Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୯୫ ବର୍ଷୀୟା ମା’ଙ୍କୁ ଜଙ୍ଗଲରେ ଛାଡିଦେଲା କଳିଯୁଗ ପୁଅ

ମୟୂରଭଞ୍ଜ: ଜନ୍ମ ଦେଇଥିବା ମାଆକୁ ଜଙ୍ଗଲରେ ଛାଡିଦେଲା ପୁଅ । ପୁଅ  ଭୁଲି ଗଲା ମା'ର ମମତା । ୯୫ ବର୍ଷୀୟା ବୃଦ୍ଧା ମା'ର ଯତ୍ନ ନେବା ବଦଳରେ ପୁଅ ତାଙ୍କୁ ନେଇ ଜଙ୍ଗଲରେ ଛାଡ଼ି ଦେଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଙ୍ଗିରିପୋଷି ଅଞ୍ଚଳରେ। କନ୍ଦଳିଆ ଗାଁର ୯୫ ବର୍ଷୀୟା ବୃଦ୍ଧା…

ଐତିହାସିକ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଭାରତର ଅର୍ଥନୀତିକୁ କଣ ମିଳିବ ଲାଭ?

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଦୀର୍ଘ ୧୦୭ ଦିନ ଧରି ଚାଲିଥିବା ଉତ୍ତେଜନା ଏବଂ ସାମରିକ ସଂଘର୍ଷର ଅନ୍ତ ଘଟାଇ ଆମେରିକା ଓ ଇରାନ ଏକ ଐତିହାସିକ ଶାନ୍ତି ଚୁକ୍ତିର ରୂପରେଖ ଚୂଡ଼ାନ୍ତ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ସମ୍ପର୍କିତ ଘୋଷଣା ପରେ ବିଶ୍ୱ ବଜାର ସମେତ…

ଜୁନ୍ ୧୮ରୁ ଖୋଲିବ ସ୍କୁଲ୍‌, ମୌସୁମୀ ଆଗମନରେ ଆଶ୍ୱସ୍ତି ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲ ଗୁଡ଼ିକରେ ଦୀର୍ଘ ଦିନର ଖରାଛୁଟି ଏବେ ଶେଷ ହେବାକୁ ଯାଉଛି। ଚଳିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଲୁ’ ସ୍ଥିତି ଯୋଗୁଁ ସ୍କୁଲ ଛୁଟି ବଢ଼ିବା ନେଇ ଚାଲିଥିବା ସମସ୍ତ ଚର୍ଚ୍ଚାରେ ଏବେ ପୂର୍ଣ୍ଣଛେଦ ପଡ଼ିଛି। ଆସନ୍ତାକାଲି (ଗୁରୁବାର) ଠାରୁ ରାଜ୍ୟର ସମସ୍ତ…

୪ଟି ନୂଆ ଟିପି ସ୍କିମ୍ ଘୋଷଣା କଲା ବିଡିଏ

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଭୁବନେଶ୍ୱର ବିକାଶ ଯୋଜନା ଅଞ୍ଚଳ (ବିଡିପିଏ)ରେ ୪୨ ରୁ ୪୫ ମଧ୍ୟରେ ଚାରୋଟି ନୂତନ ସହର ପରିକଳ୍ପନା ଯୋଜନା (ଟିପି ସ୍କିମ୍ ) ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବାକୁ ଉଦ୍ଦେଶ୍ୟ ଘୋଷଣା କରିଛି। ଏହି ପଦକ୍ଷେପ ଓଡ଼ିଶା ସରକାରଙ୍କ ଯୋଜନାବଦ୍ଧ ସହରୀକରଣ…

ହାତୀ ଦାନ କଲେ ଇତିହାସରେ ରହିବ ନାମ: ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ ସେନାର ସ୍ୱତନ୍ତ୍ର ଅନୁରୋଧ

ପୁରୀ: ଶ୍ରୀମନ୍ଦିରର ବିଭିନ୍ନ ପାରମ୍ପରିକ ନୀତିକାନ୍ତି ଏବଂ ଶ୍ରୀଜୀଉଙ୍କ ବିଭିନ୍ନ ବେଶ, ବିଶେଷକରି ଗଜ ଉଦ୍ଧାରଣ ବେଶ ପାଇଁ ଶ୍ରୀକ୍ଷେତ୍ରରେ ହାତୀର ଆବଶ୍ୟକତା ରହିଛି। ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଜଗନ୍ନାଥ ସେନା ପକ୍ଷରୁ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କ ନିକଟରେ ଏକ…

ସ୍କୁଲ ବହି ଭୁଲ୍ ପ୍ରସଙ୍ଗ: ସାମ୍ନାକୁ ଆସିଲା ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥିବା ହାଇପ୍ରୋଫାଇଲ୍ କମିଟି ତାଲିକା; ଏତେ…

ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ବଣ୍ଟା ଯାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟିକୁ ନେଇ ବିବାଦ ତେଜିବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏବେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଏହି…

PM SVANidhi:ପିଏମ୍ ସ୍ୱନିଧି ଯୋଜନା; ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଷ୍ଟ୍ରିଟ୍ ଭେଣ୍ଡର(ରାସ୍ତାକଡ଼ ବ୍ୟବସାୟୀ )ମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ପିଏମ୍ ସ୍ୱନିଧି (ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର୍ସ ଆତ୍ମନିର୍ଭର ନିଧି) ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ସମସ୍ତ ତିନୋଟି ପର୍ଯ୍ୟାୟର ଋଣ ଉପରେ ରାଜ୍ୟ ସରକାର…

୨୦ ତାରିଖ ଯାଏ ସୁବର୍ଣ୍ଣପୁରରେ ସ୍କୁଲ ଛୁଟି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ୨୦ ପର୍ଯ୍ୟନ୍ତ ସ୍କୁଲ୍‌, କଲେଜ ଛୁଟି। ହିଟ୍‌ ୱେଭ୍‌ ଜାରି ରହିଥିବାରୁ ଛୁଟି ଅବଧି ବୃଦ୍ଧି କଲେ ଜିଲ୍ଲାପାଳ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଉ ୩ ଦିନ ବଢ଼ିଲା ସ୍କୁଲ ଛୁଟି । ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି ।…

ଭତ୍ତା ସମସ୍ୟାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ ସୂଚନା..

ଭୁବନେଶ୍ୱର: ଭତ୍ତା ସମସ୍ୟାର ହେଲା ସମାଧାନ। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ହିତାଧିକାରୀଙ୍କ ପାଖକୁ ଭତ୍ତା ରାଶି ପହଞ୍ଚିଲାଣି। ଅବଶିଷ୍ଟ ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିଯିବ। ଦେଶର ସବୁ ରାଜ୍ୟର ପୋର୍ଟାଲ ସମସ୍ୟା…

ପାଠ୍ୟପୁସ୍ତକ ତ୍ରୁଟି: ୩ ଜଣିଆ କମିଟି ଗଠିତ, ୭ ଦିନରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଆଭାସ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ…