Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ସବ୍‌-ଟ୍ରେଜରୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଗୃହରେ ସ୍ଵାଭାବିକ ଭାବେ ପ୍ରଶ୍ନକାଳ ଜାରି ରହିଛି। ବିଭାଗୀୟ ମନ୍ତ୍ର ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନକାଳ ଆରମ୍ଭ ହୋଇଛି। ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର…

ବରଫ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୪ ଗୁରୁତର

ଆସିକା: ବରଫ ଫ୍ୟାକ୍ଟ୍ରିରେ ଗ୍ୟାସ୍ ବିସ୍ଫୋରଣ, ୪ ଗୁରୁତର। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ପାଟଣା ଛକରେ ଘଟିଛି ଅଘଟଣ। ଆସିକା ଓ ବ୍ରହ୍ମପୁର ମେଡିକାଲରେ ଗୁରୁତରମାନେ ଭର୍ତ୍ତି ହୋଇଛନ୍ତି। ଗୁରୁତରମାନେ ହେଲେ ରମେଶ ମହାପାତ୍ର, ହେମନ୍ତ ମହାପାତ୍ର, ସଭାପତି ମହାପାତ୍ର ଏବଂ ବିଦେଶୀ ପ୍ରଧାନ।…

ଘରୁ ଡାକି ଯୁବକକୁ ହତ୍ୟା..

ଭଦ୍ରକ: ଗତକାଲି ରାତିରେ ଘରେ ବିଶ୍ୱକପ୍ ଫାଇନାଲ କ୍ରିକେଟ ମ୍ୟାଚ୍ ଦେଖୁଥିବା ବେଳେ ଫୋନ୍ କରି ଯୁବକକୁ ଡାକି ସଙ୍ଗବଦ୍ଧ ଭାବେ ୪ରୁ ଅଧିକ ଦୃର୍ବୁତ୍ତ ହତ୍ୟା କରି ଫେରାର ମାରିଛନ୍ତି। ଭଦ୍ରକ ସହରାଞ୍ଚଳ ଥାନା ଚରମ୍ପା ଗୁଣ୍ଠୁନିଆ ବଜାର ଉପରେ ହତ୍ୟା କରିଛନ୍ତି। ମୃତକ ହେଉଛନ୍ତି ଚରମ୍ପା ବରାଳ…

ଇରାନ-ଇସ୍ରାଏଲ ଯୁଦ୍ଧ: ସେୟାର ବଜାର ବଡ଼ କ୍ରାସ୍, ସେନସେକ୍ସ ୨୪୯୪ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ: ଦଲାଲ ଷ୍ଟ୍ରିଟର ରକ୍ତସ୍ନାନ। ଇରାନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଭାରତୀୟ ସେୟାର ବଜାର ବଡ଼ କ୍ରାସ୍ । ନିବେଶକଙ୍କ ୧୨ ଲକ୍ଷ କୋଟି ସ୍ବାହା। ବଜାର ଖୋଲିବା ମାତ୍ରେ ସେନସେକ୍ସ ୨୪୯୪ ପଏଣ୍ଟ ହ୍ରାସ। ନିଫଟି-୫୦ ସେୟାରଗୁଡିକରେ ୭୯୨ ପଏଣ୍ଟ ହ୍ରାସ ଘଟିଥିଲା। ବଜାର ଖୋଲିବା ବେଳକୁ ୧୨.୭୮…

ବିଶ୍ୱରେ ଯୁଦ୍ଧର ନିଆଁ: ଅଶୋଧିତ ତେଲ ୧୦୦ ଡଲାର ଅତିକ୍ରମ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଜଳୁଛି ସାରା ବିଶ୍ୱ। ଆକାଶଛୁଆଁ ଅଶୋଧିତ ତୈଳ ଦର। ଇରାନ-ଇସ୍ରାଏଲ ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ଅଶୋଧିତ ତେଲ ମୂଲ୍ୟକୁ ପ୍ରଭାବିତ କରୁଛି। ସୋମବାର ଦିନ ଅଶୋଧିତ ତେଲର ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର ଅତିକ୍ରମ କରିଛି।…

ବିଧାନସଭା ସଦସ୍ୟଙ୍କୁ ନଜଣାଇ ମୋଜତାବାଙ୍କୁ କିପରି କରାଗଲା ଇରାନର ନୂତନ ସର୍ବୋଚ୍ଚ ନେତା?

ତେହେରାନ: ଇରାନର ସୁପ୍ରିମ ଲିଡର ଭାବେ ଦାୟିତ୍ବ ନେଲେ ଖାମେନେଇଙ୍କ ପୁଅ ମୋଜତାବା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡର ଟ୍ରମ୍ପଙ୍କ ଚେତାବନୀର କିଛି ଘଣ୍ଟା ପରେ ଖାମେନେଇଙ୍କ ପୁଅ ମୋଜତାବା ଇରାନର ନୂତନ ସର୍ବୋଚ୍ଚ ନେତା ଭାବରେ ନିଯୁକ୍ତ। କ୍ଷମତା ପରିବର୍ତ୍ତନକୁ ନେଇ ଇରାନରେ ଏକ ବଡ଼ ବିବାଦ…

ରାଜ୍ୟରେ ବୃଦ୍ଧି ପାଇବ ଗ୍ରୀଷ୍ମ ପ୍ରବାହ, ୪୦ ଡିଗ୍ରି ଛୁଇଁବ ପାରଦ

ଭୁବନେଶ୍ବର: କେବଳ ରାଜ୍ୟ କି ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ଷ ବର୍ଷ ଧରି ସାଧାରଣ ତାପମାତ୍ରା ଅନୁଭବ କରୁଥିବା ସ୍ଥାନଗୁଡ଼ିକ ମଧ୍ୟ ଏବେ ସାଧାରଣଠାରୁ ଅନେକ ଡିଗ୍ରୀ ଅଧିକ ତାପମାତ୍ରା ଅନୁଭବ କରୁଛନ୍ତି। ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ…

+2 Evaluation: ଏପ୍ରିଲ୍‌ ୨ରୁ ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ବର: ଏପ୍ରିଲ୍‌ ୨ରୁ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ। ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍‌ ୨ରୁ ୧୩ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୫ରୁ ୨୬ ତାରିଖ ଯାଏଁ ଖାତାଦେଖା ଚାଲିବ। ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର…

ପୁଣି କମ୍ପିବ ବିଧାନସଭା, ମୁହାମୁହିଁ ହେବେ ଶାସକ-ବିରୋଧୀ

ଭୁବନେଶ୍ୱର: ସୋମବାରଠାରୁ ଆରମ୍ଭ ହେଉଛି ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ପରି ୨ୟ ପର୍ଯ୍ୟାୟରେ ମଧ୍ୟ ଗୃହ ହୁଲୁସ୍ତୁଲ ହୋଇପାରେ। ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ମହାନଦୀ ଜଳ ବିବାଦ, ଆଇନ ଶୃଙ୍ଖଳା ଓ ପୂର୍ବ ବଜେଟ ଅର୍ଥ ଖର୍ଚ୍ଚ ନ ହେବାକୁ ପ୍ରସଙ୍ଗକୁ ଅସ୍ତ୍ର…

ରାଜ୍ୟରେ ଝଡ଼ବର୍ଷା ଭୟ, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି। ଏହି ଘୂର୍ଣ୍ଣିବଳୟ ଦେଇ ଏକ ଟ୍ରଫ୍‌ଲାଇନ୍‌ ଉତ୍ତର-ପଶ୍ଚିମ ଉତ୍ତରପ୍ରଦେଶ ଦେଇ ଉତ୍ତର ଛତିଶଗଡ଼ ଓ ଉତ୍ତରପୂର୍ବ ମଧ୍ୟପ୍ରଦେଶ ଦେଇ ଗତି କରୁଛି। ଏହାର ପ୍ରଭାବରେ କେନ୍ଦୁଝର,…