Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାର୍ବଣରେ ବଡ଼ ନିଷ୍ପତ୍ତି: ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଆୟୋଜନ ପାଇଁ ଗ୍ରାଉଣ୍ଡ ରେଣ୍ଟ ଛାଡ଼ କଲେ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା, ରାବଣପୋଡି, ଭସାଣି ଉତ୍ସବ ଓ ଏଥି ସମ୍ପୃକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପୂଜା କମିଟି ଗୁଡିକର ଗ୍ରାଉଣ୍ଡ ରେଣ୍ଟ ଛାଡ଼…

ରାଜଧାନୀର ୧୯୫ ପୂଜା ମଣ୍ଡପକୁ କରାଗଲା ୩ଟି ବର୍ଗରେ ଶ୍ରେଣୀଭୁକ୍ତ; ସବୁ ପେଣ୍ଡାଲରେ ଲାଗିବ ସିସିଟିଭି

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ସୁରକ୍ଷିତ ଦୁର୍ଗାପୂଜା ଆୟୋଜନ କରିବାକୁ କମିଶନରେଟ୍ ପୋଲିସ ବ୍ୟାପକ ବ୍ୟବସ୍ଥା କରିଛି । ଏଥର ଭୁବନେଶ୍ୱରରେ ମୋଟ୍ ୧୯୫ ପୂଜା ମଣ୍ଡପ ହେଉଥିବା ବେଳେ ୩ଟି ବର୍ଗରେ ଶ୍ରେଣୀଭୁକ୍ତ କରାଯାଇଛି । ଗହଳି ଓ ଅନ୍ୟାନ୍ୟ ଦୃଷ୍ଟିରୁ ସେହି ଅନୁଯାୟୀ…

ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ‘ବିଷ୍ଣୁଙ୍କ ଅବତାର’ : ଭୁଟାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଶାସନ ଓ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଭୁଟାନ ପ୍ରଧାନମନ୍ତ୍ରୀ ଛେରିଂ ଟୋବଗେ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ବାର୍ତ୍ତା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଏକ ବାର୍ତ୍ତା ସେୟାର କରି ଟୋବଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କ…

Explosives dump in Dantewada:ଜଙ୍ଗଲରୁ ମାଓଡମ୍ପ୍‌ ଠାବ; AK-47, ବିଜିଏଲ୍ ଲଞ୍ଚର୍ ସହ ବିପୁଳ ଗୁଳିଗୋଳା ଜବତ

ଦନ୍ତେୱାଡ଼ା:ଛତିଶଗଡ଼ର ଦକ୍ଷିଣ ବସ୍ତର ଦନ୍ତେୱାଡ଼ା ଜିଲ୍ଲାରେ ସୁରକ୍ଷା ବାହିନୀ ପକ୍ଷରୁ ନକ୍ସଲ-ବିରୋଧୀ ଅଭିଯାନ ଚାଲିଛି। ଏହି କ୍ରମରେ, ଏକ ତଲାସୀ ଅଭିଯାନ ସମୟରେ ବାହିନୀ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ସୁରକ୍ଷା ବାହିନୀ ବାରସୁର ଜଙ୍ଗଲରେ ନକ୍ସଲମାନଙ୍କର ଏକ ବଡ଼ ଅସ୍ତ୍ରଶସ୍ତ୍ର ଡମ୍ପ…

ଦିଲ୍ଲୀ ସୀମାପୁରୀ ଅଞ୍ଚଳରେ ଭୁଶୁଡିଲା ଆଉ ଏକ କୋଠା: ଏକାଧିକ ତଳେ ମାଟି ତଳେ ଫସି ରହିଥିବା ସନ୍ଦେହ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ବହୁତଳ ଆବାସିକ କୋଠା ଭୁଶୁଡ଼ି ପଡ଼ିଛି। ବୁଧବାର ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ରେ ସୀମାପୁରୀର ଇଦ୍‌ଗା ମାଛ ମାର୍କେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ କିଛି ଲୋକ ଆହତ ହୋଇଥିବା ବେଳେ ଅନେକ ଲୋକ ମାଟିତଳେ ଫସି…

୫ କୋଟି ଟଙ୍କାର ଖବରକୁ ନେଇ ନୀରବତା ଭାଙ୍ଗିଲେ ବିରାଟ, ପ୍ରେମାନନ୍ଦ ମହାରାଜଙ୍କୁ ନେଇ କହିଦେଲେ ଏପରି କଥା

ନୂଆଦିଲ୍ଲୀ: ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁ ପରେ ‘କେଳିକୁଞ୍ଜ ଆଶ୍ରମ’ କ୍ରମାଗତ ଭାବେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ପରିପ୍ରେକ୍ଷୀରେ, ‘ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସ’ର ସଭାପତି ଫଳାହାରୀ ମହାରାଜ ଏହି ଆଶ୍ରମକୁ ନେଇ ଏକ ଚାଞ୍ଚଲ୍ୟକର ଦାବି…

ଚୋରା ବାଲି କାରବାର ଉପରେ ପୋଲିସର ବଡ଼ ଆକ୍ସନ;୫ ଟ୍ରାକ୍ଟର ସହ ୫ ଡ୍ରାଇଭର ଅଟକ

ବାରିପଦା:ଚୋରା ବାଲି କାରବାର ଉପରେ ପୋଲିସର ବଡ଼ ଆକ୍ସନ । ମୟୂରଭଞ୍ଜର ବଡ଼ସାହିରେ ପୋଲିସର ଅତର୍କିତ ଚଢ଼ାଉ । ବୁଧବାର ସକାଳୁ ବୁଢ଼ାବଳଙ୍ଗ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଅଭିଯୋଗରେ ପାଇକପଡ଼ା ବାଲିଘାଟରେ ଅତର୍କିତ ଚଢ଼ାଉ କରିଛି ବଡ଼ସାହି ପୋଲିସ। ପାଇକପଡ଼ା ବେଆଇନ ବାଲିଘାଟରେ…

ପୁଣି ଚର୍ଚ୍ଚାରେ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ସର୍ତ୍ତକୁ ବିରୋଧ କଲେ…

ମୁମ୍ବାଇ: ମୁମ୍ବାଇରେ ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଯାଇଛି। ଏହା ପରଠାରୁ ପୁଣିଥରେ ଉକ୍ତ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁମ୍ବାଇର ମଲାଡ୍ ଅଞ୍ଚଳରେ ଏକ ବହୁମହଲା କୋଠାରୁ ପଡ଼ି ଦିଶାଙ୍କ ମୃତ୍ୟୁ ୮ ଜୁନ୍ ୨୦୨୦ ମସିହାରେ ହୋଇଥିଲା। ସିବିଆଇ ଏହି…

BrahMos Contract For Navy:ନୌସେନାର ଶକ୍ତି ବୃଦ୍ଧି କରିବ ବ୍ରହ୍ମୋସ୍; ୬୬୧ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ:ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକର ସାମୁଦ୍ରିକ ଆକ୍ରମଣ କ୍ଷମତା ବୃଦ୍ଧି କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ୬୬୧.୫୦ କୋଟି ଟଙ୍କାର ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି ଚୁକ୍ତିନାମା ଅଧୀନରେ ନୌସେନାର ଜାହାଜଗୁଡ଼ିକ ପାଇଁ 'ବ୍ରହ୍ମୋସ୍' (BrahMos) ଫାୟାର୍ କଣ୍ଟ୍ରୋଲ୍…

ଓଡ଼ିଶା ବନ୍ଦ; ଆସନ୍ତାକାଲି ବନ୍ଦ ରହିବ ଅଟୋ ସେବା

ଭୁବନେଶ୍ୱର: 'ଇଣ୍ଡିଆ' ମେଣ୍ଟ ଦ୍ୱାରା ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ବନ୍ଦ ସମର୍ଥନରେ ଆସନ୍ତାକାଲି ସାରା ଓଡ଼ିଶାରେ ଅଟୋ-ରିକ୍ସା ସେବା ବନ୍ଦ ରହିବ। ଏନେଇ ରାଜଧାନୀ ଅଟୋ ଚାଳକ ସଂଘ କହିଛି ଯେ ବନ୍ଦ ସମୟରେ ଭୁବନେଶ୍ୱର ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ କୌଣସି ଅଟୋ ଚାଲିବ…