Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଏମ୍‌ସି-ବିଡିଏର ସବୁଜ ପଦକ୍ଷେପ: ଜନପଥରେ ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ଟ୍ରାଫିକ୍ ଆଶ୍ରୟସ୍ଥଳ

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ସହରର ସୌନ୍ଦର୍ଯ୍ୟକରଣ ଦିଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଜନପଥ କରିଡର୍‌ର ପ୍ରମୁଖ ସ୍ଥାନଗୁଡ଼ିକରେ ଆଧୁନିକ ଟ୍ରାଫିକ୍ ଏବଂ…

ଟେକ୍ନିକାଲ୍ ତ୍ରୁଟି ଦେଖାଇ ଇନସ୍ୟୁରାନ୍ସ କମ୍ପାନୀ କରୁଥିଲା ଠକେଇ: ଗ୍ରାହକଙ୍କୁ ୭ ଲକ୍ଷ ଟଙ୍କା ଫେରାଇବାକୁ କୋର୍ଟଙ୍କ…

କୋରାପୁଟ: ଗାଡ଼ିର ମାଲିକାନା ବଦଳିବାରେ ବିଳମ୍ବ ହେଲା ବୋଲି ଇନସ୍ୟୁରାନ୍ସ କମ୍ପାନୀ କ୍ଲେମ୍ ଦେବାକୁ ରୋକ୍‌ଠୋକ୍ ମନା କରିଦେଲା। ଅନ୍ୟପଟେ ନିଲାମରେ ଗାଡ଼ି ବିକିଥିବା ଫାଇନାନ୍ସ କମ୍ପାନୀ ମଧ୍ୟ ନିଜ ଆଡ଼ୁ କୌଣସି ସହଯୋଗ କଲା ନାହିଁ। କିନ୍ତୁ ଶେଷରେ ଜଣେ ସାଧାରଣ ଗ୍ରାହକଙ୍କ ସଂଘର୍ଷ ଆଗରେ…

ଏଣିକି ଆଧୁନିକ ହେବ ଓଡ଼ିଶାର କାରାଗାର, କଏଦୀଙ୍କୁ ଜଗିବ ଏଆଇ କ୍ୟାମେରା

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର ଚତୁର୍ଥ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଥିବା କାରାଗାରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର ଆଧୁନିକୀକରଣ ଓ ଅନ୍ତେବାସୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର…

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର: ଜଣେ ଶିକ୍ଷକଙ୍କ ଭରସାରେ ୬୦ ହଜାର ପିଲାଙ୍କ ଭବିଷ୍ୟତ!

ଭୁବନେଶ୍ୱର: ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ ତଥା ସ୍ମାର୍ଟ୍ ସ୍କୁଲ୍ ନିର୍ମାଣକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଏବେ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ଓଡ଼ିଶାରେ ଗତ ଗୋଟିଏ ବର୍ଷ ମଧ୍ୟରେ ଏକକ ଶିକ୍ଷକ ବିଦ୍ୟାଳୟ (ଯେଉଁ ସ୍କୁଲରେ କେବଳ ଜଣେ ମାତ୍ର ଶିକ୍ଷକ…

FCNR ଡିପୋଜିଟ୍ କ’ଣ? NRIଙ୍କଠାରୁ ଆସୁଥିବା ଏହି ଅର୍ଥ କିପରି ଟଙ୍କାର ମୂଲ୍ୟ ବୃଦ୍ଧି କରେ

ନୂଆଦିଲ୍ଲୀ:ଯେତେବେଳେ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଦେଖାଦିଏ କିମ୍ବା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇବାକୁ ଲାଗେ, ସେତେବେଳେ ବ୍ୟାଙ୍କିଙ୍ଗ୍ ଓ ଅର୍ଥନୈତିକ ମହଲରେ ‘FCNR Deposits’ର ଆଲୋଚନାର ବିଷୟ ପାଲଟିଯାଏ। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କର ସ୍ୱତନ୍ତ୍ର…

ସେପ୍ଟେମ୍ବର ୨ ରେ ସରିବ SIR ପ୍ରକ୍ରିୟା, ୬ରେ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ଅର୍ଥାତ୍ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ଏବଂ ଦାବିଗୁଡ଼ିକର ସମାଧାନ ପ୍ରକ୍ରିୟା ସେପ୍ଟେମ୍ବର ୨ ତାରିଖରେ ସରିବ। ଏହି ଯାଞ୍ଚ ପରେ ସେପ୍ଟେମ୍ବର ୬, ୨୦୨୬ ରେ ଚୂଡ଼ାନ୍ତ ଭୋଟର…

ପାଣିରେ ଭାସିଗଲା ୫ କୋଟିର ପ୍ରକଳ୍ପ: ପ୍ରଥମ ବନ୍ୟାରେ ଖୋଲିଗଲା ବିକାଶର ପୋଲ୍, କିଏ ଖାଇଲା ଟଙ୍କା?

କଟକ: ବିକାଶ ନାଁରେ କେମିତି ଚାଲିଛି ମହା ଦୁର୍ନୀତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲାରେ। ସାମାନ୍ୟ ବନ୍ୟା ପାଣି ମାଡ଼ରେ ତାସ୍ ଘର ପରି ଧୋଇଯାଇଛି ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ନୂଆ ରାସ୍ତା। ସରକାରୀ ବାବୁ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା କେମିତି ସାଧାରଣ…

କାଳିଆର ବାହୁଡ଼ା ଯାତ୍ରାରେ ସାଜିବ କି ବାଧକ ବର୍ଷା? ପୁରୀ ସମେତ ସାରା ଓଡ଼ିଶାରେ ହାଇ-ଆଲର୍ଟ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାରେ ପ୍ରତିବନ୍ଧକ ସାଜିପାରେ ବର୍ଷା। ବଡ଼ଦାଣ୍ଡରେ ଶ୍ରୀଜୀଉଙ୍କୁ ସ୍ୱାଗତ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବା ବେଳେ, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ତାଜା ସତର୍କ ସୂଚନା ସମସ୍ତଙ୍କ ଚିନ୍ତା ବଢ଼ାଇ…

ଟିକିଏ ଆଖି ଲାଗିଗଲା, ଆଉ ତା’ପରେ… ଖଣ୍ଡଗିରି ଓଭରବ୍ରିଜ୍‌ରେ ଭୟଙ୍କର ସଡ଼କ ଦୁର୍ଘଟଣା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଫ୍ଲାଏଓଭର୍ ଉପରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ମଙ୍ଗଳବାର ସକାଳେ ଏକ ଟ୍ରକ୍‌ ପଛପଟୁ ଅନ୍ୟ ଏକ ଲୁହା ବୋଝେଇ ଟ୍ରକ୍‌କୁ ଅତି ଜୋର୍‌ରେ ଧକ୍କା ଦେବା ଫଳରେ ଗୋଟିଏ ଗାଡ଼ି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଅନ୍ୟପଟେ ଧକ୍କା ଦେଇଥିବା…

ଦିଲ୍ଲୀରୁ ଆସିଲା ବଡ଼ ଖବର: ଅଗଷ୍ଟ ୩ରୁ ଓଡ଼ିଶାରେ ରାଷ୍ଟ୍ରପତି, ଟ୍ରେନ୍ ଯାତ୍ରା ପାଇଁ ଷ୍ଟେସନରେ ହାଇ-ଆଲର୍ଟ!

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ଅଗଷ୍ଟ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ସେ ନିଜ ମାଟିରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ହାଇପ୍ରୋଫାଇଲ୍ ଗସ୍ତ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ ଚୂଡ଼ାନ୍ତ ଖସଡ଼ା…