Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷ, ସାରା ବିଶ୍ୱରେ ଚହଳ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ତୀବ୍ର ସଂଘର୍ଷ ମଧ୍ୟରେ ଭାରତର ଶକ୍ତି ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ବିପଦର ସମ୍ମୁଖୀନ ହେଉଛି। ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଛି, ଯାହା ବିଶ୍ୱ ତୈଳ ବାଣିଜ୍ୟର ଏକ ପଞ୍ଚମାଂଶକୁ ବାଧାପ୍ରାପ୍ତ…

Holi: ହୋଲି ପାଇଁ କଡା ସୁରକ୍ଷା ବଳୟରେ ଭୁବନେଶ୍ୱର

ଭୁବନେଶ୍ୱର: ଆଜି ରଙ୍ଗର ଉତ୍ସବ ହୋଲି। ସାରା ଦେଶରେ ଉତ୍ସବର ମାହୋଲ୍। ହୋଲି ପାଇଁ ସତର୍କ କରାଇଲେ ପୋଲିସ କମିଶନର। କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି ହୋଇଛି। ମଦୁଆଙ୍କୁ ଧରିବା ପାଇଁ ୮୫ଟି ସ୍ଥାନରେ ବ୍ଲକିଂ ଓ ଚେକିଂ ଆରମ୍ଭ ହୋଇଛି। ନିଶାସକ୍ତ ଅବସ୍ଥାରେ ନଦୀ, ପୋଖରୀରେ…

ପଞ୍ଚମ ଦିନରେ ମଧ୍ୟପ୍ରାଚ୍ୟ ମହାଯୁଦ୍ଧ: ଯୁଦ୍ଧ ବଢାଇବାକୁ ଚେତାବନୀ ଦେଲେ ଟ୍ରମ୍ପ

ୱାଶିଂଟନ: ଆଜି ପଞ୍ଚମ ଦିନରେ ମଧ୍ୟପ୍ରାଚ୍ୟ ମହାଯୁଦ୍ଧ। ଭୟଙ୍କର ହେଉଛି ଇରାନ-ଆମେରିକା ମହାଯୁଦ୍ଧ। ଦୁଇ ଦେଶ ମଧ୍ୟରେ ମିସାଇଲ, ଡ୍ରୋନ୍ ଓ ରକେଟ୍ ମାଡ଼। ଯୁଦ୍ଧ ବଢାଇବାକୁ ଚେତାବନୀ ଦେଲେ ଟ୍ରମ୍ପ। ଆକ୍ରମଣକୁ ଜୋରଦାର କଲେ ଇରାନ ସେନା। ଇରାନ ଉପରେ ଆକ୍ରମଣ କରିପାରନ୍ତି ମଧ୍ୟପ୍ରାଚ୍ୟ ଦେଶ।…

ଖାମେନିଙ୍କ ପୁଅ ମୋଜତାବା ହେଲେ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା

ତେହେରାନ: ଆମେରିକା-ଇସ୍ରାଏଲର ବିମାନ ଆକ୍ରମଣ ଏବଂ ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତାବା ଖାମେନିଙ୍କୁ ଦେଶର ପରବର୍ତ୍ତୀ ସର୍ବୋଚ୍ଚ ନେତା ଭାବରେ ମନୋନୀତ କରାଯାଇଛି। ଇରାନର ଶକ୍ତିଶାଳୀ ବିଶେଷଜ୍ଞ ସଭା ମୋଜତାବାଙ୍କ ନାମକୁ ଅନୁମୋଦନ କରିଛି। ସୂତ୍ର ଅନୁଯାୟୀ, ଇରାନ…

ବଡ଼ଧରଣର ଡ଼କାୟତି ଘଟଣାରେ ପର୍ଦ୍ଦାଫାସ; ୭ ଡକାୟତ ଗିରଫ, ନଗଦ ଟଙ୍କା ସହ ସୁନା ଅଳଙ୍କାର ଜବତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୋଲିସକୁ ବଡ ସଫଳତା । ଗତମାସ ୨୨ ତାରିଖରେ ଘଟିଥିବା ବଡ଼ଧରଣର ଡ଼କାୟତି ଘଟଣାରେ ୭ ଜଣ ଡକାୟତଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ସୁନା ଅଳଙ୍କାର ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ସହର ନିକଟସ୍ଥ କଚନିଆମ୍ବା…

ହୋଲିରେ ମିଳିବ ନି ମଦ, ଅମାନିଆଙ୍କୁ ସାବାଡ କରିବାକୁ ପ୍ରସ୍ତୁତ କମିଶନରେଟ ପୋଲିସ

ଭୁବନେଶ୍ବର: ରାତି ପାହିଲେ ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳିବାକୁ ନେଇ ଗାଁଠୁ ସହର ଉତ୍ସବ ମୁଖର । କୁନି ପିଲାଠୁ ବୁଢା ଯାଏଁ ରଙ୍ଗରେ ରଙ୍ଗେଇ ହେବେ । ସହରଠାରୁ ଗାଁର ଗଳି ଗଳିରେ ଖୋଲିଛି ରଙ୍ଗର ପସରା । ତେବେ ଏହି ସମୟରେ ଅମାନିଆଙ୍କୁ ସାବାଡ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି…

Cough Syrup Seized: ଶତାଧିକ ବୋତଲ କଫ୍ ସିରପ୍ ଓ ନିଶା ଟାବଲେଟ୍ ଜବତ, ୩ ଗିରଫ

ସମ୍ବଲପୁର: ସମ୍ବଲପୁରର ବୁର୍ଲା ସହରରେ ଶତାଧିକ ବୋତଲ କଫ୍ ସିରପ୍ ସହ ନିଶା ଟାବଲେଟ୍ ଜବତ କରିଛି ବୁର୍ଲା ପୋଲିସ । ଘଟଣାରେ ଓଡ଼ିଶା ଅବକାରୀ ଆଇନରେ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ବୁର୍ଲା ସହର ଭକ୍ତିମଣ୍ଡପର…

Earthquake: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ନୂଆଦିଲ୍ଲୀ: ଆମେରିକା-ଇସ୍ରାଏଲ ଆକ୍ରମଣ ମଧ୍ୟରେ ଭୂକମ୍ପରେ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଆଜି ସକାଳେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୨ ରହିଥିବା ରେକର୍ଡ କରାଯାଇଛି । ଭାରତର ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (NCS) ର ତଥ୍ୟ…

ଇସ୍ରାଏଲର ବଡ ଦାବି, ଆକ୍ରମଣରେ ଇରାନ ନୂଆ ରକ୍ଷାମନ୍ତ୍ରୀଙ୍କର ମୃତ୍ୟୁ, ଦିନକ ପୂର୍ବରୁ…

ତେହରାନ: ଇରାନରୁ ବର୍ତ୍ତମାନ ଏକ ବଡ଼ ଖବର ଆସୁଛି । ଇରାନର ନୂଆ ପ୍ରତିରକ୍ଷା ମନ୍ତ୍ରୀ ସୟଦ ମାଜିଦ ଅବ ଅଲ-ରେଜାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଇସ୍ରାଏଲ ଦାବି କରିଛି ଯେ ଇରାନର ନୂତନ ପ୍ରତିରକ୍ଷା ମନ୍ତ୍ରୀ ସୟଦ ମାଜିଦ ଅବ ଅଲ-ରେଜାଙ୍କ ମୃତ୍ୟୁ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ସୟଦ ମାଜିଦ…

KP Unnikrishnan Passed Away: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନ

ଥିରୁଅନନ୍ତପୁରମ୍: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା କେପି ଉନ୍ନିକ୍ରିଷ୍ଣନଙ୍କର ଆଜି କୋଝିକୋଡର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଉନ୍ନିକୃଷ୍ଣନ୍ କିଛି ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ।…