓ ସେବା (Amazon Leo)। ସୂଚନାମୁତାବକ, ଏହି ବର୍ଷ ଉଦ୍ୟୋଗ ପାଇଁ ଏହାର ସେବା ଆରମ୍ଭ ହେବ। ସାଧାରଣ ବ୍ୟବହାରକାରୀଙ୍କ ପାଇଁ ଆସନ୍ତା ବର୍ଷ ଆରମ୍ଭ…