Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Bihar Result: କାହାର ହେବ ବିହାର?, ମ୍ୟାଜିକ ନମ୍ୱର୍ ଅତିକ୍ରମ କରିଛି NDA, BJP-JDU ୫୦ ଆଗରେ…

ପାଟନା: ବିହାର ବିଧାନସଭା ନିର୍ବାଚନରେ ଭୋଟ୍ ପରେ, ଫଳାଫଳ ପାଇଁ ସମୟ ଆସିଛି। ଭୋଟ୍ ଗଣନା ଆରମ୍ଭ ହୋଇଛି, ଏବଂ ଟ୍ରେଣ୍ଡଗୁଡ଼ିକ NDA ବହୁମତ ଅଙ୍କ ଅତିକ୍ରମ କରୁଥିବା ଦେଖାଉଛି। ପ୍ରାୟ ସମସ୍ତ ପୋଷ୍ଟ-ପୋଲ୍ ସର୍ଭେ NDA ବିଜୟର ପୂର୍ବାନୁମାନ କରିଛି। ଫଳାଫଳ ପୂର୍ବରୁ, RJD ନେତା ତେଜସ୍ୱୀ ଯାଦବ…

୨୭ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ରାଜଭବନରେ ନୂଆ କଳିଙ୍ଗ ଅତିଥି ନିବାସକୁ କରିବେ ଉଦ୍‌ଘାଟନ

ଭୁବନେଶ୍ୱର: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।…

Pune Accident Tragic: ଭୟଙ୍କର କାର୍ ଦୁର୍ଘଟଣା, ଜଳିଗଲେ ୮ ଲୋକ

ପୁନେ: ବୁଧବାର ବିଳମ୍ବିତ ରାତିରେ ପୁନେର ନାଭାଲେ ବ୍ରିଜରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୩ ଜଣ ଆହତ ହୋଇଛନ୍ତି। ଦୁଇଟି ବଡ଼ କଣ୍ଟେନର ଟ୍ରକ୍ ଧକ୍କା ହେବା ଫଳରେ ଏକ କାର ସେମାନଙ୍କ ମଧ୍ୟରେ ଫସି ଯାଇଥିଲା। ଧକ୍କା ପରେ ଉଭୟ…

Odisha Cold Wave: ରାଜ୍ୟରେ ବଢୁଛି ଶୀତ ଲହରୀ: ସେମିଳିଗୁଡରେ ୭.୧ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ ଶୀତ ଲହରୀ ବଢିବ ଯୋଗୁ ସାରା ରାଜ୍ୟରେ ପାରଦ ସ୍ତର ହଠାତ୍ ହ୍ରାସ ପାଇଛି। ରାଜ୍ୟର ୪ ସହରରେ ୧୦ ଡିଗ୍ରୀ ସେଲସିୟସରୁ କମ ରହିଛି ପାରଦ । ସେମିଳିଗୁଡ ରେ ୭.୧ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ଜି ଉଦୟଗିରି ରେ ୭.୪…

Bihar Assembly Result: କିଏ ଦଖଲ କରୁଛି ବିହାର ? ଫଳାଫଳ ଉପରେ ସମସ୍ତଙ୍କ ନଜର

ପାଟନା: ଆଜି ବିହାର ଓ ନୂଆପଡ଼ା ଫୈସଲା। ସନ୍ଧ୍ୟା ସୁଦ୍ଧା ଆସିବ ରାୟ । ସବୁ କଳ୍ପନାଜଳ୍ପନାର ଅନ୍ତ ହେବ । କିଛି ସମୟ ପରେ ଆରମ୍ଭ ହୋଇଯିବ ଭୋଟ ଗଣତି। କିଏ ଆସନ୍ତା ୫ ବର୍ଷ ପାଇଁ ବିହାରରେ ସରକାର କରିବ ତାହା ସ୍ପଷ୍ଟ ହୋଇଯିବ। ବିହାର ବିଧାନସଭା ରେଜଲ୍ଟ ଉପରେ ସମସ୍ତଙ୍କ ନଜର। ସକାଳ ୮ଟାରୁ…

ନୂଆପଡା ଉପ-ନିର୍ବାଚନ: ଆଜି ଜଣାପଡ଼ିଯିବ ତିନି ଦଳର ଭାଗ୍ୟ ଓ ଭବିଷ୍ୟତ?

ଭୁବନେଶ୍ୱର: ଓଡ଼ିଶାର ରାଜନୈତିକ ଆକାଶରେ ଆଜି ନୂଆପଡା ଉପ-ନିର୍ବାଚନ ଏକ ମୁଖ୍ୟ ଘଟଣା ରୂପେ ଉଭା ହୋଇଛି। ଏହି ନିର୍ବାଚନ କେବଳ ଏକ ଆସନର ଭାଗ୍ୟ ନିର୍ଦ୍ଧାରଣ କରିବ ନାହିଁ, ବରଂ ରାଜ୍ୟର ତିନି ପ୍ରମୁଖ ଦଳ—ଭାରତୀୟ ଜନତା ପାର୍ଟି (ବିଜେପି), ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ—ର…

ଦିଲ୍ଲୀ ବିସ୍ଫୋରଣ ପରେ ଅଲ-ଫଲାହ ବିଶ୍ୱବିଦ୍ୟାଳୟର ସଦସ୍ୟତା ରଦ୍ଦ 

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଏକ ଧଳା ଆଇ ୨୦ କାର ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଷଡ଼ଯନ୍ତ୍ର ଅଲ-ଫଲାହ ବିଶ୍ୱବିଦ୍ୟାଳୟ ସହିତ ଜଡିତ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ଯାହାକୁ ନେଇ ଭାରତୀୟ…

ଦିଲ୍ଲୀ ବିସ୍ଫୋରଣ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ମିଳିବ: ଅମିତ ଶାହ 

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ମିଳିବ ବୋଲି ଗୁରୁବାର ଦିନ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତେବେ ଗୁଜରାଟର ମେହସାଣା ଜିଲ୍ଲାର ବୋରିଆଭି ଗାଁରେ ମୋତିଭାଇ ଆର.ଚୌଧୁରୀ ସାଗର ସୈନିକ ସ୍କୁଲ ଏବଂ ସାଗର ଜୈବିକ ପ୍ଲାଣ୍ଟର ଉଦଘାଟନ ସମାରୋହକୁ ସମ୍ବୋଧିତ…

ବାଲିଯାତ୍ରାରେ ଦଳାଚକଟା ଭଳି ସ୍ଥିତି; ୨ ଆହତ

କଟକ: ଗାୟିକା ଶ୍ରେୟା ଘୋଷାଲ ଯେକୌଣସି ସ୍ଥାନରେ ସଙ୍ଗୀତ ପରିବେଷଣ କଲେ ମଧ୍ୟ ସେଠାରେ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥାଏ। ଗୁରୁବାର ସନ୍ଧ୍ୟାରେ କଟକରେ ବାଲିଯାତ୍ରା ରେ ଶ୍ରେୟାଙ୍କର ସଙ୍ଗୀତ ସମାରୋହରେ ଖୁବ୍ ଭିଡ଼ ହୋଇଥିଲା। ବାଲି ଯାତ୍ରାର ଶେଷ ଦିନରେ ଭିଡ଼ ଏତେ ବଢି ଯାଇଥିଲା ଯେ…

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ସୁପ୍ରିମକୋର୍ଟ, କହିଲେ ମାସ୍କ ଯଥେଷ୍ଟ…

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। ଏଥିସହ ଅନଲାଇନର ସୁବିଧା ଥାଇ ମଧ୍ୟ କଣ ପାଇଁ ବରିଷ୍ଠ ଓକିଲ ମାନେ ଶାରୀରିକ ଭାବରେ ଉପସ୍ଥିତ ରହୁଛନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ। ତେବେ ବାୟୁ ପ୍ରଦୂଷଣ ସ୍ଥିତିକୁ "ଅତ୍ୟନ୍ତ…